fbpx
BSKY SKY
BSKY SKY

ପରୀକ୍ଷାରେ ସହଯୋଗ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ; ସୂଚନା ଦେଲେ ସଂଘ ସମ୍ପାଦକ

BSKY

ଭୁବନେଶ୍ୱର: ପରୀକ୍ଷାରେ ସହଯୋଗ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଏନେଇ ସୂଚନା ଦେଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସମ୍ପାଦକ ରଞ୍ଜନ ଦାଶ । ଓଷ୍ଟା ସଂଘର ସମ୍ପାଦକ କହିଲେ ‘ବିଭାଗୀୟ ଅଧିକାରଙ୍କ ସହ ଆଲୋଚନା ସକାରାତ୍ମକ ହୋଇଛି’ । ‘ପରୀକ୍ଷାରେ ସହଯୋଗ କରିବା ସହ ପ୍ରତିକାତ୍ମକ ଆନ୍ଦୋଳନ କରିବୁ’ ।

Get real time updates directly on you device, subscribe now.