Browsing Category

Featured

ମହାକାଶରୁ ଦେଖିବାକୁ ମିଳିଲା ସୂର୍ଯ୍ୟପରାଗର ବିରଳ ଦୃଶ୍ୟ, ୩ ମାସ ପରେ ପୃଥିବୀରେ ହେବ ଦୃଶ୍ୟମାନ

ନୂଆଦିଲ୍ଲୀ: ମହାକାଶରୁ ଦେଖିବାକୁ ମିଳିଲା ସୂର୍ଯ୍ୟପରାଗର ବିରଳ ଦୃଶ୍ୟ। ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ନାସା) ନିକଟରେ କିଛି ଏମିତି ଉପକରଣ ରହିଛି ଯାହା ଜରିଆରେ ସୂର୍ଯ୍ୟକୁ ସିଧାସଳଖ ଦେଖାଯାଇ ପାରିବ।…

ଆଇପିଏଲ ବିବାଦ ଉପରେ ପ୍ରଥମ ଥର ମୁହଁ ଖୋଲିଲେ ଜାଡେଜା, କହିଲେ- ଯାହା ଘଟିବା କଥା ଘଟି ସାରିଛି…

ନୂଆଦିଲ୍ଲୀ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଭାରତ ମଜବୁତ ସ୍ଥିତିରେ ରହିଛି। ଭାରତର ପ୍ରଥମ ଇନିଂସରେ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ଶତକ ଅର୍ଜନ କରିଛନ୍ତି। ଉଭୟଙ୍କ ବ୍ୟାଟିଂ ଦମରେ ଭାରତ ୪୦୦ରୁ…

କଞ୍ଚା ହଳଦୀ ଖାଇଲେ ଦୂରେଇଯିବା ଏହି ୫ ଟି ରୋଗ, ଆଜି ହିଁ ଖାଇବାରେ ସାମିଲ କରନ୍ତୁ

ଭାରତର ଲୋକମାନେ ଖାଇବାଠାରୁ ଆରମ୍ଭକରି ବିଭନ୍ନ କାର୍ଯ୍ୟରେ ହଳଦୀ ବ୍ୟବହାର କରନ୍ତି ଏବଂ ପ୍ରଚୁର ପରିମାଣରେ ଖାଇଥାନ୍ତି ମଧ୍ୟ। କିନ୍ତୁ ଆପଣ ଜାଣନ୍ତି କି କଞ୍ଚା ହଳଦୀ ଶୁଖିଲା ପାଉଡର ହଳଦୀ ଅପେକ୍ଷା ଅନେକ ଗୁଣ ଅଧିକ…

ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଦରକାର ନାହିଁ କାହାରି ସମର୍ଥନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ସହଯୋଗୀ ଦଳଗୁଡିକର ସମର୍ଥନ ଆବଶ୍ୟକତା ପଡିଛି। ହେଲେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ କାହାରି ସମର୍ଥନର ଆବଶ୍ୟକତା ନାହିଁ। ନିଜ…

ଇଂଲଣ୍ଡ ଟେଷ୍ଟ ମଝିରେ ଟିମ ଇଣ୍ଡିଆକୁ ଗୁଡ ନ୍ୟୁଜ: ଆଇସୋଲେସନରୁ ବାହାରି ପାରନ୍ତି କ୍ୟାପଟେନ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଜାରି ରହିଥିବା ବେଳେ ଭାରତକୁ ମିଳିଛି ଏକ ବଡ ଖୁସି ଖବର । ଅଧିନାୟକ ରୋହିତ ଶର୍ମାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତେଣୁ ସେ ଆଜି ଆଇସୋଲେସନରୁ ବାହାରି ପାରନ୍ତି ବୋଲି…

ବିବାହ ପରେ ମହିଳାମାନେ ଗୁଗୁଲରେ ଏହି ବିଷୟରେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଗତ ଦିନମାନଙ୍କରେ ଆମେ ଦେଖିଆସିଛନ୍ତି ଯେ ଗୁଗୁଲ ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ୍ ଅଟେ। ଲୋକମାନେ ବିଶ୍ୱାସ କରନ୍ତି ଯେ ବିଶ୍ୱର ପ୍ରତ୍ୟେକ ପ୍ରଶ୍ନର ଗୁଗୁଲ ପାଖରେ ଅଛି। ଜଣେ ବଡ ବ୍ୟକ୍ତିତ୍ୱ କିମ୍ବା ସାଧାରଣ…

ପ୍ରଥମ ଲଢେଇରେ ଏକନାଥ ସିନ୍ଦେଙ୍କ ବଡ଼ ବିଜୟ, ବିଜେପି ପ୍ରାର୍ଥୀ ରାହୁଲ ନାର୍ବେକର୍ ବାଚସ୍ପତି ନିର୍ବାଚିତ

ମୁମ୍ବାଇ(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ବିଧାନସଭାରେ ପ୍ରଥମ ଅଗ୍ନିପରୀକ୍ଷା ପାର କରି ଯାଇଛନ୍ତି ଏକନାଥ ସିନ୍ଦେ । ବିଧାନସଭାର ଦୁଇ ଦିବସୀୟ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ବିଧାନସଭା ବାଚସ୍ପତି…

ମହାରାଷ୍ଟ୍ର ବିଧାନସଭାରେ ସଂଗ୍ରାମ, ଏକନାଥ ସିନ୍ଦେ ଗୋଷ୍ଠୀ ସିଲ୍ କଲେ ଶିବସେନାର କାର୍ଯ୍ୟାଳୟ

ମୁମ୍ଵାଇ: ମହାରାଷ୍ଟ୍ର ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା…

ବିନା DLରେ ଗାଡି ଚଳାଇବା ହେଲା ସହଜ, ପୋଲିସ ବି କହିବନି କିଛି: ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଜିବି ଏମିତି ଅନେକ ଗାଡି ଚାଳକ ରହିଛନ୍ତି ଯେଉଁମାନଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ । ତେବେ ବିନା DLରେ ଗାଡି ଚଳାଇବା ଏକ ଅପରାଧ ହୋଇଥାଏ । ଏଥିପାଇଁ ଜରିମାନା ସାଙ୍ଗକୁ ଆପଣଙ୍କୁ ଜେଲ ମଧ୍ୟ…

ଲସ୍କରର ଦୁଇ ଆତଙ୍କବାଦୀଙ୍କୁ ଘେରିଲେ ଗ୍ରାମବାସୀ: ଭୟଙ୍କର ହତିଆର ବି ଜବତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାରେ ଭୟଙ୍କର ହତିଆର ସହିତ ଲସ୍କର-ଇ-ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଗ୍ରାମବାସୀମାନେ ଏମାନଙ୍କୁ ଧରିବା ପରେ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି…