Browsing Category
Featured
ସରକାରୀ କ୍ୱାର୍ଟର୍ସରେ ଝୁଲୁଛି କନେଷ୍ଟବଳଙ୍କ ମୃତଦେହ: ରହସ୍ୟ ଭିତରେ ମୃତ୍ୟୁର କାରଣ
ବାଲେଶ୍ୱର: ସରକାରୀ କ୍ୱାର୍ଟର୍ସରେ ଝୁଲୁଛି ସରକାରୀ ବାବୁଙ୍କ ମୃତ ଶରୀର । ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟର କନେଷ୍ଟବଳ କରୁଣାକର ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା…
ନଷ୍ଟ ହେବନି ଆଖି: ମତ୍ୟୁର ୫ ଘଣ୍ଟା ପରେ ବି ହୋଇପାରିବ ଜୀବନ୍ତ
ନୂଆଦିଲ୍ଲୀ: ମଣିଷର ମୃତ୍ୟୁ ପରେ ଶରୀରର ଅଙ୍ଗ ଦାନ କରାଯାଏ । ଏହାଦ୍ୱାରା କାହାର ଜୀବନ ମଧ୍ୟ ବଞ୍ଚିଯାଏ । ଚକ୍ଷୁଦାନ ଏଥିମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିପାଇଁ ତ' କୁହାଯାଏ ଚକ୍ଷୁଦାନ ମହାଦାନ ।…
ଆଜି ପ୍ଲେଅଫକୁ ଯାଇ ପାରିବ କି ସୁପର ଜିଆଣ୍ଟସ?: ରାଜସ୍ଥାନ ଦେଲା ୧୭୯ ରନର ବିଶାଳ ଲକ୍ଷ୍ୟ
ମୁମ୍ବାଇ: IPL ୨୦୨୨ର ପ୍ଲେଅଫରେ ପହଞ୍ଚିବା ପାଇଁ ମାତ୍ର ୧୭୯ ରନ ପଛରେ ରହିଛି ଲକ୍ଷ୍ନୌ । ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୧୭୮ ରନ ସଂଗ୍ରହ କରିଛି । ଦଳର ଦମଦାର ପ୍ରଦର୍ଶନ ଫଳରେ ଏକ…
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼, ଦରଦାମ୍ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିରୋଧ
ପୁରୀ ଆସିଥିବା କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼ କରିଛି ଛାତ୍ର କଂଗ୍ରେସ । ଦେଶରେ ନିରନ୍ତର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ସଞ୍ଜୀବ…
ଭାରତର ଘରେ ଘରେ ପହଞ୍ଚିବାକୁ ମୁକେଶ ଅମ୍ବାନୀଙ୍କ ଯୋଜନା, ୩୦ ଲୋକାଲ ବ୍ରାଣ୍ଡ କିଣିବାକୁ ପ୍ଲାନିଙ୍ଗ କରୁଛି ରିଲାଏନ୍ସ
ମୁମ୍ବାଇ: କୋଟିପତି ମୁକେଶ ଅମ୍ବାନୀ ଆଗାମୀ କିଛି ଦିନ ମଧ୍ୟରେ ଭାରତର ସମସ୍ତ ଘରେ ପହଞ୍ଚିବେ । ଏଥିପାଇଁ ସେ ଏକ ବଡ଼ ଯୋଜନା କରିଛନ୍ତି । ବର୍ତ୍ତମାନ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ଼ ରିଟେଲ କମ୍ପାନୀ । ତେବେ ସୂଚନା…
କାଶ୍ମୀର ପଣ୍ଡିତଙ୍କ ବିରୋଧରେ ଲାଠିଚାର୍ଜ ଘଟଣା: ଯାଞ୍ଚ କରିବା ପାଇଁ SIT ଜାରି କଲେ ସରକାର
ଶ୍ରୀନଗର: କାଶ୍ମୀର ପଣ୍ଡିତଙ୍କ ବିରୋଧରେ ପୋଲିସର ଦବଙ୍ଗଗିରି ଉପରେ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ଜମ୍ମୁ କାଶ୍ମୀର ସରକାର । ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ଉପରେ…
ଜ୍ଞାନବ୍ୟାପୀ ମସଜିଦରେ ସର୍ଭେରୁ ମିଳିଛି ଏହି ସଙ୍କେତ, ହିନ୍ଦୁ ପକ୍ଷ କହିଲେ ମଜବୁତ ହୋଇଛି ଆମର ଦାବି
ଜ୍ଞାନବ୍ୟାପୀ ମସଜିଦ ପରିସରରେ ରବିବାର ଦ୍ୱିତୀୟ ଦିନରେ ସର୍ଭେ ହୋଇଥିଲା । ସୂଚନା ଅନୂଯାୟୀ ଗୁପ୍ତ କୋଠରୀ ପରେ ଏବେ ମସଜିଦର ଉପର ଢ଼ାଞ୍ଚାର ଭିଡିଓ ଗ୍ରାଫୀ ଏବଂ ଫଟୋଗ୍ରାଫୀ କରାଯାଇଛି । ସେପଟେ ପୂର୍ବରୁ ଶନିବାର…
ବଟି ନଦେବାର ଭୟଙ୍କର ପରିଣାମ, ରାସ୍ତାରେ ଅଟକାଇ ଗୁଳି ମାରିଲେ ଦୁର୍ବୁତ୍ତ
ବଟି ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଗୁଳିମାଡ଼ । ବଟି ନଦେବାରୁ ରାସ୍ତାରେ ଅଟକାଇ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି ୫/୬ ଦୁର୍ବୁତ୍ତ । ଏଭଳି ଅଭାବନିୟ ଘଟଣା ଘଟିଛି ଟିକିରି ଥାନା କାଳିଆପଡ଼ା ଅଞ୍ଚଳରେ । ଡ୍ରାଇଭରଙ୍କୁ…
୭ ୱିକେଟରେ ଚେନ୍ନାଇକୁ ମାତ ଦେଲା ଗୁଜୁରାଟ: ୨୦୨୨ ସିଜନରେ ହାସଲ କଲା ଦଶମ ବିଜୟ
ମୁମ୍ବାଇ: ଗତ ସିଜନର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଏହି ବିଜୟ ସହ ଦଳ ଚଳିତ ସିଜନର ଦଶମ ବିଜୟ ହାସଲ କରିଛି । ପ୍ଲେଅଫରେ ପହଞ୍ଚି ସାରିଥିବା ଗୁଜୁରାଟ ୨୦ ପଏଣ୍ଟ…
ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ନିକ ନେମ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି ଏମିତି ଥିଲା ନାଁ
ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ତାଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଅନେକ କଥା ଏବଂ ଅନେକ ଘଟା ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହିସବୁ…