Browsing Category

Featured

Video: ଘର ବଞ୍ଚାଇବାକୁ ବୁଲଡୋଜର ଆଗରେ ଦମ୍ପତି, ନାଟକୀୟ ଢଙ୍ଗରେ ଉଦ୍ଧାର କଲା ପୋଲିସ

ବାଙ୍ଗଲୋର: ଘର ଭାଙ୍ଗିବାକୁ ଅଟକାଇବା ପାଇଁ ବୁଲଡୋଜର ଆଗରେ ଛିଡ଼ା ହେଲେ ଦମ୍ପତ୍ତି। ଘର ଭାଙ୍ଗିଲେ ଆତ୍ମହୁତି ଦେବାକୁ ଦେଲେ ଧମକ। ଡ୍ରେନେଜକୁ ଅବୈଧ ଭାବରେ କବଜା କରି କରାଯାଇଥିବା ନିର୍ମାଣକୁ ହଟାଇବା ପାଇଁ ଯେତେବେଳେ…

(Video) Take-Off ବେଳେ ବିମାନରୁ ଖସିଗଲା ଚକ: ସବୁଆଡେ ଧୂଆ ଆଉ ଧୂଆଁ, ଆଉ ତାପରେ…

ନୂଆଦିଲ୍ଲୀ: ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ସାମନାକୁ ଆସିଛି । କିନ୍ତୁ ଏବେ ଏମିତି ଏକ ଘଟଣାର ଭିଜୁଆଲ ଆସିଛି ଯାହା ହୁଏତ ଆଗରୁ କେବେ ଦେଖା ଯାଇନଥିବ । ଗୋଟିଏ ବିମାନ ଟେକ-ଅଫ କରିବା ସମୟରେ ହିଁ ତା ସହ…

WHOର ଚେତାବନୀ ପରେ କଫ୍ ସିରପ୍ ଉତ୍ପାଦନ ଉପରେ କଟକଣା: ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ୍ ସିରପ୍ ଉତ୍ପାଦନ ଉପରେ ହରିୟାଣା ସରକାର କଟକଣା ଲଗାଇଛନ୍ତି । ଏହି କମ୍ପାନୀର କଫ୍ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରି ହୋଇଥିବା ଆଲର୍ଟ ପରେ…

ସମୁଦ୍ରରେ ଥିବା ମୃତ ଜୀବଙ୍କ ଯୋଗୁଁ ଆସିବ ସବୁଠାରୁ ବଡ଼ ଭୂକମ୍ପ ! ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ବଡ଼ ଖୁଲାସା ହୋଇଛି କି ଲକ୍ଷ ଲକ୍ଷ ବର୍ଷ ପୁରୁଣା ଛୋଟ ଜୀବ, ହିକୁରଙ୍ଗି ସବଡୁକେସନ ଜୋନରେ ପରବର୍ତ୍ତୀ ଭୟଙ୍କର ଭୂକମ୍ପର କାରଣ ହୋଇପାରେ । ନ୍ୟୁଜଲ୍ୟାଣ୍ଡର ସବୁଠାରୁ ବଡ଼…

ଆଧାର କାର୍ଡ ୧୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି କି? ଏମିତି ନ କଲେ ଭୋଗିବେ ପରିଣାମ…

ନୂଆଦିଲ୍ଲୀ: ଆଧାର କାର୍ଡ ଏବଂ ଏହାର ନିୟମକୁ ନେଇ ଏବେ ଆସିଛି ଆଉ ଏକ ବଡ ଖବର । ଦେଶରେ ଏବେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିର ପ୍ରଥମ ପରିଚୟ ପାଲଟିଛି । ସମସ୍ତ ସରକାରୀ କାମ ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଛି ।…

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି: ମିଳିବ ୭୮ ଦିନର ବୋନସ୍, କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ । କର୍ମଚାରୀଙ୍କୁ ଏହି ବୋନସ୍ ଦେବାକୁ…

LPG କ୍ଷତି ଭରଣା ପାଇଁ ତୈଳ କମ୍ପାନୀଙ୍କୁ ୨୨ ହଜାର କୋଟି ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଲପିଜି ଦର ନବଢିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ। କ୍ଷତି ଭରଣା କରିବାକୁ ତୈଳ କମ୍ପାନୀଙ୍କୁ ୨୨ ହଜାର କୋଟି ଟଙ୍କା ଦେବେ ସରକାର। ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ତୈଳ କମ୍ପାନୀ…

ବୁମରାହଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଯିବେ ୩ ବୋଲର: ବିକଳ୍ପ ଉପରେ ବିସିସିଆଇ ଅଧିକାରୀଙ୍କ ସଂକେତ

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ ପାଇଁ ବୁମରାହଙ୍କ ବିକଳ୍ପ ବାଛିଛି ବିସିସିଆଇ । ବୁମରାହଙ୍କ ସ୍ଥାନରେ ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ ୩ ଜଣ ପେସର । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ ଜଣେ ଅଧିକାରୀ ସଂକେତ ଦେଇଛନ୍ତି ।…

ଧାମନଗର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ବାଛିଲା ଦଳ ?

ଧାମନଗର: ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ପ୍ରାର୍ଥୀ…

ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସପା ନେତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ଦିବଙ୍ଗତ ନେତା ମୁଲୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଦାବି ଉଠିଛି। ସମାଜବାଦୀ ପାର୍ଟିର ମୁଖପାତ୍ର ଆଇପି ସିଂହ…