Browsing Category

Featured

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଗୁଳିକରି ହତ୍ୟା, ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ହଟାଇଥିଲେ ତାଙ୍କର ସୁରକ୍ଷା

ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ରାଜ୍ୟର ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ନେଇଥିଲେ । ଉକ୍ତ ଭିଆଇପିଙ୍କ ମଧ୍ୟରେ ରହିଥିଲେ ରାଜ୍ୟର ଜଣେ ବିଶିଷ୍ଟ ଗାୟକ ସିଦ୍ଧୁ ମୁସେୱାଲା । ଆଜି ମୁସେୱାଲାଙ୍କୁ…

ଆଇପିଏଲ ଫାଇନାଲ: ମୋବାଇଲରେ ମାଗଣାରେ ଏମିତିରେ ଦେଖିପାରିବେ ମୁକାବିଲା

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ୨୦୨୨ର ଫାଇନାଲ ଆଜି ଖେଳାଯିବ । ରାଜସ୍ଥାନ ଆଇପିଏଲର ପୁଣିଥିରେ ଟାଇଟଲ ନିଜ ନାଁରେ କରିବାକୁ ଚେଷ୍ଟା କରିବ ଯେତେବେଳେକି ଗୁଜରାଟ ଟାଇଟନ୍ସ ପ୍ରଥମ…

ହାଟରୁ ଗୁପଚୁପ୍ ଖାଇବା ହେଲା କାଳ: ୧୫୦ ଲୋକଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗତକାଲି ଓଡ଼ିଶାର କଟକ ଜିଲ୍ଲାରେ କିଛି ଗୁପଚୁପ ବ୍ୟବସାୟୀଙ୍କ ଘରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ବେପାରୀମାନେ ଖରାପ ଜିନିଷ ବ୍ୟବହାର କରିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତ…

‘ମୋଦୀ ମାନିନଥିଲେ ଟ୍ରମ୍ପଙ୍କ ପତ୍ନୀଙ୍କ କଥା’, କୁରୁକ୍ଷେତ୍ରରେ ରାଲିଲେ ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ଗୁରୁକ୍ଷେତ୍ରରେ ଏକ ରାଲିକୁ ସମ୍ବୋଧିତ କରିବା ସହ କେଜ୍ରିୱାଲ ବିଜେପି ଉପରେ ବଷିଛନ୍ତି । ସେ କହିଛନ୍ତି ଯେ ତ୍ରେତାଯୁଗରେ ରାମଚନ୍ଦ୍ର ରାବଣର…

ମିଳିଲା ନେପାଳ ବିମାନର ଭଗ୍ନାବଶେଷ: ନିଖୋଜ ୪ ଯାତ୍ରୀ ଓଡ଼ିଶାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନେପାଳର ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ମୋଟ ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ନେପାଳର ପୋଖରାରୁ ଜୋମସୋମ୍ ଅଭିମୁଖେ ଯାଉଥିଲା । ତେବେ ବିମାନରେ ୪ ଜଣ…

ନେପାଳ ବିମାନ କ୍ରାସରେ ନିଖୋଜ ୪ ଭାରତୀୟଙ୍କ ମିଳିଲା ପରିଚୟ

ନୂଆଦିଲ୍ଲୀ: ନେପାଳରେ ହୋଇଥିବା ବିମାନ କ୍ରାସ ଘଟଣାରେ ୨୨ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ନେଇ ସୂଚନା ମିଳିଥିଲା । ଏବେ ଏହି ୪ ଜଣଙ୍କ ପରିଚୟ ମଧ୍ୟ ଜଣାପଡିଛି । ଗୋଟିଏ…

ସ୍ମାର୍ଟଫୋନରେ ଜଣାପଡ଼ିବ କ୍ୟାନ୍ସର? ୧୫ ସେକେଣ୍ଡରେ ହେବ ୫୦ ଚର୍ମରୋଗର ଚିହ୍ନଟ

ନୂଆଦିଲ୍ଲୀ: କ୍ୟାନ୍ସର ଏଭଳି ଏକ ରୋଗ ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏହି ମାରାତ୍ମକ ରୋଗରେ ଶରୀରର କୋଶିକାଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ ଏବଂ ପରେ ଧୀରେ ଧୀରେ ଶୀରର ଅଙ୍ଗ କାମ କରିବା ବନ୍ଦ କରିଥାଏ । ଯଦି…

ଗ୍ରେନେଡ ଏବଂ ବମ ଧରି ପାକିସ୍ତାନୀ ଡ୍ରୋନର ଉଡାଣ ବେଳେ ପୋଲିସର ଆଟାକ

ନୂଆଦିଲ୍ଲୀ: ଫେଲ ମାରିଛି ପାକିସ୍ତାନର ଷଡଯନ୍ତ୍ର । ସୀମା ପାର କରି ଭାରତରେ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଆଖିରେ ଧୂଳି ଦେବାରେ ଅସଫଳ ହୋଇଛି । ଭାରତୀୟ ସୀମା ଭିତରକୁ ପଶିବାର କିଛି ସମୟ ମଧ୍ୟରେ ଏକ…

ଶିଶୁ ପେଟରେ ବଢ଼ୁଥିଲା ଆଉ ଏକ ଶିଶୁ, ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ଜନ୍ମ ହୋଇଥିବା ଶିଶୁର ପେଟ ଭିତରେ ବଢୁଛି ଅନ୍ୟ ଏକ ଶିଶୁ । ଘଟଣାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ବିହାରର ମୋତିହାରୀ ଠାରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟ ଘଟଣା । ୪୦ ଦିନର ଶିଶୁର ପେଟରେ ବଢୁଥିବା ଶିଶୁକୁ…

ଚାର ଧାମ ଯାତ୍ରା ସାଜିଲା ଶେଷ ଯାତ୍ରା: ବର୍ତ୍ତମାନ ସୁଦ୍ଧା ୮୬ ଯାତ୍ରୀଙ୍କ ଗଲାଣି ଜୀବନ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଚାର ଧାମ ଯାତ୍ରା ଆରମ୍ଭ ହେବାର ଏକ ମାସ ପୂରି ନାହିଁ । ତେବେ ଏହି କମ୍ ସମୟ ମଧ୍ୟରେ ଅତି କମରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୪୪ ଜଣ କେଦାରନାଥ ଯାତ୍ରା…