Browsing Category
Featured
ବଦଳିବ ଗୋପର ଚିତ୍ର, ଖୁବ୍ଶୀଘ୍ର ପେଟ୍ରୋଲ, ଗ୍ୟାସ୍ ବାହାରିବା ପାଇଁ ଆରମ୍ଭ ହେବ ପ୍ରକିୟା, ଚାଲିଛି ଜମି ଅଧିଗ୍ରହଣ
ଗୋପ, (ଭାସ୍କର ନ୍ୟୁଜ୍) : ବୁଧବାର ମଧ୍ୟାହ୍ନରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ କମ୍ପାନୀର ମୁଖ୍ୟ ବି.ଏନ୍ ସାହୁ ଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଗୋପ ବ୍ଲକ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଗୋପ ବ୍ଲକ୍ର…
ତୃତୀୟ ମହିଳା ଦିନିକିଆରେ ୩୯ ରନ୍ରେ ଶ୍ରୀଲଙ୍କା ପରାସ୍ତ ,୩-୦ରେ କ୍ଳିନ୍ ସୁଇପ୍ କରି ସିରିଜ କବଜା କଲା ଟିମ୍ ଇଣ୍ଡିଆ
ପାଲେକାଲେ (ଶ୍ରୀଲଙ୍କା): ଅଧିନାୟିକା ହରମନପ୍ରୀତ କୌର ,ପୂଜା ବସ୍ତ୍ରକାର ଓ ଶେଫାଳୀ ବର୍ମାଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ସଫଳତାକୁ ଆଧାର କରି ଭାରତ ଏଠାରେ ଗୁରୁବାର ଅନୁଷ୍ଠିତ ଚଳିତ ମହିଳା ଦିନିକିଆ…
ସରକାରଙ୍କ ନିର୍ଦ୍ଦେଶ ପରେ ଶସ୍ତା ହୋଇଗଲା ତେଲ ଦର, ଜାଣନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ବଢ଼ୁଥିବା ଦରଦାମକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଦିଲ୍ଲୀ-ଏନସିଆରରେ ଦୁଗ୍ଧର ଅନ୍ୟତମ ଯୋଗାଣକାରୀ ମଦର ଡେରି ସୋୟାବିନ୍ ଏବଂ ଧାରା ଚାଉଳ ବ୍ରାନ ତେଲର ଦାମ୍ ଲିଟର ପିଛା…
ରାଶିଫଳ(ଶୁକ୍ରବାର,୦୮ ଜୁଲାଇ,୨୦୨୨)
ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ,…
ଅଡ଼ସପୁର ଅଞ୍ଚଳରେ ବ୍ୟାପିଲା ସଂକ୍ରମିଣ, ବାହାରିଲେ ୩୫ ଜଣ କୋଭିଡ୍ ପଜିଟିଭ
କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍) : କଣ୍ଟାପଡା ବ୍ଲକ ଅଧିନ ଅଡସପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ବ୍ୟାପକ ମାତ୍ରାରରେ କୋଭିଡ୍ ବ୍ୟାପୁଥିବା ବେଳେ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଥିବା ଏକ କଲେଜରେ ଗତ ୪…
କୋଲେଷ୍ଟ୍ରଲ୍ ବୃଦ୍ଧି ହୃଦ୍ଘାତର କାରଣ : ଆଶଙ୍କା ଏଡାଇବା ପାଇଁ କରନ୍ତୁ ଦୁଇଟି ସହଜ କଥା ଅନୁସରଣ, ଜାଣନ୍ତୁ କ’ଣ….
ଭୁବନେଶ୍ବର: ବର୍ତ୍ତମାନ ହୃଦଘାତ ଅତ୍ୟନ୍ତ ସ୍ୱାଭାବିକ ହୋଇଯାଇଛି । ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଇବା ମାତ୍ରେ ଷ୍ଟ୍ରୋକ୍ ଏବଂ ହୃଦଘାତର ଆଶଙ୍କା ବଢିଯାଏ । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ କିଛି ଲୋକ…
ଦଶମ ରେଜଲ୍ଟ ଦେଖିବା ଆଗକରୁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନାବାଳିକା, ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି
ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ରାଣୀ ସାହିର କାଳିଆ ଜେନାଙ୍କ ନାବାଳିକା ଝିଅ କଳ୍ପନା ଜେନା ନିଜ ଶୋଇବା କୋଠରୀରେ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ…
ଜନ୍ମବେଦୀରେ ନୀଳାଦ୍ରନାଥଙ୍କ ସରିଆସୁଛି ଲୀଳାଖେଳା, କାଲି ବାହୁଡ଼ିବେ ମହାବାହୁ : ଆଜି ସନ୍ଧ୍ୟା ଦର୍ଶନ, ଅପରାହ୍ଣ ୪ଟାରୁ ଦର୍ଶନ ବନ୍ଦ
ପୁରୀ, (ଭାସ୍କର ନ୍ୟୁଜ୍) : ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରିସରି ଆସୁଛି । ଆଉ ମାତ୍ର ଗୋଟିଏ ଦିନ ପରେ ବାହୁଡ଼ିବେ ମହାବାହୁ । ଏଥିପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ…
ରାଷ୍ଟ୍ରପତି ନିର୍ବାଚନ: ଆଜି ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଏନ୍ଡିଏ ଓ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ…
ଆସୁଛି ଦୁଇଟି ଲଘୁଚାପ: ଆଜି-କାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏହାସହ ମୌସୁମୀ ଟ୍ରାପ୍ ଲାଇନ୍ ପ୍ରଭାବରେ ମଧ୍ୟ…