fbpx
Browsing Category

Featured

ସାଂଘାତିକ ହୋଇପାରେ ଦୁଇଟି ଅଲଗା ଟିକା ନେବା, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କମିନି କରୋନା ଭୟ । ହଟିନି ସଂକ୍ରମଣ । ଦ୍ୱିତୀୟ ତରଙ୍ଗ ପରେ ଭୂତାଣୁର ତୃତୀୟ ଲହର ଦେଶକୁ ମାଡ଼ି ଆସୁଛି ବୋଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ତେବେ ଏହାରି ମଧ୍ୟରେ…

ବିପଦରେ ଇଣ୍ଟରନେଟରେ ଉପଲବ୍ଧ ମାଗଣା ତଥ୍ୟ, ଜାଣନ୍ତୁ କାହିଁକି ଏମିତି କହିଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ବିପଦରେ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ତଥ୍ୟ । ସୋମବାର ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । ପିଚାଇ କହିଛନ୍ତି ବହୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର…

ହଠାତ୍ ମରି ଯାଉଛନ୍ତି ପକ୍ଷୀ, ପୁଣି ଏକ ବଡ଼ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ: କିଛି କାରଣ ନାହିଁ, ଜଣାପଡୁନି କଣ ରୋଗ । କିନ୍ତୁ ହଠାତ୍ ବିଭନ୍ନ ପ୍ରଜାତିର ପକ୍ଷୀ ମରି ଟଳିପଡୁଛନ୍ତି । ଫଳରେ ପୁଣି ଏକ ମହାମାରୀ ବା ଫ୍ଲୁ’ର ଆଶଙ୍କା ଘନେଇଲାଣି । ଆମେରିକାରେ ଦେଖାଦେଇଛି ଏଭଳି ରହସ୍ୟମୟ…

‘ବିଜୁଳି’ ବୃଦ୍ଧି ପାଇଁ ବୁଧବାରରୁ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର: ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଚାଲିଛି । ଏଭଳି ସ୍ଥିତିରେ ରାଜ୍ୟରେ ବିଜୁଳି ଦର ମଧ୍ୟ ବୃଦ୍ଧି ପାଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଉ ବୁଧବାରଠାରୁ ବିଜେପି ଆନ୍ଦୋଳନ କରିବ…

୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଲି ସକାଳ ସୁଦ୍ଧା ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା । ଆଜି…

‘୨୦୨୨ ଶେଷ ସୁଦ୍ଧା ହେବ ଆଲିଆ ଓ ରଣବୀରଙ୍କ ବାହାଘର, ୨୦୩୭ରେ ଛାଡ଼ପତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣୀବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାରକୁ ନେଇ ବିବାଦୀୟ ବୟାନ ପରେ ଟ୍ରୋଲ ହୋଇଛନ୍ତି ଅଭିନେତା ତଥା ସମାଲୋଚକ କମାଲ ରାଶିଦ ଖାନ୍ । ସେ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।…

ପାକିସ୍ତାନୀ ସେନା ଉପରକୁ ଆତଙ୍କୀ ଆକ୍ରମଣ, ୧୫ରୁ ଅଧିକ ଯବାନ ମୃତ

ପାକିସ୍ତାନର ଖୈବର ପାଖତୁନଖ୍ୱାର କୁର୍ରମଠାରେ ପାକିସ୍ତାନ ତହରିକ-ଏ-ତାଲିବାନ ସେନା ଉପରକୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ସେନାର କ୍ୟାପଟେନଙ୍କ ସହ ୧୨ରୁ ୧୫ ଯବାନଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଅନେକ ପାକିସ୍ତାନୀ…

ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୬୪୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଉତ୍ତରଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ଭରସା କମ୍ପାଉଣ୍ଡର୍

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ବିଞ୍ଝାରପୁର ଉତ୍ତରଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ବର୍ଷ ହେଲା ନାହାନ୍ତି ଡାକ୍ତର । ଜଣେ କମ୍ପାଉଣ୍ଡରଙ୍କ ହାତରେ ରହିଛି ସ୍ୱାସ୍ଥ୍ୟ ଭାର । ଫଳରେ ଲୋକଙ୍କୁ…