Browsing Category
Featured
ଆଜିଠାରୁ କୋରାପୁଟରେ ଗଡ଼ିଲା ସରକାରୀ ଲକ୍ଷ୍ମୀ ବସ୍: ଜାଣନ୍ତୁ, ଏହି ଜିଲ୍ଲାକୁ ମୋଟ କେତୋଟି ବସ୍ ମିଳିଛି
ଓଡିଶା ଭାସ୍କର: ଆଜିଠାରୁ କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଲକ୍ଷ୍ମୀ ବସ ଯୋଜନାର ଶୁଭ ଉଦଘାଟନ ହୋଇଛି। କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ ଟି…
ମୃତ୍ୟୁ ସହ ଲଢୁଛନ୍ତି ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର, ଡାକ୍ତର ବି ଟେକି ଦେଇଛନ୍ତି ହାତ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ର ସାଢେ ଛଅ ଫୁଟ ଲମ୍ବୁ ଅଲରାଉଣ୍ଡର କାମେରୁନ୍ ଗ୍ରୀନ୍ ଏବେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ଲଢୁଛନ୍ତି । କାମେରୁନ୍ ଜୀବନରେ ବହୁ ଘାତ ପ୍ରତିଘାତର ସାମ୍ନା କରି ଜାତୀୟ…
ଜଳିଗଲା ଭେଟେରାନ୍ ଅଭିନେତାଙ୍କ ଫ୍ଲାଟ: ଧୂଆଁରେ ଭରିଗଲା ଚାରି ବଖରା ଘର
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବରିଷ୍ଠ ଅଭିନେତାଙ୍କ ଘରେ ଏକ ବଡ଼ ଅଘଟଣ ଘଟିଯାଇଛି । ଲୋକପ୍ରିୟ ଅଭିନେତା ସଦାଶିବ ଅମରାପୁରକରଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ଜାଣିବାକୁ ମିଳିଛି । ଅଚାନକ ଏହି ମହାନ…
ଶୀତଦିନେ ଏହି ସାଧାରଣ ଖଟା ଫଳର ରସ ଆପଣଙ୍କୁ ଦେଇଥାଏ ଅନେକ ବଡ଼ ବଡ଼ ଫାଇଦା
ଓଡିଶା ଭାସ୍କର: ଶୀତଦିନେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଫଳରେ ଅନେକ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଥାଏ। ବିଶେଷକରି ଏହି ଋତୁରେ ଥଣ୍ଡା, କାଶ ଏବଂ ଜ୍ୱର ଭଳି କାରଣରୁ ଅନେକ…
ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ହଙ୍ଗାମା: ଉଭୟ ଗୃହର ୧୫ ଜଣ ସାଂସଦ ସସପେଣ୍ଡ୍
ନୂଆଦିଲ୍ଲୀ ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଗୁରୁବାର ଦିନ ଉଭୟ ଗୃହରେ ବଡ଼ ଧରଣର ହଙ୍ଗାମା ଦେଖିବାକୁ ମିଳିଛି । ଏହି ହଙ୍ଗାମା ଏତେ ବଢ଼ିଗଲା ଯେ ଅନେକ ସାଂସଦଙ୍କୁ ଉଭୟ ଗୃହ - ରାଜ୍ୟସଭା ଓ ଲୋକସଭା ରୁ ନିଲମ୍ବିତ…
“ଭିଡିଓକୁ ସୁରକ୍ଷିତ ରଖନ୍ତୁ!”… କାହିଁକି ଏପରି ଲେଖିଲେ ଲଳିତ? ମୋବାଇଲରେ ଲୁଚି ରହିଛି ସଂସଦରେ ଷଡ଼ଯନ୍ତ୍ରର କାହାଣୀ
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଗତକାଲି ୨ ଜଣ ଅଜଣା ବ୍ୟକ୍ତି ଭିତରକୁ ପ୍ରବେଶ କରିବା ପରେ ଗୃହରେ ବେଶ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଏ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ସହିତ ସଂସଦର…
PM Kisan Samman Nidhi: ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୬ ତମ କିସ୍ତି ପାଇବା ପାଇଁ ଏପରି କରନ୍ତୁ
ନୂଆଦିଲ୍ଲୀ: ଅନେକ ଯୋଜନା କୃଷକଙ୍କ ଆର୍ଥିକ ସହାୟତା ପାଇଁ ଚାଲିଥାଏ। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman Nidhi ଅଧୀନରେ କୃଷକମାନଙ୍କୁ ସୁବିଧା ଦିଆଯାଉ। ପ୍ରତିବର୍ଷ…
ଏବେଠୁ ହୋଇଯାଆନ୍ତୁ Alert! ଶୀତ ସହ ଫେରୁଛି କରୋନା ଲହର: ସଂକ୍ରମଣକୁ ନେଇ ବଢିଲା ଟେନସନ୍
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ତଳକୁ ଖସିବା ସାଙ୍ଗକୁ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି । ତେବେ ଏହି ଶୀତଋତୁ ସହିତ ଦେଶରେ କରୋନା ମଧ୍ୟ ଫେରିଆସିଛି ।…
ଆସନ୍ତାକାଲି ଏହି ନିର୍ବାଚନମଣ୍ଡଳୀକୁ ମିଳିବ ୨ଶହ କୋଟି ଟଙ୍କା…
ଓଡିଶା ଭାସ୍କର: ରାଜ୍ୟର ବିକାଶ କ୍ଷେତ୍ରରେ ବଡ଼ ଭୂମିକା ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଆସନ୍ତାକାଲି ଆଉ ଏକ…
ଶ୍ରେୟସ ଆୟରଙ୍କୁ ମିଳିଲା ଅଧିନାୟକ ପଦ: ଏହି ଟୁର୍ଣ୍ଣାମେଣ୍ଟରେ ନେବେ ଦଳର ନେତୃତ୍ୱ
ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ମ୍ୟାଚ ବର୍ଷ ଯୋଗୁଁ ରଦ୍ଦ ହୋଇ ଯାଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଦଳରୁ…