Browsing Category
Featured
HDFC ପରେ ଏହି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲେ ଆରବିଆଇ: ଆପଣଙ୍କର ଅଛି କି ଆକାଉଣ୍ଟ?
ନୂଆଦିଲ୍ଲୀ: ନିୟମ ପାଳନରେ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏଚଡିଏଫସି ଲିମିଟେଡ ଉପରେ ଜରିମାନା ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାପରେ ବର୍ତ୍ତମାନ କେନ୍ଦ୍ରର ଆଉ ଏକ ବଡ ବ୍ୟାଙ୍କ ଉପରେ ମଧ୍ୟ ଜରିମାନା…
ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ: ବିଶ୍ୱର ୫୦ଟି ଶ୍ରେଷ୍ଠ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ମୟୂରଭଞ୍ଜ ଜିଲ୍ଲା । ଅନ୍ତର୍ଜାତୀୟ ଟାଇମ୍ ମାଗାଜିନରେ ଶ୍ରେଷ୍ଠ ସ୍ଥାନ- ୨୦୨୩ ତାଲିକାରେ ମୟୂରଭଞ୍ଜକୁ ସ୍ଥାନ ମିଳିଛି । ବିଶ୍ୱର ୫୦ଟି ପ୍ରାକୃତିକ ପରିବେଶ…
ଆଶ୍ଚର୍ଯ୍ୟଜନକ ଲାଭ! ୧୦,୦୦୦ ନିବେଶ କରି ହେଲେ କୋଟିପତି, ଜାଣନ୍ତୁ କେଉଁ କମ୍ପାନୀ
ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟରେ ନିବେଶକମାନଙ୍କୁ ସର୍ବଦା ଭଲ ଷ୍ଟକ୍ ଉପରେ ବାଜି ଲଗାଇବାକୁ ଏବଂ ରିଟର୍ଣ୍ଣକୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଏ । ଗୁଜୁରାଟର ସିନ୍ଥେଟିକ୍ ଉତ୍ପାଦନକାରୀ କମ୍ପାନୀ ରଜନୀ ଆଡେସିଭ୍…
ବିଶ୍ୱର ସବୁଠୁ ଖୁସି ଦେଶ ହେଉଛି ଫିନଲାଣ୍ଡ: କେତେ ନମ୍ବରରେ ରହିଛି ଭାରତ?
ନୂଆଦିଲ୍ଲୀ: ସାରା ବିଶ୍ୱରେ ସମସ୍ତ ଦେଶକୁ ନେଇ ହୋଇଥିବା ବାର୍ଷିକ ବିଶ୍ୱ ଖୁସି ସର୍ଭେ । ଏହି ତାଲିକାର ଶୀର୍ଷ ସ୍ତାନ ପୁଣି ଥରେ ଫିନଲାଣ୍ଡ ଅଧିକାର କରିଛି । ତେବେ ଲଗାତାର ଭାବେ ଷଷ୍ଠ ଥର ପାଇଁ ଏହି ସ୍ଥାନରେ କବଜା…
ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହୋଇ ପାରିବ! ମରିବା ପରର ୬ ମିନିଟ୍ ଗୁରୁତ୍ୱପୂର୍ଣ୍ଣ, ଆମେରିକା ଡାକ୍ତରଙ୍କ ବଡ଼ ଖୁଲାସା
ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ସୃଷ୍ଟି । ବୃକ୍ଷଲକ୍ଷତା, ପଶୁପକ୍ଷୀ, ସରିସୃପଙ୍କ ଅପେକ୍ଷା ମଣିଷକୁ ସବୁଠାରୁ ଶ୍ରେଷ୍ଠ ଜୀବ ଭାବେ ଗ୍ରହଣ କରାଯାଇଥାଏ । ମୃତ୍ୟୁ ପରେ ମଣିଷ ଦୁନିଆରୁ ମୁକ୍ତ ହୋଇ…
ପୁଣି ଆସିଲା ଛଟେଇ ଝଡ଼: ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଛଟେଇ ସିଜିନ୍ ଚାଲିଛି । ବିଶ୍ୱର ବହୁ ବଡ଼ ବଡ଼ ଟେକ୍ କମ୍ପାନୀମାନେ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରୁଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ବହୁରାଷ୍ଟ୍ରୀୟ…
ମୟୁରଭଞ୍ଜରେ ବନ୍ଦ ଡାକରା: ପିକେଟିଂ ସହ ଜାତୀୟ ରାଜପଥରେ ଅବରୋଧ
ବାରିପଦା: ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । କୁଡୁମୀ ସମ୍ପଦାୟ ଏବଂ ଏସଟି ତାଲିକାକୁ ନେଇ…
ରାଶିଫଳ(ମଙ୍ଗଳବାର,୨୧ ମାର୍ଚ୍ଚ,୨୦୨୩)
ମେଷ - ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ ଠାକୁରଙ୍କୁ ଘୃତଦ୍ବୀପ ଦେଇ ମନରକଥା ଜଣାନ୍ତୁ କଲ୍ୟାଣ…
କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡରେ ଚାକିରି ସୁଯୋଗ: ଏପ୍ରିଲରେ ହେବ ପରୀକ୍ଷା
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି) ପକ୍ଷରୁ ଅନେକ ପଦ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ସବଜେକ୍ଟ ମ୍ୟାଟର ସ୍ପେଶାଲିଷ୍ଟ ଓ ସିନିୟର…
ଅଖ କାଠ ଆସିବା ହେଲା ବିଳମ୍ବ: ଠିକ ସମୟରେ ଶେଷ ହେବ ତ ରୁକୁଣା ରଥ କାମ?
ଭୁବନେଶ୍ୱର: ସାରା ରାଜ୍ୟର ଡ୍ରାଇଭର ମହାସଂଘ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଏବେ ପଡିଛି ବାବା ଲିଙ୍ଗରାଜଙ୍କ ରୁକୁଣା ଯାତ ଉପରେ । ବନ୍ଦ ଆନ୍ଦୋଳନ ଯୋଗୁଁ ମହାପ୍ରଭୁଙ୍କ ଅଖ କାଠ ପହଞ୍ଚିବାରେ ବିଳମ୍ବ…