Browsing Category

Featured

କଥା ରଖିଲେ ଆପ୍ ସରକାର: ୫୦ ଦିନ ପୂରଣ ପରେ ପଞ୍ଜାବରେ ୨୬ ହଜାର ଚାକିରିର କଲେ ଘୋଷଣା

କଥା ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ଭଗୱନ୍ତ ମାନ ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଭଗୱନ୍ତ ମାନ ରାଜ୍ୟରେ ୨୫ ହଜାର ଚାକିରିର ବିଜ୍ଞାପନ ଜାରି କରିଛନ୍ତି । ପଞ୍ଜାବରେ ଆମ ଆଦମୀ…

ଆଉ ଅଭିଭାବକଙ୍କ ଉପରେ ଚାପ ପକାଇ ପାରିବେନି ବେସରକାରୀ ସ୍କୁଲ: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ବେସରକାରୀ ସ୍କୁଲମାନଙ୍କ ମନମାନୀ ପାଇଁ କଡା ନିଷ୍ପତ୍ତି ନେଇଛନ୍ତି ଦିଲ୍ଳୀ ସରକାର । ପାଠ ପଢୁଥିବା ପିଲାମାନଙ୍କ ଅଭିଭାବକମାନଙ୍କୁ ନିଜ ଦୋକାନରୁ ବହି କିମ୍ବା ୟୁନିଫର୍ମ କିଣିବା ପାଇଁ ବାଧ୍ୟ…

ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ, ୪୩ଂ ତାପମାତ୍ରା ସହ ବୌଦ୍ଧ ଏବଂ ସୋନପୁର ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ଗତ ଦୁଇ ଦିନ ଧରି କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହାସ ପାଇଥିଲେବି ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଗୁରୁବାର ରାଜ୍ୟରେ ୪୩ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ଏବଂ ସୋନପୁର ରାଜ୍ୟର…

କ୍ଷତିରେ ଚାଲୁଥିବାରୁ ୬୦୦ ବ୍ରାଞ୍ଚ ବନ୍ଦ କରିବ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ୬୦୦ ବ୍ରାଞ୍ଚକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ୧୦୦ ବର୍ଷର ଏହି ବ୍ୟାଙ୍କଟି ବର୍ତ୍ତମାନ ୪୫୯୪ଟି ବ୍ରାଞ୍ଚ ଜରିଆରେ…

କାଳ ହେଲା କାଳବୈଶାଖୀ: ଚିଲିକାରେ ଡଙ୍ଗା ବୁଡି ଜଣେ ନିଖୋଜ, ୧୦ ଉଦ୍ଧାର

ବାଲୁଗାଁ: ଚିଲିକାରେ ଡଙ୍ଗା ବୁଡ଼ି ୧୧ ଜଣ ଗୁରୁତର ହୋଇପଡ଼ିଛନ୍ତି । ଏବେବି ଜଣେ ଯାତ୍ରୀ ନିଖୋଜ ରହିଥିବାବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା…

“ଡେଲିଭରୀ ଲିମିଟେଡ” ଆଣିବ ଏତିକି କୋଟିର ଆଇପିଓ, ଇକ୍ୱିଟି ପିଛା ପ୍ରାଇସ ୪୬୨ରୁ ୪୮୭

ମୁମ୍ବାଇ: ଲଜିସ୍ଟିକ୍ ଏବଂ ଯୋଗାଣକାରୀ କମ୍ପାନୀ “ଡେଲିଭରୀ ଲିମିଟେଡ” ଏହାର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଗୁରୁବାର ଏହାର ଇକ୍ୱିଟି ପିଛା ପ୍ରାଇସ ବ୍ୟାଣ୍ଡ ୪୬୨ରୁ ଆରମ୍ଭ…

ଜଡେଜାଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ କ୍ରିକେଟର: କହିଲେ ଏହା କେବେ ବି ସହଜ ନୁହେଁ…

ନୂଆଦିଲ୍ଳୀ: ଚଳିତ ଆଇପିଏଲରେ ଚେନ୍ନାଇର ପୂର୍ବତନ ଅଧିନାୟକ ଜଡେଜାଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏବଂ ଦଳର ପ୍ରଦର୍ଶନକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ତେବେ ଏହାରି…

ବାତ୍ୟା ପୂର୍ବରୁ ଆଶ୍ୱସ୍ତି ଦେଲେ ଏସଆରସି: ପରିସ୍ଥିତି ପାଇଁ ଆମେ ରହିଛୁ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟର ସ୍ୱତନ୍ତ ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟା ହେବ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହା କାଲି ସନ୍ଧ୍ୟା…

“ସଠିକ୍ ଦିଗରେ ଆବଶ୍ୟକୀୟ ପଦକ୍ଷେପ’’, ଆରବିଆଇ ରେପୋ ରେଟ୍ ବୃଦ୍ଧି ଉପରେ କେନ୍ଦ୍ର ଅର୍ଥ ସଚିବଙ୍କ ବୟାନ

ନୁଆଦିଲ୍ଲୀ: ଦେଶରେ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିବା ଲାଗି ବୁଧବାର ରିଜର୍ଭ ବ୍ୟାଙ୍କ ରେପୋରେଟ ବୃଦ୍ଧି କରିଛନ୍ତି । ଏହାକୁ ଏକ ଉତ୍ତମ ନିଷ୍ପତି କହିବା ସହ ଉଚିତ୍ ସମୟରେ ଆବିଆଇ ଉଚିତ୍ ନିଷ୍ପତି ନେଇଥିବା…

ମାରିୟୁପୋଲ ସହରରେ ରକ୍ତ ସଂଘର୍ଷ: ଷ୍ଟିଲ ପ୍ଲାଣ୍ଟରେ ଋଷ ସୈନ୍ୟ କରୁଛନ୍ତି ଏୟାର ଷ୍ଟାଇକ

ନୂଆଦିଲ୍ଲୀ: ୟୁକ୍ରେନର ମାରିୟୁପୋଲ ସହରକୁ ନିୟନ୍ତ୍ରଣରେ ଆଣିବା ପାଇଁ ପ୍ରୟାସ ଜାରି ରଖିଛି ଋଷ ସେନା । ସହରର ଅଜୋବଷ୍ଟଲ ଷ୍ଟିଲ ପ୍ଲାଣ୍ଟରେ ନିୟୋଜିତ ହୋଇଥିବା ସୈନ୍ୟମାନଙ୍କୁ ଋଷ ଟାର୍ଗେଟ କରିଥିବା ୟୁକ୍ରେନ ଦାବି…