Browsing Category

Featured

ପଞ୍ଜାମ ନିର୍ବାଚନରେ ହାରିଗଲେ ସିଦ୍ଧୁ, ବାହା ହେବେନି ଝିଅ ରାବିୟା ! ନିର୍ବାଚନ ରାଲିରେ ମାରିଥିଲେ ଡାଇଲଗ୍

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭାବପ୍ରବଣ ହୋଇପଡ଼ିଥିଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଝିଅ ରାବିୟା । ନିର୍ବାଚନ ରାଲିରେ ବାପା ନଜିତିବା ପର୍ଯ୍ୟନ୍ତ ବାହାହେବେନି ବୋଲି କହିଥିଲେ । ହେଲେ ଝିଅର…

ଛାତ୍ରୀକୁ କମେଣ୍ଟ ମାରିବା ପଡିଲା ମହଙ୍ଗା, ଧରାପଡି ଜେଲ୍ ଗଲେ ଯୁବକ

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌):ସ୍କୁଲ ଛାତ୍ରୀକୁ କମେଣ୍ଟ ମାରିବା ଘଟଣା ଜଣେ ଯୁବକକୁ ମହଙ୍ଗା ପଡିଲା । ଶେଷରେ ଡେଲାଙ୍ଗ ପୋଲିସ ଯୁବକକୁ ଗିରଫ କରି ଜେଲ ପଠାଇଛି । ମିଳିଥିବା ପୋଲିସ ସୁଚନା ମୁତାବକ ପ୍ରତ୍ୟେକଦିନ…

ନିୟମ କୋହଳ କଲା ଫେସବୁକ୍, ଦେଇହେବ ରୁଷ ବିରୋଧରେ ହିଂସାତ୍ମକ ମନ୍ତବ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ନିୟମ କୋହଳ କଲା ଫେସବୁକ୍ । ଯୁଦ୍ଧକାଳୀନ ପରିସ୍ଥିତି ଯୋଗୁଁ ଅସ୍ଥାୟୀ ଭାବେ ନିୟମ କୋହଳ କଲା ସୋସିଆଲ୍ ମିଡିଆ ଫେସବୁକ୍ । ଫେସବୁକ୍ ରେ ଏଣିକି ରୁଷ ଆକ୍ରମଣକାରୀଙ୍କ…

ଛତ୍ର ବଜାରରେ ପୋଲ କଡ ରାସ୍ତା ଭୁଶୁଡିବା ଘଟଣା: ୩ ଦିନ ମଧ୍ୟରେ ଋିପୋର୍ଟ ଦେବ ଆର୍‌ ଆଣ୍ଡ୍‌ ବି

କଟକ (ଭାସ୍କର ନ୍ୟୁଜ୍‌): ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ଏକ ନିର୍ମାଣଧିନ ପୋଲ କଡ ରାସ୍ତା ଭୁଷୁଡିବା ଯୋଗୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗୁରୁବାର ଜିଲ୍ଲାପାଳ ଆର୍‌ଆଣ୍ଡ୍‌ବି ଡିଭିଜନ୍‌ର…

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ(ଓଡ଼ିଶା ଭାସ୍କର): ମାଲାବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଜୟପୁର ପାଡ଼ୁଆ ଷ୍ଟେସନର ଭେଜା ଗାଁ ନିକଟରେ କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି । କିରଣ୍ଡୋଲରୁ…

ଶିକୁଳିରେ ତିଆରି ହୋଇଛି ବ୍ୟାକ୍ ଲେସ୍ ଟପ୍, ଦେଖନ୍ତୁ ଉର୍ଫି ଜାଭେଦଙ୍କ ନୂଆ ଅଜବ ଲୁକ୍…

ନୂଆଦିଲ୍ଲୀ: ଇଣ୍ଟରନେଟ୍ ସେନ୍ସସେସନ୍ ଉର୍ଫି ଜାଭେଦ୍ ନିଜର ଅତରଙ୍ଗୀ ଫ୍ୟାଶନ୍ ଆଉଟଫିଟ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ୍ ମିଡିଆ ୟୁଜର୍ସ ମାନେ ତାଙ୍କ ଫ୍ୟାଶନ୍ ଷ୍ଟାଇଲ୍ କୁ ନେଇ କେତେବେଳେ…

ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ଧରାପଡିଲା ମହିଳା ମାଓବାଦୀ, ବିଭିନ୍ନ ଥାନାରେ ମାଓହିଂସାରେ ସାମିଲ ନେଇ ରହିଛି ମାମଲା

ମାଲକାନଗିରି,(ଭାସ୍କର ନ୍ୟୁଜ୍ ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛାତିଶଗଡର ବିଜାପୁର ଜିଲ୍ଲାରେ ଜଣେ ମହିଳା ମାଓବାଦୀ ପୋଲିସ ଦ୍ୱାର ଗିରଫ । ସୂଚନା ଅନୁଯାୟୀ ଛାତିଶଗଡର ଉସୁର ପୋଲିସ ଷ୍ଟେସନର ମହିଳା ଏବଂ ପୁରୁଷ…

ରାଶିଫଳ(ଶୁକ୍ରବାର,୧୧ ମାର୍ଚ୍ଚ,୨୦୨୨)

ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ…

ଦିବାରାତ୍ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ : କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରୋହିତ ବାହିନୀ, ବିଜୟ ପାଇଁ ସବୁ ଶକ୍ତି ଖଟାଇବ ଶ୍ରୀଲଙ୍କା

ବେଙ୍ଗାଲୁର: ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ। ସ୍ଥାନୀୟ ଚିନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ  । ପଞ୍ଜାବର ମୋହାଲିରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୨୨୨ ରନରେ ଶ୍ରୀଲଙ୍କାକୁ…

ୟୁକ୍ରେନକୁ ବାଇଡେନଙ୍କ ଝଟକା: ରୁଷ ସହ ଲଢ଼େଇ ପାଇଁ ସୈନ୍ୟ ପଠାଇବନି ଆମେରିକା

ୱାଶିଂଟନ୍: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଯୁଦ୍ଧ ଲାଗି ରହିଛି । ଏହା ଥମିବାର ନାଁ ଧରୁ ନାହିଁ । ବର୍ତ୍ତମାନ ରୁଷିଆ ସହିତ ଲଢ଼େଇ କରିବା ପାଇଁ ୟୁକ୍ରେନକୁ ଆମେରିକା ସୈନ୍ୟ ପଠାଇବନି ବୋଲି…