Browsing Category

Featured

KGF ପରି ଦେଶରେ ରହିଛି ବଡ଼ ସୁନାଖଣି, ଖୋଦେଇ ପାଇଁ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ଆପଣ ନିକଟରେ କେଜିଏଫ୍ ଫିଲ୍ମ ଦେଖିଥିବେ ଯେଉଁଥିରେ ସୁନା ଖଣିକୁ କବ୍ଚା କରିବା ପାଇଁ ଲଢ଼େଇ ହେଉଛି । ଫିଲ୍ମରେ ଅଭିନେତା ୟଶ୍ ଅର୍ଥାତ୍ ରକି ଭାଇ ସବୁଠୁ ବଡ଼ ସୁନା ଖଣି ଉପରେ କବ୍ଚା କରୁଛନ୍ତି ଏବଂ ସେଥିରୁ…

ଅଭାବନୀୟ: କାଠ କଟା ମେସିନରେ କାଟିଦେଲେ ପରିବାର ସଦସ୍ୟଙ୍କ ବେକ

ଅର୍ଥ ଅଭାବରୁ ଅନେକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ଚେନ୍ନାଇର ଜଣେ ୪୧ ବର୍ଷିୟ…

ଗୁପଚୁପ ଖାଇବା ପାଟିକୁ ଭାରି ସୁଆଦିଆ କିନ୍ତୁ ବଢ଼ିବ ପେଟରୋଗ: ଏଭଳି ଦୂଷିତ ଖାଦ୍ୟ ପ୍ରତି ଜନସାଧାରଣ ସତର୍କ ରହିବା ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କର ଯଦି ଗୁପଚୁପ୍ ଖାଇବା ଅଭ୍ୟାସ ଅଛି, ତେବେ ଆଜିଠାରୁ ଆପଣ ତାହା ଆଉ ଖାଇବେ ନାହିଁ । ଉପରକୁ ଚିକ୍କଣ ଦିଶୁଥିବାରୁ ଓ ଖାଇବାକୁ ସୁଆଦିଆ ଲାଗୁଥିବାରୁ ଅନେକ ଲୋକ ଗୁପଚୁପ ଦେଖିଲେ ଲୋଭ…

ଜାଣନ୍ତୁ କ’ଣ ହେଉଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟର ବିଶେଷତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ରାସ୍ତାରେ ଗାଡ଼ି ଚଳାଇଲେ…

ଏଣିକି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ: ନିୟମ ନ ମାନିଲେ ୧୦ ହଜାର ଫାଇନ୍, ପରିବହନ ବିଭାଗ ଜାରିକଲା ନୂଆ…

ନୂଆଦିଲ୍ଲୀ: ଏଣିକି ଆପଣମାନେ ନିଜର ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବାକୁ ବାଧ୍ୟତାମୂଳକ । ଯିଏ ଏହି ଆଇନ ନ ମାନିବ, ସିଏ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ ଗଣିବ । ଗତ ୨୦୧୯ ମସିହା ପରର…

ଅଦାନୀଙ୍କ କମ୍ପାନୀ ନିର୍ମାଣ କରିବ ଡ୍ରୋନ୍, ଏହି ଷ୍ଟାର୍ଟଅପରେ କିଣିଲା ୫୦% ଅଂଶଧନ

ନୂଆଦିଲ୍ଲୀ: ଅଦାନୀ ଏଣ୍ଟରପ୍ରାଇଜେସ୍ ର ସବସିଡାରୀ କମ୍ପାନୀ ଅଦାନୀ ଡିଫେନ୍ସ ସିଷ୍ଟମ ଆଣ୍ଡ୍ ଟେକ୍ନୋଲୋଜୀ ଲିମିଟେଡ୍ ୨୭ ମେ ୨୦୨୨ ରେ କୃଷି ଡ୍ରୋନ୍ ଷ୍ଟାର୍ଟଅପ୍ ଜେନେରାଲ ଏରୋନଟିକ୍ସରେ ୫୦ % ଅଂଶୀଦାର କିଣିଛି ।…

ରାଜ୍ୟର ୧୩ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ରାଜ୍ୟରେ ତାପମାତ୍ରା ବଢିବା ସହ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି । ଆଗକୁ ମଧ୍ୟ ଗୁଳୁଗୁଳି ସହ ଆହୁରି ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଏଣିକି ରାତି ୭ଟା ପରେ ମହିଳାମାନେ ଡ୍ୟୁଟି କରିବେ ନାହିଁ: ସରକାରୀ ଓ ବେସରକାରୀ ଅଫିସ ପାଇଁ ଏହି ରାଜ୍ୟ ସରକାର ଲାଗୁକଲେ ନୂଆ ନିୟମ

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଏକ ଖୁସି ଖବର । ରାତ୍ରିରେ ଅଫିସରେ କାମ କରୁଥିବା ମହିଳାମାନେ ଏଣିକି ଆଉ ଚିନ୍ତା କରିବା ଦରକାର ନାହିଁ । ମହିଳାମାନଙ୍କ ନାଇଟ୍ ଶିଫ୍ଟ ନେଇ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ତେବେ…

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୫ ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦିବ୍ୟାଙ୍ଗଙ୍କୁ ବିମାନ ଯାତ୍ରା କରିବାକୁ ମନା କରିବା ନେଇ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜିସିଏ କମ୍ପାନୀ ଉପରେ ୫…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…