Browsing Category

Featured

ମଣିପୁରର ଦୁଇ ଜଣ ମହିଳାଙ୍କୁ ଅମାନୁଷିକ ନିର୍ଯାତନା ବିରୋଧରେ କମ୍ପିଲା ଦିଲ୍ଲୀ: ଘଟଣାକୁ ଘୋର ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରର ଦୁଇ ଜଣ ମହିଳାଙ୍କ ସହ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣାକୁ ନେଇ ଏବେ ସାରା ଦେଶରେ ତୀବ୍ର ବିରୋଧାଭାସ ଦେଖିବାକୁ ମିଳିଛି । ତିନି ମାସ ତଳର ଏହି ପୁରୁଣା ଭିଡିଓକୁ ନେଇ ଏବେ ବିରୋଧୀମାନେ…

DNA ରିପୋର୍ଟ ଖୋଲିଲା ପୂରା ପରିବାରର ଗୁମର

ନୂଆଦିଲ୍ଲୀ : ଆମେ ଜୀବନରେ ଅନେକ ଜିନିଷ କରିଥାଉ, ଯାହା କି ମଜାକ ମସ୍ତିରେ ହୋଇଥାଏ । କିନ୍ତୁ ଏହି ମଜାକ ହିଁ ଆମ ଉପରେ ବେଳେ ବେଳେ ବହୁତ ଭାରୀ ପଡିଥାଏ । ଆଜିର ଯୁଗ ଟେକ୍ନୋଲୋଜି ଏବଂ ସୂଚନାର ଅଟେ । ବର୍ତ୍ତମାନ…

ବର୍ଷାଦିନେ ଦେଖାଦେଉଛି ଫଙ୍ଗାଲ୍‌ ଇନଫେକ୍ସନ୍‌ ସମସ୍ୟା : ଜାଣନ୍ତୁ ଏହାର ଘରୋଇ ଉପଚାର

ଆଜିର ଦୁନିଆରେ ଲୋକଙ୍କ ମଧ୍ୟରେ ଅନେକ ଚର୍ମ ରୋଗ ଦେଖାଯାଉଛି। ବିଭିନ୍ନ କାରଣରୁ ଏହି ଚର୍ମ ରୋଗ ହେଉଛି ଏହାର ଏକ ମୁଖ୍ୟ କାରଣ ହେଉଛି ଫଙ୍ଗାଲ୍ ଇନ୍‌ଫେକ୍ସନ। ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା…

ରାଶିଫଳ(ଗୁରୁବାର,୨୦ ଜୁଲାଇ,୨୦୨୩)

ମେଷ - ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ,…

୧୦ ଜଣ BJP ବିଧାୟକ ସସପେଣ୍ଡ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ୧୦ ଜଣ ବିଜେପି ବିଧାୟକଙ୍କୁ ସସପେଣ୍ଡ କରାଯାଇଛି । ଗୃହକାର୍ଯ୍ୟ ଜାରି ରହିଥିବା ବେଳେ ଏହି…

ଭାରତରେ ନେଟଫ୍ଲିକ୍ସର ବଡ଼ ଘୋଷଣା: ଆଉ ନିଜ ଆକାଉଣ୍ଟର ପାସୱାର୍ଡ ସେୟାର କରିପାରିବେନି ୟୁଜର୍ସ

ନୂଆଦିଲ୍ଲୀ: Streaming giant Netflix ଘୋଷଣା କରିଛି ଯେ, ଭାରତରେ ଆଉ ପାସୱାର୍ଡ ବାଣ୍ଟନକୁ ଅନୁମତି ଦିଆଯିବ ନାହିଁ। ପ୍ରତ୍ୟେକ ଆକାଉଣ୍ଟକୁ କେବଳ ଗୋଟିଏ ଘର ବ୍ୟବହାର କରିବା ଉଚିତ ବୋଲି କମ୍ପାନୀ କହିଛି।…

ଯେତେ ଜମାରାଶି ଥିଲେ ବି ପ୍ରଥମେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ: ପରୀକ୍ଷା ସଫଳ ହେଲେ ସୁଧ ସହ ଫେରାଯିବ ଅବଶିଷ୍ଟ ଅର୍ଥ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ନିବେଶକଙ୍କ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ନିକଟରେ ‘ସାହାରା ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ ଆବେଦନ କରି ନିବେଶକମାନେ ୪୫…

World Chess Day : ଜାଣିନିଅନ୍ତୁ ଏହାର ପାଳନ କିପରି ଆରମ୍ଭ ହେଲା ଏବଂ ଏହାର ମହତ୍ୱ ?

ନୂଆଦିଲ୍ଲୀ : ଚେସ ଖୈଳ ବହୁତ ଶାନ୍ତିରେ ଖେଳା ଯାଏ । ଏହି ଖେଳରେ ଖେଳାଳୀ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥାଏ । ଏହା ଏକ ମନୋରଞ୍ଜକର ଖେଳ ଅଟେ । ଚେସର ମହତ୍ୱ କହିବା ପାଇଁ, ପ୍ରତ୍ୟେକ ବଷ୍ର ଜୁଲାଇ ୨୦କୁ ଦୁନିଆ…

ରାୟଗଡ ଭୂସ୍ଖଳନରେ ୪ ଜଣଙ୍କର ମୃତ୍ୟୁ: ମାଟିରେ ଦବି ଗଲେ ୧୦୦ ଲୋକ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାସ୍ତବରେ, ରାୟଗଡରେ ଭୂସ୍ଖଳନରେ ୩୦ ରୁ ଅଧିକ ପରିବାର ଫସି ରହିଥିବାର ଭୟ ରହିଛି। ଏହି ଦୁର୍ଘଟଣା ରାୟଗଡର ଖାଲାପୁର ତହସିଲର ଇରଶାଲୱାଡି ଗ୍ରାମରେ ଘଟିଛି…

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କ…