Browsing Category
Featured
ଆଜି ତୃତୀୟ ଟି-ଟ୍ୱେଣ୍ଟି: କ୍ଳିନ୍ ସୁଇପ୍ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସମ୍ମାନ ବଞ୍ଚାଇବାକୁ ପାଇଁ ସବୁ ଶକ୍ତି ଖଟାଇବ…
କୋଲକାତା: ଆଜି ତୃତୀୟ ଟି-ଟ୍ୱେଣ୍ଟି ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ୨ଟି ମ୍ୟାଚ୍ ଜିତିବା ପରେ ରୋହିତ ବାହିନୀ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ…
ଇତିହାସ ରଚିଲେ କମଲା ହାରିସ୍: ୧ ଘଣ୍ଟା ୨୫ ମିନିଟ୍ ପାଇଁ ସମ୍ଭାଳିଲେ ରାଷ୍ଟ୍ରପତି ଦାୟିତ୍ୱ
ୱାଶିଂଟନ : ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରେକୀୟ ତଥା ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ । ପ୍ରଥମ ଦକ୍ଷିଣ ଏସିୟ ବଂଶୋଭବ ତଥା ପ୍ରଥମ ମହିଳା ଭାବେ ୧ ଘଣ୍ଟା ୨୫ ମିନିଟ୍ ପାଇଁ ସେ ତୁଲାଇଛନ୍ତି…
୨ରୁ ୩ ଦିନ ପର୍ଯ୍ୟନ୍ତ କୋହଲା ପାଗ, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଛିଞ୍ଚିବ ବର୍ଷା
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ୱବର୍ତ୍ତୀ ରୟାଲସୀମାରୁ ଉପକୂଳ ଆନ୍ଧ୍ର ପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସମୁଦ୍ର ପତ୍ତନଠାରୁ ୧.୫କିମି ଉପରେ ନିମ୍ନ ଚାପରେଖା ସକ୍ରିୟ ରହିଛି…
ରାଶିଫଳ(ରବିବାର,୨୧ ନଭେମ୍ବର,୨୦୨୧)
ମେଷ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ…
ଆପଣଙ୍କ ପ୍ରେମିକର ସ୍ୱଭାବ ଜାଣିବା ପାଇଁ ଏହି ସବୁ ଜିନିଷ ଉପରେ ନଜର ରଖନ୍ତୁ
ନୂଆଦିଲ୍ଳୀ:ଦୁଇ ଲୋକଙ୍କ ମଧ୍ୟରେ ପ୍ରେମ ଭରା ସମ୍ପର୍କ ହିଁ ନିଜ ଭିତରେ ଏକ ବଡ କଥା । ପ୍ରେମର ଅନୁଭବ ଯେକୌଣସି ଲୋକ ପାଇଁ ବହୁତ ଖାସ୍ ହୋଇଥାଏ । ପ୍ରେମ ସମ୍ପର୍କର ଆରମ୍ଭରେ ସବୁ ଦମ୍ପତିଙ୍କୁ ସବୁକିଛି ଠିକ୍ ଓ ଭଳ…
ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଣମାଧ୍ୟମ ବିକ୍ରି ହୋଇପାରେ, ନିର୍ଦ୍ଦିଷ୍ଟ ବିଚାରର ସମର୍ଥନ କରିପାରେ, କିନ୍ତୁ ସ୍ତମ୍ଭକାର ନୁହେଁ। ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ…
ଡ୍ରିମଗାର୍ଲଙ୍କୁ ମିଳିଲା ଇଣ୍ଡିଆନ ପର୍ସନାଲିଟି ଅଫ ଦି ଇୟର
ଗୋଆରେ ୫୨ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ । ମହୋତ୍ସବରେ ବିଶିଷ୍ଟ ବଲିଉଡ ଅଭିନେତ୍ରୀ ହେମାମାଳିନୀ ପୁରସ୍କୃତ । ୨୦୨୧ର ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଭାବେ ହେମାମାଳିନୀଙ୍କୁ ପୁରସ୍କାର । ପ୍ରଥମ ଥର ପାଇଁ…
ବିଜେପି ବିରୋଧରେ ବିଷ ଉଗାଳିଲେ ମନୋହର ପାରିକରଙ୍କ ପୁଅ: ପାଣାଜୀ ନ ମିଳିଲେ ବିଦ୍ରୋହ ଧମକ
ନୂଆଦିଲ୍ଳୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଜେପିକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ପାଣାଜୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକେଟ ନ ମିଳେ…
ବାହାଘର ଖର୍ଚ୍ଚ କମ୍ କରିବା ପାଇଁ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ବିବାହ ସିଜିନ ଆରମ୍ଭ ହୋଇଯାଇଛି । ଆଉ ବିବାହ କାର୍ଯ୍ୟରେ ଅଧିକ ଟଙ୍କା ତ ଖର୍ଚ୍ଚ ନିଶ୍ଚୟ ହୋଇଥାଏ । ସବୁକିଛି ଭଲରେ ହେବା ପାଇଁ ହେଉ କିମ୍ବା ଆଶା ପୂରଣ କରିବା ପାଇଁ ଲୋକେ ଧାର କରଜ ମଧ୍ୟ କରିଥାନ୍ତି ।…
ଅଷ୍ଟମ ପାସଙ୍କୁ ମିଳିବ ସରକାରୀ ଚାକିରି: ଆବେଦନ ପାଇଁ ବାକି ମାତ୍ର ଦୁଇ ଦିନ; ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଳୀ: ଭାରତୀୟ କୋକିଙ୍ଗ କୋଲ ଲିମିଟେଡରେ ସୃଷ୍ଟି ହୋଇଛି ଖାଲି ପଦ । ଅଷ୍ଟମ ପାସ କରିଥିଲେ ମିଳୁଛି ସରକାରୀ ଚାକିରିର ସୁଯୋଗ । ୮ ନଭେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ସୋମବାର ଆବେଦନ…