Browsing Category

Featured

କେନ୍ଦ୍ର ସରକାରଙ୍କ ୫ ବର୍ଷିଆ MSP ଚୁକ୍ତି ଅଫରକୁ ପ୍ରତ୍ୟାଖ୍ୟାନ କଲା କୃଷକ ସଂଘ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ନିକଟରେ କୃଷକ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନା ହୋଇଥିଲା । ତେବେ ଉକ୍ତ ଆଲୋଚନା ଅବସରରେ କେନ୍ଦ୍ର ସରକାର ୫…

ଗୋମାଂସ ବିକ୍ରି କରୁଥିବା ଅଭିଯୁକ୍ତଙ୍କ ସମ୍ପତ୍ତି ଉପରେ ବୁଲିଲା ବୁଲଡୋଜର

ଅଲଓ୍ଵାର: ରାଜସ୍ଥାନର ଅଲଓ୍ଵାର ଜିଲ୍ଲାର କିଶନଗଡ଼ବାସ ଥାନା ଅଞ୍ଚଳର ଜଙ୍ଗଲରେ ଗୋମାଂସ କାଟିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୧୯ ଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ପୋଲିସ ଏତଲା ରୁଜୁ…

ବିଶ୍ୱ ରେକର୍ଡ ସୃଷ୍ଟି କଲା ୪ ମାସର ବିସ୍ମୟ ଶିଶୁ! ପଶୁ, ପକ୍ଷୀ, ପନିପରିବା ପରି ୧୨୦ ପ୍ରକାର ସାମଗ୍ରୀକୁ ସହଜରେ ଚିହ୍ନଟ କରିପାରୁଛି

ନୂଆଦିଲ୍ଲୀ: ସାଧାରଣ ଭାବେ ଦଶମ, ଯୁକ୍ତଦୁଇ ଓ ଯୁକ୍ତତିନିରେ ପଢ଼ୁଥିବା ପିଲାମାନେ କେତେ ପ୍ରକାରର ଜିନିଷ ମନେରଖି ପାରିବେ ଓ ଚିହ୍ନଟ କରିପାରିବେ? ଏଭଳି ସ୍ଥିତିରେ ଗୋଟିଏ ୪ ମାସର ଶିଶୁ କେତେ ପ୍ରକାର ଜିନିଷର ନାମ…

ୱେବ ଡିଜାଇନ୍, ଡାଟା ସାଇନ୍ସ, ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି AI; ଆଇବିଏମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯେତିକି ଚାକିରି ଛଟେଇ କରିବ, ତା'ଠାରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ।  ଏନେଇ ଆଇବିଏମ୍ ଇଣ୍ଡିଆ ନିର୍ଦ୍ଦେଶକ ସନ୍ଦୀପ ପଟେଲ କହିଛନ୍ତି। ପଟେଲ ଆଇଏଏନଏସକୁ କହିଛନ୍ତି…

ଖଣ୍ଡଗିରିରେ ଯାତ୍ରା ଦେଖିବା ପାଇଁ ଯାତ୍ରାପ୍ରେମୀଙ୍କ ଖଚାଖଚ ଭିଡ଼: ଚର୍ଚ୍ଚାରେ ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ

ଭୁବନେଶ୍ୱର: ଖଣ୍ଡଗିରିରେ ଆରମ୍ଭ ହୋଇଛି ଯାତ୍ରା ମହାକୁମ୍ଭ। ତେଣୁ ନାଟକ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଯାତ୍ରାପ୍ରେମୀଙ୍କ ପ୍ରବଳ ଭିଡ଼ ହୋଇଛି। ଚଳିତବର୍ଷ ଯାତ୍ରା ମହାକୁମ୍ଭରେ ସାମିଲ ହୋଇଛନ୍ତି ୧୨ ଟି ବଛା ବଛା…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଶରେ ଶ୍ରେଷ୍ଠ: ଲୋକପ୍ରିୟତାରେ ପୁଣି ଏକ ନମ୍ବର ହେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମଧ୍ୟରେ ପୁଣି ଥରେ ଲୋକପ୍ରିୟତାରେ ସବୁଠାରୁ ଆଗରେ ରହିଛନ୍ତି ନବୀନ । ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ…

ପରୀକ୍ଷାରେ ସହଯୋଗ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ; ସୂଚନା ଦେଲେ ସଂଘ ସମ୍ପାଦକ

ଭୁବନେଶ୍ୱର: ପରୀକ୍ଷାରେ ସହଯୋଗ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଏନେଇ ସୂଚନା ଦେଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସମ୍ପାଦକ ରଞ୍ଜନ ଦାଶ । ଓଷ୍ଟା ସଂଘର ସମ୍ପାଦକ କହିଲେ ‘ବିଭାଗୀୟ…

ବିଶ୍ୱସ୍ତରୀୟ ହେବ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଏକସଙ୍ଗେ ପଢ଼ିବେ ୫୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ବିଶ୍ୱ ସ୍ତରୀୟ…

ଆଉ ୫ ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍: ଜାଣନ୍ତୁ, କେଉଁ ଜିଲ୍ଲା ପାଇଁ ମିଳିଲା କେତୋଟି ବସ୍

ଓଡ଼ିଶା ଭାସ୍କର: ପ୍ରତ୍ୟେକ ଗାଁ'ରେ ଲକ୍ଷ୍ମୀ ବସ୍ ପହଞ୍ଚାଇବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଶୁଭାରମ୍ଭ କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହି କ୍ରମରେ ଆଜି ରାଜ୍ୟର…

ପ୍ରକାଶ ପାଇଲା ବିଜ୍ଞପ୍ତି: ଓଡ଼ିଶା ସୂଚନା ଆୟୋଗ ଅଧିନରେ ପୂରଣ ହେବ ସିଷ୍ଟମ ଆସିଷ୍ଟାଣ୍ଟ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭୁବନେଶ୍ୱର ସ୍ଥିତ ଓଡ଼ିଶା ସୂଚନା ଆୟୋଗରେ ସିଷ୍ଟମ ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ…