Browsing Category
Featured
ମହିଳା ସଂରକ୍ଷଣ ବିଲ୍ ଉପରେ ଜାତିସଂଘର ବୟାନ: କହିଲା ବିଶ୍ୱର ଏକ ନମ୍ବର ହେବ ଭାରତ
ନୂଆଦିଲ୍ଲୀ: ସମାନତା କଥା ହେଉ କି ମହିଳା ଅଧିକାର କଥା ହେଉ ରାଜନୀତିରେ ଲିଙ୍ଗ ଭିତ୍ତିକ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। ଭାରତରେ ମହିଳା ସଂରକ୍ଷଣ ବିଲ୍ କୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳ…
ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲେ ନବୀନ ; ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ କର୍ମକର୍ତ୍ତାଙ୍କୁ ମିଳିଛି ନିଯୁକ୍ତି। ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା…
ଇତିହାସ ରଚିଲା ଭାରତୀୟ ପୁରୁଷ ଭଲିବଲ ଟିମ୍: ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ହରାଇଲା ଭାରତ
ନୂଆଦିଲ୍ଲୀ: ଚଳିତ ଏସିଆନ ଗେମ୍ସ ୨୦୨୩ରେ ଭାରତ ଇତିହାସ ରଚିଛି । ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ବିଶ୍ୱ ରେକର୍ଡ କରିଛି ଭାରତୀୟ ଭଲିବଲ ଦଳ । ୩ ଥର…
ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗିରହିଛି ବର୍ଷା; ଅତିପ୍ରବଳ ବର୍ଷା ହେବା ନେଇ ୧୨ଟି ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର : ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା…
ରାଜ୍ୟର ୪୪ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ କାଳିଆ ସହାୟତା ରାଶି
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୪୪ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରକୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଏହି ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର…
ମହିଳା ସଂରକ୍ଷଣ ବିଲ୍ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ସଂସଦରେ ଆଣି ନାହାନ୍ତି ସରକାର: ଅମିତ୍ ଶାହା
ନୂଆଦିଲ୍ଲୀ: ଲୋକସଭାରେ ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍-ନାରୀଶକ୍ତି ବନ୍ଦନ ଉପରେ ଆଲୋଚନା ଚାଲିଛି । ବିଲ୍ରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ର…
ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍: ମିଳିଲା ବହୁମତ
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ଏବେ ଲୋକସଭାରେ ମଧ୍ୟ ପାରିତ ହୋଇଛି । ଦୁଇ ତୃତୀୟାଂଶ ବହୁମତ ପାଇ ଲୋକସଭାରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ମହିଳା ସଂରକ୍ଷଣ ବିଲ୍ 'ନାରୀ ଶକ୍ତି ବନ୍ଦନ ଅଧିନୟମ'…
CBSE ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍: ୧୦ମ ପାସ୍ କରିଥିବା ଛାତ୍ରୀମାନେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ଦିଆଯାଉଥିବା ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ପାଇଁ ଅପେକ୍ଷା କରିଥିବା ଛାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ସିଙ୍ଗଲ ଗାର୍ଲ…
ଡୋନାଲଡ୍ ଟ୍ରମ୍ପଙ୍କ ପୁଅଙ୍କର ଟ୍ୱିଟ: ‘ମୋ ପିତାଙ୍କର ମୃତ୍ୟୁ ହୋଇଯାଇଛି, ମୁଁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି’….
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପକୁ ନେଇ ଆସିଛି ଏକ ବଡ଼ ଖବର । ଟ୍ରମ୍ପଙ୍କ ପୁଅଙ୍କର ସୋସିଆଲ ମିଡ଼ିଆ ‘ଏକ୍ସ’ ଆକାଉଣ୍ଟରୁ କ୍ରମାଗତ ଭାବେ ଆପତ୍ତିଜନକ ପୋଷ୍ଟ କରାଯାଉଛି । ତେବେ ତାଙ୍କ…
Big Breaking; ରାଜସ୍ୱ ମନ୍ତ୍ରୀ ପ୍ରମିଳା ହେବେ ବାଚସ୍ପତି ପ୍ରାର୍ଥି: ଘୋଷଣା କଲା ବିଜେଡି
ଭୁବନେଶ୍ୱର: ଓଡ଼ିଶାର ନୂଆ ବାଚସ୍ପତି ପ୍ରାର୍ଥି ହେବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ତରଫ ରୁ ଏ ନେଇ ଘୋଷଣା ହୋଇ ଯାଇଛି । ବାଚସ୍ପତି ପଦ ପାଇଁ ପ୍ରାର୍ଥି ଭାବରେ ପ୍ରମିଳାଙ୍କ ନାଁ ଘୋଷଣା କରିଛି ବିଜୁ…