fbpx
Browsing Category

Featured

‘ପ୍ରିୟଙ୍କାଙ୍କୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍’, ମାତ୍ର ଗୋଟିଏ ଇଞ୍ଜେକ୍ସନ୍ ପାଲଟିଗଲା ବିଷ!

ଭୁବନେଶ୍ୱର(ଓଡ଼ିଶା ଖବର): ଆମ ପ୍ରିୟଙ୍କାକୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍ । କିଛି ନଥିଲା, ସାଧାରଣ ବେକ ଯନ୍ତ୍ରଣା ହେବାରୁ ନେଇ ଯାଇଥିଲେ ଡାକ୍ତରଙ୍କ ପାଖକୁ । ହେଲେ ଗୋଟିଏ ଇଞ୍ଜେକ୍ସନ୍ କଣ ଦେଲେ କେଜାଣି ହଠାତ୍…

ଆଧାର କାର୍ଡରେ କେତେଥର ବଦଳାଇପାରିବେ ନାମ, ଲିଙ୍ଗ ଓ ଜନ୍ମତାରିଖ? ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ ଜନ୍ମ ତାରିଖ, ନାମ, ଠିକଣା ବା ଲିଙ୍ଗ ବଦଳାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ କେତେଥର ଏହାକୁ ବଦଳାଇ ପାରିବେ ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଆଜିର ସମୟରେ ଆଧାରକାର୍ଡ ଏକ…

ବିବାହ ପରେ ସାମନ୍ଥାଙ୍କ ଜୀବନରେ ରହିଛି ଦୁଇଟି ଜିନିଷର ଅଭାବ; ଜାଣନ୍ତୁ କଣ

ହାଇଦ୍ରାବାଦ: ସାଉଥ୍ ସେନସେସନ ସାମନ୍ଥା ଅକ୍କିନେନୀ ୪ ଦକ୍ଷିଣ ଭାରତୀୟ ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ବେଳେ ବର୍ତ୍ତମାନ ସମଗ୍ର ଭାରତ ତାଙ୍କର ଫ୍ୟାନ ପାଲଟିଛି । ଓଟିଟି ପଦାର୍ପଣରେ ଦ ଫ୍ୟାମିଲି ମ୍ୟାନ୍ ଦ୍ୱିତୀୟ…

ମେକ୍ସିକୋର ସମୁଦ୍ରରେ ଲାଗିଛି ଭୟଙ୍କର ନିଆଁ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ମେକ୍ସିକୋ: ଲାଟିନ୍ ଆମେରିକୀ ଦେଶ ମେକ୍ସିକୋର ଗଲ୍ଫରେ ସମୁଦ୍ରରେ ନିଆଁ ଲାଗିଯାଇଛି । ପାଣିରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହା ପଛର କାରଣ ହେଉଛି ପାଣି ଭିତରେ ଯାଇଥିବା ପାଇପଲାଇନ୍ ରୁ…

ନିଜ ବିବାହରେ ସାମରିକ କଳା ପ୍ରଦର୍ଶନ କଲେ ଯୁବତୀ

ନୂଆଦିଲ୍ଲୀ: ବିବାହ ସମୟରେ ଆସିଥିବା ଅତଥିଙ୍କୁ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ କରାଯିବା କଥା ଆପଣ ଶୁଣିଥିବେ । ବର୍ତ୍ତମାନ ଏଭଳି ଏକ ବିବାହ ସ୍ୱାଗତକୁ ନେଇ ଚର୍ଚ୍ଚା ହେଉଛି । ତାମିଲନାଡୁର ଜଣେ କନ୍ୟା ମାର୍ସଲ ଆର୍ଟ୍ସ…

ଅଭିନେତା ଡିନୋ ମୋରିୟାଙ୍କ ସମ୍ପତ୍ତି ସିଜ୍ କଲା ଇଡି

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଅଭିନେତା ଡିନୋ ମୋରିୟାଙ୍କ ସମ୍ପତ୍ତି ସିଜ୍ କରିଛି । ଏହା ସହ ସଞ୍ଜୟ ଖାନ ଏବଂ ଡିଜେ ଅକିଲଙ୍କ ସମ୍ପତ୍ତି ମଧ୍ୟ ସିଜ୍ କରିଛି ଇଡି…

ଭିକାରିମାନେ ବି କାମ କରିବା ଦରକାର, ସବୁକିଛି ରାଜ୍ୟ ଦେଇପାରିବ ନାହିଁ: ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଶନିବାର କହିଛନ୍ତି ଯେ ଭିକାରି ଓ ବେଘର ହୋଇଥିବା ଲୋକମାନେ ବି କିଛି କାମ କରିବା ଦରକାର । କାରଣ ସବୁକିଛି ରାଜ୍ୟ ଉପଲବ୍ଧ କରାଇପାରିବ ନାହିଁ । ମୁଖ୍ୟ ନ୍ୟାୟମୁର୍ତ୍ତି ଦୀପାଂକର ଦତ୍ତା ଓ…

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା KFC

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ଯେତେେ କଟକଣା ଲାଗୁ କଲେ ବି ଲୋକମାନେ ଏହକୁ ଫୁ’ କରି ଉଡ଼ାଉଦେଉଛନ୍ତି । ଫଳରେ କରୋନା ସଂକ୍ରମଣ କମିବା ବଦଳରେ ପୁଣି ବଢ଼ିବାର ସମ୍ଭାବନା ରହିଛି । ଏହାରି…

ତୀରଥଙ୍କ ଇସ୍ତଫା ପରେ ମମତାଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିଛି । ମାତ୍ର ୧୧୫ ଦିନର ମୁଖ୍ୟମନ୍ତ୍ରୀତ୍ୱ ସମୟ ପରେ ତୀରଥ ଶୁକ୍ରବାର…

ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ତୀରଥ ସିଂ ରାୱତଙ୍କ ପରେ ତାଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷିୟ ଧାମି ।…