Browsing Category
Featured
ଶ୍ରାବଣରେ ପିନ୍ଧନ୍ତୁ ସବୁଜ ରଙ୍ଗ ପୋଷାକ: ମିଳିବ ଶୁଭଫଳ
କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ ।…
ହାର୍ଟକୁ ସୁସ୍ଥ ରଖେ ଏହି ଖାଇବା ତେଲ, ଶରୀର ପାଇଁ ହୋଇଥାଏ ଲାଭଦାୟକ
ଆଜିକା ସମୟରେ ଚିନ୍ତାର କାରଣ ପାଲଟିଛି ମିଶ୍ରିତ ଖାଦ୍ୟ ପଦାର୍ଥ । ଏଥିରେ ସାମିଲ ରହିଛି ଖାଇବା ତେଲ । ବିନା ତେଲରେ କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ତେଲ ବିଭିନ୍ନ ପ୍ରକାର ଜିନିଷରେ ପ୍ରସ୍ତୁତ…
ପୁରୀ ବାସିଙ୍କ ପାଇଁ ଖୁସି ଖବର : ଆଜିଠୁ ଖୋଲିଲା ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର
ପୁରୀ : ଅନେକ ଦିନ ପରେ ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର ଖୋଲାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହି ଦ୍ୱାରଟି ପ୍ରାୟ ଦେଢ ବର୍ଷ ପରେ ଖୋଲା ହୋଇଛି । କିନ୍ତୁ ଏହି ଦ୍ୱାର ଦେଇ କେବଳ ପୁରୀ ବାସୀ ହିଁ ଦର୍ଶନ ପାଇଁ ଯାଇପାରିବା…
ଖୋର୍ଦ୍ଧାର ଏହି ସ୍ଥାନରେ ଆଜିଠୁ ଆରମ୍ଭ ହେବ ଗାଡ଼ି ସ୍କ୍ରାପିଂ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ପିତାପଲୀଠାରେ ଗାଡ଼ି ସ୍କ୍ରାପିଂ ୟୁନିଟ୍ ଆଜିଠାରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଥମ ପର୍ଯ୍ୟାୟରେ…
ବିପଦ ସଙ୍କେତଠାରୁ ୧ମିଟର ଉପରେ ପ୍ରବାହିତ ହେଉଛି ଯମୁନା, ପୁଣି ରଚିପାରେ ବନ୍ୟା ତାଣ୍ଡବ
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବିପଦ ସଂକେତ ଅତିକ୍ରମ କଲା ଯମୁନା ନଦୀର ଜଳସ୍ତର । ରବିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ୨୦୫.୯୦ ମିଟର ଥିବା ବେଳେ ଆଜି ସକାଳୁ ଏହା ୨୦୬.୪୦ ମିଟରକୁ ବୃଦ୍ଧି ପାଇଛି । ତେବେ ଯମୁନା…
ବିଇଡି ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ସିଟ୍ ଆବଣ୍ଟନ ତାଲିକା,କାଲିଠୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ
ଭୁବନେଶ୍ୱର: ବିଇଡି ଏବଂ ଏମଇଡି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଆସନ୍ତାକାଲିଠାରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବାକୁ…
କାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କମିଶନରେଟ ପୋଲିସ୍ ପକ୍ଷରୁ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ…
ଆଜି ମଳ ମାସର ପ୍ରଥମ ସୋମବାର : ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ
ଭୁବନେଶ୍ୱର : ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ ଏବଂ ଏହା ଅଗଷ୍ଟ ୩୧ରେ ଶେଷ ହେବ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ, ଏହିମାସରେ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ…
ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ନୁହେଁ ପଶୁମାନେ ବେଶି ପ୍ରଭାବିତ ହେଉଛନ୍ତି: ଗବେଷଣାରୁ ମିଳିଲା ବଡ ତଥ୍ୟ
ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଜୀବନଯାପନ ଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁ୍ଛି । ମଣିଷ ଆଧୁନିକତା ଆଡକୁ ଯେତିକି ଅଗ୍ରସର ହେଉଛି, ନିଜର ସେତିକି କ୍ଷତି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛି ।…
ବଡ଼ ଖୁସି ଖବର: ୫ ହଜାର ହାଇଟେକ ଜମାକାରୀଙ୍କୁ ଫେରାଯିବ ୪୦ କୋଟି ଅର୍ଥ, ସମସ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ରାଜ୍ୟ ସରକାରଙ୍କ ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇଟେକ ଗ୍ର୍ରୁପର ଜମାକାରୀଙ୍କୁ ଫେରସ୍ତ କରାଯିବ ସେମାନଙ୍କର ଜର୍ମ ଅର୍ଥ । ଦୀର୍ଘ ବର୍ଷ ପରେ ଜମାକାରୀଙ୍କୁ ମିଳିବାକୁ ଯାଉଛି ଏକ ଖୁସି ଖବର । ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ…