Browsing Category

Featured

ପୁଣି ଏକ ବଡ଼ ଦୁର୍ଘଟଣା: ଘାଟିରୁ ଖସିପଡିଲା କାର, ଦମ୍ପତ୍ତି ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କ୍ରମାଗତ ଭାବେ ସଡ଼କ ଦୁର୍ଘଟଣା ଘଟୁଛି। ଦୁଇ ଦିନ ପୂର୍ବେ ଧର୍ମଶାଳାରେ ଏକ ଟ୍ରକ୍ ଦୁର୍ଘଟଣା ହୋଇଥିଲା। ଏବେ ରାଜ୍ୟର ସିରମୋୖର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ…

SCBରେ ଖୋଲିବ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’: ଏଣିକି ରକ୍ତ ଭଳି ସହଜରେ ହାଡ଼ ମିଳିପାରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଏହି ଲକ୍ଷ୍ୟ ନେଇ କଟକର ଏସସିବିରେ ରାଜ୍ୟର ପ୍ରଥମ ‘ବୋନ୍…

୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏଥର ୫ ଲକ୍ଷ ୪୧ ହଜାର ୨୪୭ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିବା ଜଣାପଡିଛି । ସେମାନେ ପ୍ରାୟ ୩…

ଭାରତରେ କର୍ମଚାରୀଙ୍କ ଛଟେଇ କରିବ ଆମାଜନ, ୫୦୦ କର୍ମଚାରୀ ହରାଇବେ ଚାକିରି

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଚାକିରିର ବହୁତ ଅଭାବ ରହିଛି। ଏହା ବ୍ୟତୀତ, ଅନ୍ୟପକ୍ଷରେ, ଏଠାରେ ଥିବା କମ୍ପାନୀମାନେ ଲୋକଙ୍କୁ ଗୁଳି ଚଳାଉଛନ୍ତି। ଭେଟେରାନ ଇ-କମର୍ସ କମ୍ପାନୀ ଆମାଜନ ଭାରତରେ କାର୍ଯ୍ୟ କରୁଥିବା…

ରୋଜଗାର ମେଳା ୨୦୨୩: ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ PM Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶଣ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ରେଜଗାର ମେଳା ମାଧ୍ୟମରେ ସମସ୍ତଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଛି…

୧୨ ପ୍ରତିଶତରୁ ଅଧିକ ସୁଧ ମିଳୁଛି: କେଉଁଠି ନିବେଶ କରିବେ, ଦେଖନ୍ତୁ ୧୨ଟି SIP ଲିଷ୍ଟ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ନିବେଶରେ, କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି । ତେବେ ଆପଣମାନେ ଯଦି ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ ଆସିଛି ।…

କେନ୍ଦ୍ର ସରକାରଙ୍କ ନିଯୁକ୍ତି: ୧୬୦୦ରୁ ଅଧିକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ୧୬୦୦ରୁ ଅଧିକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ କନଷ୍ଟେବଳ, ସବ-ଇନ୍ସପେକ୍ଟର, ହେଡ-କନଷ୍ଟେବଳ,…

ଡାକ୍ତରଙ୍କ ପାଖକୁ ଯିବା ପାଇଁ ପିଲା ଡରୁଛନ୍ତି କି? ଆପଣାନ୍ତୁ ଏହି ୫ଟି ଟିପ୍ସ

ସାଧାରଣତଃ ପିଲାମାନେ ଡାକ୍ତରଙ୍କ ପାଖକୁ ତ ଦୂର କଥା, ସେମାନେ ନାମ ଏବଂ ଡାକ୍ତରଖାନା କଥା ଶୁଣିଲେ ଭୟଭୀତ ହୋଇଯାଆନ୍ତି। ତେବେ କଣ କଲେ ସେମାନେ ଡାକ୍ତରଙ୍କ ପାଖକୁ ଯିବା ପାଇଁ ଡରିବେନି ଆସନ୍ତୁ ଜାଣିବା। ନିୟମିତ…

ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ସାରୁ: ହାର୍ଟ ରୋଗକୁ କରିବ ଦୂର

ସାରୁ ପରିବା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଇଂଲିଶ୍‌ରେ ଏହାକୁ ଟାରୋ ରୁଟ୍ କୁହାଯାଏ। ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହି ପାରିବେ। ଏଥିରେ ଫାଇବର ଏବଂ ରେଜିଷ୍ଟାଣ୍ଟ…

ରାଶିଫଳ(ମଙ୍ଗଳବାର,୧୬ ମେ,୨୦୨୩)

ମେଷ - ଶତୃମାନେ ମୁଣ୍ଡ ନୂଆଇଁବେ, ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ, ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ । ଯାହାର ବେଶି ଉପକାର…