Browsing Category

Featured

ବୁଧବାର ପ୍ରତ୍ୟାହାର ହୋଇପାରେ କୃଷି ଆଇନ୍‌, କେନ୍ଦ୍ର କ୍ୟାବିନେଟ୍‌ରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: କୃଷି ଆଇନକୁ କେନ୍ଦ୍ରସରକାର ଏବେ ଶୀଘ୍ରାତିଶୀଘ୍ର ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ସୂତ୍ରରୁ ମିଳୁଥିବା ସୂଚନାରେ ଆଗାମୀ ବୁଧବାର ଅର୍ଥାତ ୨୪ ନଭେମ୍ବର ୨୦୨୧ରେ ମୋଦିଙ୍କ ମନ୍ତ୍ରିମଣ୍ଡଳ କୃଷି…

ରାଶିଫଳ(ସୋମବାର,୨୨ ନଭେମ୍ବର,୨୦୨୧)

ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ…

ଟିକା ନେଲେ ମିଳିବ ଲକି ଡ୍ର ଓ ଫ୍ରି ବ୍ୟାଜ୍: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଳୀ: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରବିବାର ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଲକି ଡ୍ର, କାର୍ଯ୍ୟାଳୟରେ ଟିକା ଏବଂ ଫ୍ରି ବ୍ୟାଜ ପ୍ରଦାନ କରାଯିବ…

ଇଡେନ୍ ସହିତ ରୋହିତଙ୍କ ରୋମାନ୍ସ ଜାରି: ସିରିଜ କ୍ଲିନ ସୁଇପ୍ କଲା ଭାରତ

ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ଇଡେନ୍ ଗାର୍ଡେନ ମଧ୍ୟରେ ରହିଥିବା ପ୍ରେମ ପୁଣି ଥରେ ଉଙ୍କି ମାରିଛି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଏହି ଷ୍ଟାଡିୟମରେ ଅଧିନାୟକ ଭାବରେ ନିଜର ପ୍ରଥମ ସିରିଜ ବିଜୟ ହାସଲ…

ନିୟମିତ ପର୍ଣ୍ଣ ଦେଖୁଛନ୍ତି କି? ଖୋଲିଯିବ ଧର୍ମର ରାସ୍ତା, ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଳୀ: ଆପଣ ଏପରି ଲୋକଙ୍କୁ ଜାଣିଥିବେ ଯେଉଁମାନେ ଅଧିକ ମାତ୍ରରେ ପର୍ଣ୍ଣ ଫିଲ୍ମ ଦେଖନ୍ତି । ଯେଉଁମାନେ ଏପରି ଫିଲ୍ମ ଦେଖନ୍ତି ନାହିଁ ସେମାନେ ଭାବନ୍ତି ଯେ, ପର୍ଣ୍ଣ ଫିଲ୍ମ ଦେଖୁଥିବା ଲୋକମାନେ ଧାର୍ମିକ…

ସର୍ବଭାରତୀୟ ଇଂରାଜୀ ରଚନା ପରୀକ୍ଷା: ଦ୍ୱିତୀୟ ସ୍ଥାନରେ ଚମ୍ପୁଆ ଝିଅ ସୁମନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସବୁକିଛି ସମ୍ଭବ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି ଚମ୍ପୁଆର ୧୩ ବର୍ଷର ଝିଅ ସାଇ ସୁମନ ହୋତା । ବାପା ମାନସ ରଞ୍ଜନ ହୋତା ପେଶାରେ ଜଣେ ଡାକ୍ତର । ମା…

ଇଡେନରେ ଚମକିଲେ ରୋହିତ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୮୫ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଉଥିବା ଅନ୍ତିମ ଟି-୨୦ ମୁକାବିଲାରେ ଭାରତ ୭ ୱିକେଟ ହରାଇ ୧୮୪ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ସହିତ ସର୍ବାଧିକ ୫୬ ରନ ସଂଗ୍ରହ କରିଥିବା…

ରାଜ୍ୟରେ ବଢୁଛି ମାଛ ଚାଷ: ବନ୍ଦ ହେବ ଆମଦାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢୁଛି ମାଛ ଉତ୍ପାଦନ। ଖୁବ ଶୀଘ୍ର ମାଛ ଆମଦାନୀରେ ବ୍ରେକ ଲଗାଇବା ଓଡିଶା । ଏକଥା ଆମେ କହୁନୁ ଏହା ରିପୋର୍ଟ କହୁଛି। ବିଶ୍ଵ ମସ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱର ରେଳ ଓଡି଼ଟରୀଅମରେ…

ପୁଲୱାମା ବିସ୍ଫୋରଣ ପାଇଁ ରାସାୟନିକ ପଦାର୍ଥ ଯୋଗାଇଥିଲା ଆମାଜନ୍: ଦେଶଦ୍ରୋହ ମାମଲା ରୁଜୁ ପାଇଁ ଦାବି କଲା CAIT

ନୂଆଦିଲ୍ଳୀ: ଭାରତୀୟ ବ୍ୟବସାୟିକ ସଂଘ(ସିଏଆଇଟି) ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ ଅଣାଯାଇଛି । ପୁଲୱାମା ବିସ୍ଫୋରଣ ପୂର୍ବରୁ ଆତଙ୍କୀଙ୍କ ନିକଟରେ ବିସ୍ଫୋରକ ସାମଗ୍ରୀ ପହଞ୍ଚାଇବାରେ ଆମାଜନ ସହାୟତା କରିଥିଲା ବୋଲି ସିଏଆଇଟି…

ତ୍ରିପୁରାରୁ ଗିରଫ ହେଲେ ଟିଏମସି ନେତ୍ରୀ ସାୟୋନୀ ଘୋଷ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ସାୟୋନୀ ଘୋଷଙ୍କୁ ଗିରଫ କରିଛି ତ୍ରିପୁରା ପୋଲିସ । ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ପୋଲିସ ତୃଣମୂଳ କଂଗ୍ରେସର ଯୁବ ସଭାପତି ସାୟୋନୀ ଘୋଷଙ୍କୁ ରବିବାର ଗିରଫ କରିଛି…