Browsing Category
Featured
ମନମୋହନ ସିଂଙ୍କୁ ସମାଲୋଚନା କରୁଥିଲେ ଏବେ ଚୁପ୍ ବସିଛନ୍ତି, ପ୍ରଧାନମନ୍ତ୍ରୀ ସବୁଦିନ ପାଇଁ ସତ୍ୟ ଲୁଚାଇ ପାରିବେ ନାହିଁ- ରାହୁଲ ଗାନ୍ଧୀ
ନୁଆଦିଲ୍ଲୀ: ଡଲାର ତୁଳନାରେ ସର୍ବକାଳିନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଟଙ୍କା । ଦେଶରେ ନିରନ୍ତର ଦରଦାମ ବୃଦ୍ଧି ମଧ୍ୟରେ ଦୁର୍ବଳ ହୋଇଚାଲିଛି ଟଙ୍କା । ସୋମବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୭୭.୪୪ ଟଙ୍କାରେ…
ଜମି ଉପରେ କବଜା କରିବାକୁ ନେଇ ମହିଳାଙ୍କୁ ଆକ୍ରମଣ: ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ବିହାର: ବିହାରର ଗୋପାଳଗଞ୍ଜ ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ହୋଇଛି ତୁମୁଳକାଣ୍ଡ । ଦୁର୍ବୃତ୍ତ ଏହି ଘଟଣାକୁ ନେଇ କିଛି ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ୪ଟି ଚାଳ ଛପର ଘର ଏବେ ଏହି ଅଗ୍ନିକାଣ୍ଡର…
ଗର୍ଭବତୀ ମହିଳାଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ: ସିଡିଏମଓଙ୍କ ନିକଟରେ ଅଭିଯୋଗ କଲେ ୩ ପ୍ରସୂତୀ
ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଗର୍ଭବତୀ ମହିଳାଙ୍କୁ ପ୍ରସୂତୀ କକ୍ଷରେ ଡାକ୍ତର ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଡାକ୍ତର ପ୍ରସୂତୀଙ୍କ ମୁଣ୍ଡରେ ହାତରେ ମାଡ଼ ମାରିବା ସହ କେହି କିଛି…
ବାତ୍ୟା ପାଇଁ ବେଳାଭୂମିକୁ ବାରଣ: ଅସାନୀକୁ ନେଇ ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ନ ଯିବାକୁ ପରାମର୍ଶ
ବ୍ରହ୍ମପୁର: ଦ୍ରୁତ ଗତିରେ ମାଡି ଆସୁଛି ବାତ୍ୟା ଅସାନୀ । ସମୁଦ୍ରକୂଳିଆ ଅଞ୍ଚଳରେ ଏହାର ପ୍ରଭାବରେ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି ରଖିଛି । ସେଥିପାଇଁ ଗୋପାଳପୁରର…
ଘରୋଇ ଉପାୟରେ ଦୂର କରନ୍ତୁ ବ୍ଲାକହେଡ୍ସ, ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ଅଧିକାଂଶ ସମୟରେ ନାକରେ ବ୍ଲାକହେଡ୍ସକୁ ନେଇ ଅନେକ ବ୍ୟସ୍ତ ହୁଅନ୍ତି, ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ପାର୍ଲର ବିଉଟି ପ୍ରୋଡକ୍ଟ ଉପରେ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି…
ଭାରତରେ ରହିଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ଘରେ ଘରେ ରହିଛି ଶୌଚାଳୟ, ପ୍ଲାଷ୍ଟିକ ବି ବ୍ୟାନ୍
ବିଗତ କିଛି ବର୍ଷରୁ ଭାରତରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଜଳ ହେଉ କିମ୍ବା ବାୟୁ, ସବୁଥିରେ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି ଯାହାକୁ ନେଇ ପରିବେଶବିତମାନେ ଅନେକ ସମୟରେ ଚିନ୍ତା ପ୍ରକାଶ କରିଛନ୍ତି । କିନ୍ତୁ ଏହା…
ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା, ଗୋଟିଏ ଡଲାର ତୁଳନାରେ ୭୭.୫୦ ଟଙ୍କା
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଦୁଃସମ୍ବାଦ । ଡଲାର ତୁଳନାରେ ଦୁର୍ବଳ ହୋଇଛି ଭାରତୀୟ ମୁଦ୍ରା । ସୋମବାର ଭାରତୀୟ ମୁଦ୍ରା ୬୦ ପଇସା ଦୁର୍ବଳ ହେବା ସହିତ ଭାରତୀୟ ମୁଦ୍ରାର ପରିମାଣ ଏହାର ସର୍ବକାଳୀନ ସର୍ବନିମ୍ନ…
ପ୍ରଧାନମନ୍ତ୍ରୀ ଇସ୍ତଫା ପରେ ବି ବନ୍ଦ ହେଉନି ଦଙ୍ଗା: ଜଳୁଛି ମନ୍ତ୍ରୀଙ୍କ ଘର, ଜଣେ ସାଂସଦଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ: ପୁଣିଥରେ ସୁନାର ଲଙ୍କାରେ ଲାଗିଛି ନିଆଁ । ତେବେ ଏଥର ରାବଣ ପୂରୀ ନୁହେଁ, ହୁତୁହୁତୁ ହୋଇ ଜଳୁଛି ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କ ଘର । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ…
ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ନଗଦ ଟଙ୍କା ଜବତ, ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢ଼ାଉ
ନବରଙ୍ଗପୁର ଜିଲ୍ଲା ପ୍ରଥମ ଶ୍ରେଣି ଜଳୀୟ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କ ନିକଟରୁ ୨,୨୦,୦୦୦ ଟଙ୍କା ଜବତ କରିବା ପରେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ୍ । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଜେନା…
ଏସିଆ କପ୍ ରେ ଭାରତୀୟ ଟିମ୍ ର ନେତୃତ୍ୱ ନେବେ ରୁପିନ୍ଦର ପାଲ ସିଂ, ସ୍ଥାନ ପାଇଲେ ୪ ଓଡ଼ିଆ ଖେଳାଳୀ
ନୁଆଦିଲ୍ଲୀ: ଅଭିଜ୍ଞ ରୁପିନ୍ଦର ପାଲ ସିଂଙ୍କ ନେତୃତ୍ୱରେ ଏସିଆ କପ୍ ଲାଗି ଭାରତୀୟ ଦଳର ଘୋଷଣା କରିଛି ହକି ଇଣ୍ଡିଆ । ସେହିପରି ଓଡ଼ିଆ ତାରକା ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା ଅବସର ପରେ ପୁଣି ଦଳକୁ ଫେରିଥିବା ବେଳେ…