Browsing Category

Featured

ପିଡିଏଫ୍ ଫାଇଲ୍ ସେଭ୍ କିମ୍ବା ଓପନ କରିବା ସମୟରେ ସାବଧାନ ରୁହନ୍ତୁ, ଅନ୍ୟଥା ହ୍ୟାକର ଚୋରାଇ ନେବେ ସବୁ ଡାଟା

ନୂଆଦିଲ୍ଲୀ:ଆମେ ଉପଯୋଗ କରୁଥିବା ଫାଇଲ୍ ଫର୍ମାଟ ମଧ୍ୟରୁ ଗୋଟିଏ ହେଉଛି ପିଡିଏଫ୍ ଯାହାକୁ ଆମେ ଅନଲାଇନ କମ୍ୟୁନିକେସନ ମାଧ୍ୟମରେ ବିଭିନ୍ନ ଡକ୍ୟୁମେଣ୍ଟ ରିସିଭ୍ କିମ୍ବା ସେଣ୍ଡ କରିବା ଲାଗି ଉପଯୋଗ କରିଥାଉ । ଏହି…

ମହିଳାମାନେ ଘରେ ବସି ଆରମ୍ଭ କରନ୍ତୁ ବ୍ୟବସାୟ : କରିବେ ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ : ସାଧାରଣତଃ ଟଙ୍କା ପାଇଁ ମହିଳାମାନେ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ରହିଥାନ୍ତି । ଯାହା କି ଆଦୌ ଠିକ ନୁହେଁ । ଆପଣ ଗୃହିଣୀ ହୁଅନ୍ତୁ ନା କାହିଁକି, ନିଜର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ପାଖରେ କିଛି…

୨୦୩୦ ସୁଦ୍ଧା ଭାରତର ନିର୍ମାଣ କ୍ଷେତ୍ରରେ ସୃଷ୍ଟି ହେବ ୧୦ କୋଟିରୁ ଅଧିକ ନିଯୁକ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଏକ ବିକଶିତ ଦେଶ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଭାରତରେ ନିର୍ମାଣ ଜାରି ରହିଛି । ବର୍ତ୍ତମାନ ଭାରତର ନିର୍ମାଣ କ୍ଷେତ୍ରରେ ପ୍ରାୟ ୭୧ ମିଲିୟନ୍ କିମ୍ବା ୭.୧ କୋଟି ଲୋକ କାର୍ଯ୍ୟ କରୁଥିବା ବେଳେ ୨୦୩୦…

ODI WC-2023ରେ କମବ୍ୟାକ କରିବେ ଋଷଭ ପନ୍ତ! ୧୪୦kmph ସ୍ପିଡ ବଲକୁ କରୁଛନ୍ତି ପ୍ରାକ୍ଟିସ

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଏକ ଖବର । ଷ୍ଟାର ୱିକେଟ କିପର ଋଷଭ ପନ୍ତ ଖୁବଶୀଘ୍ର ଦଳକୁ ଫେରିବାକୁ ଯାଉଛନ୍ତି । ଆସନ୍ତା ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି…

କେଦାରନାଥ ଗୌରୀକୁଣ୍ଡ ନିକଟରେ ଭୟଙ୍କର ଭୂସ୍ଖଳନ, ମନ୍ଦାକିନୀ ନଦୀରେ ଭାସିଗଲେ ୧୯ ଲୋକ, ୨ ମୃତଦେହ ଉଦ୍ଧାର

ଡେରାଡୁନ୍: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡରେ ଭୀଷଣ ବର୍ଷା କାରଣରୁ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ଘଟିଛି । ଏହି ଘଟଣାରେ ୧୯ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । କିନ୍ତୁ…

ଖୋଲିବ ରତ୍ନ ଭଣ୍ଡାର: ଲେଜର ସ୍କାନିଂ ଦ୍ୱାରା କରାଯିବ ଯାଞ୍ଚ

ଓଡିଶା ଭାସ୍କର : ଆସନ୍ତାବର୍ଷ ଖୋଲିବ ଶ୍ରୀମନ୍ଦୀରର ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରା ସମୟରେ ଏହା ଖୋଲାଯାଇପାରେ । ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହେବ ବୈଷୟିକ…

ରାସ୍ତା କଡ଼ରୁ ହାସ୍ୟ ଅଭିନେତାଙ୍କ ମୃତଦେହ ଉଦ୍ଧାର: ଆଶ୍ଚର୍ଯ୍ୟଜନକ ଭାବରେ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ଭାବରେ ଅନେକ ଲୋକଙ୍କ ପାଖରେ ପହଞ୍ଚିଥିବା ଜଣେ ଅଭିନେତାଙ୍କ ମୃତଦେହ ରାସ୍ତକଡ଼ରୁ ଉଦ୍ଧାର କରାଯାଇଛି । ଅନେକ ସିନେମାରେ ସେ ନିଜ ଅଭିନୟ ଏବଂ କମେଡିରେ ଲୋକଙ୍କ ହୃଦୟ ଜିତି ପାରିଛନ୍ତି ।…

ଭିଜିଲାନ୍ସ ଜାଲରେ RI : ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଜଗତସିଂହପୁର : ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେଉ ବା ଲାଞ୍ଚ ନେବା ଅଭିଯୋଗରେ ହେଉ ପ୍ରତ୍ୟେକ ଦିନ କେହି ନା କେହି ଭିଜିଲାନ୍ସ ଜାଲରେ ଫସୁଛନ୍ତି । ପିଅନ…

Video: ବର୍ଷା ପାଣିରେ ମୁଣ୍ଡ ତଳକୁ କରି ଜୁନିୟରଙ୍କୁ ପ୍ରବଳ ପିଟିଲେ ସିନିୟର ଛାତ୍ର, ଭିଡିଓ ଭାଇରାଲ

ଓଡିଶା ଭାସ୍କର: ଆମାନୁଷିକ ଭାବେ NCC କ୍ୟାଡେଟମାନଙ୍କୁ ବର୍ଷା ପାଣିରେ ମୁଣ୍ଡ ତଳକୁ କରି ସିନିୟର କ୍ୟାଡେଟମାନେ ପ୍ରବଳ ପିଟୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌…

ସଂସଦରେ ହଙ୍ଗାମା ଭିତରେ ବିଧେୟକ ଉପସ୍ଥାପନ କରିପାରିଲେନି ରାଜନାଥ, ରାଗିଯାଇ ଉଠିଗଲେ ପଛକୁ

ନୂଆଦିଲ୍ଲୀ: ଏବେ ସଂସଦର ମୌସୁମୀ ଅଧିବେଶନ ଚାଲିଛି । ତେବେ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଉଭୟ ସରକାରୀ ଓ ବିରୋଧୀ ଦଳ ମଧ୍ୟରେ କଥା କଟାକଟି ଓ ବିଭିନ୍ନ ସମୟରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହେଉଥିବାର ନଜରକୁ ଆସିଛି…