Browsing Category
Featured
ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ: ରେପ୍ ମାମଲାରେ…
ଜୟପୁର: ରାଜସ୍ଥାନ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ରୋହିତ ଯୋଶୀଙ୍କ ବିରୋଧରେ ଦିଲ୍ଲୀରେ ବଳାକ୍ରାର ମାମଲା ରୁଜୁ ହୋଇଥିବା ବେଳେ ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି । ବଳାକ୍ରାର ମାମଲାରେ ଆଜି…
ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଉଠାଇବାର ନିୟମ ବଦଳାଇଲେ କେନ୍ଦ୍ର ସରକାର: ମେ’ ୨୬ରୁ ହେବ ଲାଗୁ
ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଟଙ୍କା ଜମା କରିବା କିମ୍ବା ଉଠାଇବାକୁ ନେଇ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ନିୟମ ମେ’ ୨୬ରୁ କାର୍ଯ୍ୟକାରୀ ହେବ । ଏହା…
ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମାଣିକ ଶାହ: ତ୍ରିପୁରା ବିଜେପି ମୁଖ୍ୟ ହେବେ ବିପ୍ଲବ୍ ଦେବ୍
ନୂଆଦିଲ୍ଳୀ: ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମାଣିକ ଶାହ । ରବିବାର ମେ, ୧୫ ତାରିଖରେ ମାଣିକ୍ ରାଜବଭନରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଶନିବାର ବିପ୍ଲବ୍ କୁମାର ଦେବ୍ ନିଜ…
ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡ: ବିଲଡିଂ ମାଲିକ ଗିରଫ, ଜାଣନ୍ତୁ ନିଆଁ ଲାଗିବା ଓ ଲିଭିବା ପଛର ୮ ଘଣ୍ଟାର ଲମ୍ବା କାହାଣୀ
ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ବିଲଡିଂ ମାଲିକ ମନିଷଙ୍କୁ ଗିରଫ କରାଯାଇଛି । ନିଆଁ ଲାଗିବା ପରେ ମାଲିକ କୋଠା ଉପରେ ରହିଥିଲେ ମଧ୍ୟ କ୍ରେନ ସହାୟତାରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି…
(Video)ଆସାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭୟଙ୍କର ପରିସ୍ଥିତି: ମହିଳାଙ୍କ ସମେତ ୩ ମୃତ, ଅନେକ ନିଖୋଜ
ନୂଆଦିଲ୍ଲୀ: ଆସାମରେ ପ୍ରବଳ ବର୍ଷା ଯୋଗୁଁ ଡିମାହାସା ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ସହ ଭୂସ୍ଖଳନ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବାତ୍ୟା ‘ଆସାନି’ ପରଠାରୁ ଲଗାତାର ଆସାମରେ ବର୍ଷା ହେଉଛି, ଯାହା ଫଳରେ ଅନେକ…
ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ କେମିଷ୍ଟ୍ରି ଶିକ୍ଷକ: ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ୍ (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁ-ଶିଷ୍ୟ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ । ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ଜନୈକ ରସାୟନ ବିଜ୍ଞାନ(କେମିଷ୍ଟ୍ରି) ଶିକ୍ଷକ । ନବରଙ୍ଗପୁରର ଏହି ଶିକ୍ଷକଙ୍କ…
୧୦ ରାଜ୍ୟରୁ ୧୦୦ ମହିଳାଙ୍କୁ ଲୁଟିଥିଲା : ଦିଲ୍ଲୀରୁ ଗିରଫ ହେଲା ଆଉ ଜଣେ ରମେଶ ସ୍ୱାଇଁଁ (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତର ରମେଶ ସ୍ୱାଇଁ ପରେ ପୁଣି ଚର୍ଚ୍ଚାରେ ଆଉ ଜଣେ ଓଡ଼ିଆ ଯୁବକ । ରମେଶ ସ୍ୱାଇଁ ୧୭ ଜଣଙ୍କୁ ବିବାହ କରିଥିବା ବେଳେ ଏହି ଯୁବକ ଜଣଙ୍କ କିନ୍ତୁ ସେଞ୍ଚୁରୀ ମାରି ସାରିଛନ୍ତି । ଯୁବକ…
‘CM ସାର, ପ୍ଲିଜ୍ ସାହାଯ୍ୟ କରନ୍ତୁ, ମୁଁ ପାଠପଢ଼ି IAS-IPS ହେବାକୁ ଚାହୁଁଛି’: ମୁଖ୍ୟମନ୍ତ୍ରୀଙ୍କୁ ହାତଯୋଡ଼ି ଗୁହାରି କଲା ୬ଷ୍ଠ ଶ୍ରେଣୀର…
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ନିଜ ଧର୍ମପତ୍ନୀଙ୍କ ପୂଣ୍ୟତିଥି ଅବସରରେ ନାଲନ୍ଦା ସ୍ଥିତ ନିଜ ପୈତୃକ ଗ୍ରାମକୁ ଯାଇଥିଲେ । ତେବେ ନୀତିଶ ତାଙ୍କର ସ୍ୱର୍ଗତ ପତ୍ନୀଙ୍କ ପ୍ରତିମା ଉପରେ ପୁଷ୍ପ…
ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ୨୬୧ ଟି ପୋଷ୍ଟ ପାଇଁ ହେବ ନିଯୁକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କୋଚିନ୍ ସିପୟାର୍ଡ ଲିମିଟେଡ୍ (ସିଏସଏଲ) ପକ୍ଷରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସିନିୟର ସିପ୍ ଡ୍ରାଫ୍ଟମ୍ୟାନ୍, ଜୁନିଅର୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ…
ଖାଇବାକୁ ମିଳୁନି ରୁଟି: ପ୍ରତିବାଦ ପାଇଁ ରାସ୍ତାକୁ ଓହ୍ଲାଇଲେ ଇରାନ୍ ଲୋକ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଦିନକୁ ଦିନ ବଢି ଚାଲିଛି ଖାଦ୍ୟ ସଙ୍କଟ । ଦର ବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ବିରୋଧରେ ସମଗ୍ର ବିଶ୍ୱ ଲଢେଇ କରୁଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇରାନର ଲୋକ । ଇରାନର ଅନେକ ସହରରେ ଲୋକ…