Browsing Category

Featured

ନଗଦ ୫୩୫ କୋଟି ଟଙ୍କା ନେଇ ଯାଉଥିବା ବେଳେ ଖରାପ ହୋଇଗଲା ଟ୍ରକ, ଆଖପାଖରେ ଲୋକଙ୍କ ଭିଡ

ଚେନ୍ନାଇ: ତାମିଲନାଡୁର ଚେନ୍ନାଇରେ ଏକ ଟ୍ରକ ୫୩୫ କୋଟି ଟଙ୍କା ନେଇକି ଯାଉଥିବା ବେଳେ, ରାସ୍ତାରେ ଗାଡି ଖରାପ ହୋଇଗଲା । ଏହି ମାମଲାର ସୂଚନା କ୍ରୋମପେଟ ପୋଲିସକୁ ମିଳିବା ମାତ୍ରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ…

ଖୁସିଖବର: ବର୍ଷକୁ ୨ ଥର ‘କାଳିଆ ସ୍କଲାରସିପ୍’ ଲାଗି କରିପାରିବେ ଆବେଦନ, ଜାଣନ୍ତୁ ପ୍ରୋସେସ

ଭୁବନେଶ୍ୱର : ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନଙ୍କ ପାଇଁ ଆସିଛି ଖୁସିଖବର । ଏଣିକି ସହଜ ହେବ ‘କାଳିଆ ସ୍କଲାରସିପ୍' ପାଇଁ ଆବେଦନ ପ୍ରକ୍ରିୟା। ଛାତ୍ରଛାତ୍ରୀ ଏଣିକି ନାମଲେଖା ପାଇଁ ଆବେଦନ ସମୟରେ ବୃତ୍ତି…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ରହିଛି 96.4%

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ତରଫରୁ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି । କଟକ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷାମନ୍ତ୍ରୀ…

ବଡ ଧରଣର ଦୁର୍ଘଟଣା: ପିକ୍-ଅପ୍ ଓଲଟି ଜଣେ ମୃତ, ୧୩ ଆହତ

ଖଲ୍ଲିକୋଟ: ବେଗୁନିଆପଡା ତାନା ବଇଡା ରାସ୍ତାରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଏକ ପିକ୍-ଅପ୍ ଓଲଟିଯିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ଜଣ…

ପୁଣିଥରେ ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ: ୩ ବର୍ଷ ପୁରୁଣା ଘଟଣାରେ ଦେଲେ ଏତଲା

କଟକ: ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ୨୦୨୦ ମସିହାର ଏକ ଘଟଣାକୁ ନେଇ ସେ ଥାନାରେ ଏତଲା ଦେଇଛନ୍ତି । ଅନୁଭବଙ୍କୁ ଏତଲାକୁ ଆଧାର କରି ପୁରୀଘାଟ ଥାନା…

ଖାଲି ପଡିଛି ଶିକ୍ଷକ ପଦବୀ: ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗୀୟ ଅତିରିକ୍ତ ଶାସନ ସଚିବ…

‘ମୋ ବାପା ସମସ୍ତଙ୍କ ହୃଦୟରେ ଅଛନ୍ତି, ପଥରରେ ନୁହେଁ’, ଜାଣନ୍ତୁ କାହିଁକି ବିଜୁଙ୍କ ସାମଧି ଭାଙ୍ଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମାସିହାରେ ନିଜର ପିତା ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ପୁରୀ ସ୍ୱର୍ଗଦ୍ୱାର ସ୍ଥିତ ସମାଧିକୁ…

ଅନ୍ୟକୁ ଏହି ଜିନିଷ ଉଧାର ଦେଲେ ଅଟକିଯିବ ଘରର ଉନ୍ନତି: ଦରିଦ୍ରତା ଆଡକୁ ଚାଲିଯିବ ବ୍ୟକ୍ତି

ଲୋକମାନେ ଅତି ସହଜରେ ଜିନିଷକୁ ପରସ୍ପର ସହିତ ବାଣ୍ଟିଦିଅନ୍ତି । ଅନ୍ୟଙ୍କୁ ଜିନିଷ ଉଧାରରେ ଦେଇ ଆପଣ ପ୍ରେମର ଭାବନା ଦେଖାନ୍ତି । କିନ୍ତୁ ଏପରି ଅନେକ କାରଣ ରହିଛି, ଯାହା ଶରୀରର ଶକ୍ତି ଉପରେ ପ୍ରଭାବ ପକାଇପାରେ ।…

୩୫ଟି ପରୀକ୍ଷାରେ ବିଫଳ ହେବା ପରେ ମଧ୍ୟ ହରାଇନଥିଲେ ଆତ୍ମବିଶ୍ୱାସ, ୨୦୧୮ରେ ହେଲେ ଆଇପିଏସ୍, ପରେ IAS ଅଫିସର

ନୂଆଦିଲ୍ଲୀ: ଜୀବନରେ ଗୋଟିଏ କିମ୍ବା ଦୁଇଟି ବିଫଳତା ପାଇବା ମାତ୍ରେ ଲୋକମାନେ ନିଜ ଉପରୁ ଆତ୍ମବିଶ୍ୱାସ ହରାଇ ବସନ୍ତି। ସେମାନଙ୍କର ଭାଗ୍ୟକୁ ଦାୟୀ କରି ସେମାନେ ଅଧିକ ଚେଷ୍ଟା କରିବାକୁ ମନା କରିଦିଅନ୍ତି। କିନ୍ତୁ…

ମାତ୍ର ୩୦ ମିନିଟରେ ଆସିବ ପ୍ରଳୟ! ନାସା ଦେଲା ଚେତାବନୀ, ମଣିଷଙ୍କୁ ମିଳିବନି ଖସିଯିବାର ସୁଯୋଗ

ଦୁନିଆର ଧ୍ୱଂସ ହେବାର ଗୁଜବ ସମୟ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ବେଳେବେଳେ ଆପଣ ଅନେକ ଥର ଉଲକାପିଣ୍ଡ ଧକ୍କା ହେତୁ ପୃଥିବୀ ବୁଡ଼ିଯିବାର ଚେତାବନୀ ଶୁଣିଥିବେ ଏବଂ ବେଳେବେଳେ ଭୟଙ୍କର ସୁନାମିରେ ଧ୍ୱଂସ ହେବାର…