Browsing Category
Featured
ରାଜ୍ୟରେ ଶୀତର ଲହରୀ ଜାରି, ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପଶ୍ଚିମାଝଡ଼ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ନୂଆ ବର୍ଷରୁ ପୁଣି ବଢିବ ଶୀତ। ବିଦାୟୀ ବର୍ଷ ୨୦୨୪ର ଶେଷ ରାତି ଅର୍ଥାତ…
ବର୍ଷର ଶେଷ ରବିବାର ଦିନ ସର୍ବ ସିଦ୍ଧି ଯୋଗ: ୫ଟି ରାଶିର ବୃଦ୍ଧି ହେବ ଧନ ଓ ସମ୍ମାନ
ଓଡ଼ିଶା ଭାସ୍କର: ବର୍ଷର ଶେଷ ରବିବାର ଦିନ ସର୍ବସିଦ୍ଧି ଯୋଗର ଶୁଭ ସଂଯୋଗ। କର୍କଟ ଓ ମକର ରାଶି ସମେତ ୫ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଉନ୍ନତିର ସୁଯୋଗ ମିଳିବ ଏବଂ ପ୍ରଚୁର ଧନ ଲାଭ ମଧ୍ୟ ମିଳିବ । ଧନ ଓ ସମ୍ମାନ…
ମାତ୍ର ୬୦ ହଜାର ଜମା କଲେ, ଏତିକି ବର୍ଷ ପରେ ମିଳିବ ୧୫,୭୭,୮୨୦ ଟଙ୍କା
ନୂଆଦିଲ୍ଲୀ: ପିପିଏଫ ଯୋଜନାରେ ୫୦୦ ଟଙ୍କା ନିବେଶରୁ ଆରମ୍ଭ କରାଯାଉଛି, ୧୫ ବର୍ଷରେ କମ୍ପାଉଡିଙ୍ଗ ସହ ଏହି ଟଙ୍କା ବଡ଼ ରାଶିରେ ପରିଣତ ହୋଇଯାଉଛି। ତେବେ ଏହି ଯୋଜନା ପ୍ରତି ନିବେଶକଙ୍କ ପାଇଁ ଏକ ଉତ୍ତମ ନିବେଶ ଯୋଜନା।…
ସାଇ ପାରଞ୍ଜପିଙ୍କୁ ପ୍ରଦାନ କରାଯିବ ପଦ୍ମପାଣି ଆଜୀବନ ଆଚିଭମେଣ୍ଟ ଆୱାର୍ଡ
ନୂଆଦିଲ୍ଲୀ: ଭାରତ ଏବଂ ବିଶ୍ୱର ଅନନ୍ୟ ଚଳଚ୍ଚିତ୍ରର ବାର୍ଷିକ ଉତ୍ସବ, ଦଶମ ଅଜନ୍ତା-ଏଲୋରା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (AIFF ୨୦୨୫) ୨୦୨୫ ଜାନୁୟାରୀ ୨୦ ରୁ ୨୦୨୫ ପର୍ଯ୍ୟନ୍ତ ଛତ୍ରପତି ସମ୍ୱୀନଗରରେ ଅନୁଷ୍ଠିତ…
ନୂଆବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର
ଭୁବନେଶ୍ୱର: ନୂଆବର୍ଷ ପାଇଁ ଆଉ ୨କି ୩ ଦିନ ରହିଲା। ତେବେ ଏହି ନୂଆ ବର୍ଷକୁ ଦୃଷ୍ଟିରେ ରଖାଯାଇ ଶ୍ରୀକ୍ଷେତ୍ର ପାଇଁ ନିୟମ କଡ଼ାକଡି ହୋଇଛି। ନୂଆବର୍ଷରେ ଶ୍ରୀକ୍ଷେତ୍ର ସିସିଟିଭି ନଜରରେ ରହିବ ବୋଲି ସୂଚନା ମିଳିଛି।…
ଚଳିତବର୍ଷ ମାଟ୍ରିକ ପରୀକ୍ଷାର ହେବ ଲାଇଭ୍ ଷ୍ଟ୍ରିମିଂ, କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ପାଇଁ ନିଆଗଲା ନିଷ୍ପତ୍ତି
ଭୁବନେଶ୍ୱର: ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ।…
Jioର କୋଟି କୋଟି ୟୁଜର୍ସଙ୍କ ପାଇଁ ବଡ଼ ଖବର, ଦୁଇଟି ଶସ୍ତା ରିଚାର୍ଜ ପ୍ଲାନରେ କମ୍ପାନୀ କଲା ପରିବର୍ତ୍ତନ
ନୂଆଦିଲ୍ଲୀ: ଜିଓ ପାଖରେ ନିଜ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନର ଲମ୍ବା ଚଉଡ଼ା ପୋର୍ଟଫୋଲିୟୋ ରହିଛି। କମ୍ପାନୀ ଗ୍ରାହକଙ୍କୁ ଶସ୍ତା ଏବଂ ମହଙ୍ଗା ଦୁଇ ପ୍ରକାରର ପ୍ଲାନ୍ସ ଅଫର କରୁଛି। ଏହିଭଳି ଜିଓ ପାଖରେ ସର୍ଟ…
(Video) ସଲମାନଙ୍କ ‘ସିକନ୍ଦର’ ଟିଜର ରିଲିଜ, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ
ନୂଆଦିଲ୍ଲୀ: ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ବହୁ ସମୟରୁ ଚର୍ଚ୍ଚାରେ ଥିଲା। ଫ୍ୟାନ୍ସ ଏହି ଫିଲ୍ମକୁ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି। ବର୍ତ୍ତମାନ ସଲମାନ ଖାନ ଫ୍ୟାନ୍ସଙ୍କ ପାଇଁ ଏକ ଦମଦାର ଟିଜର…
‘ବେଣ୍ଟମୁଆଁ’କୁ ଜାଣିଥିବା ଶେଷ ପୀଢ଼ି ଏବେର ବାପା-ମାଆ; ପିଲା ଦେଖି ପଚାରୁଛନ୍ତି ଇଏ କ’ଣ ?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରିକରଣ ଭିତରେ ହଜିଗଲାଣି ପାରମ୍ପରିକ ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ…
ସ୍ୱପ୍ନରେ ନିଜ ଏକ୍ସ ବୟଫ୍ରେଣ୍ଡ କି ଗାର୍ଲଫ୍ରେଣ୍ଡଙ୍କୁ ଦେଖୁଥିଲେ, ଜାଣନ୍ତୁ କ’ଣ କହୁଛି ସମୁଦ୍ର ଶାସ୍ତ୍ର
ଓଡ଼ିଶା ଭାସ୍କର: ପ୍ରଥମେ ସ୍ୱପ୍ନ ସମୁଦ୍ର ଶାସ୍ତ୍ରର ଅଂଶ ଥିଲା, ବର୍ତ୍ତମାନ ବୈଜ୍ଞାନିକମାନେ ଏହାକୁ ନେଇ ଅନୁସନ୍ଧାନ କରୁଛନ୍ତି। ଆଜିର ଦୁନିଆରେ ଅନେକ ଡାକ୍ତର ଏବଂ ମନୋବୈଜ୍ଞାନିକମାନେ ସ୍ୱପ୍ନର ରହସ୍ୟକୁ ବୁଝିବାକୁ…