fbpx
Browsing Category

Featured

ଭଦ୍ରକ-ବାଲେଶ୍ୱରରେ ପରେ ମୟୂରଭଞ୍ଜକୁ ‘ୟଶ’ ଭୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ନୟାନ୍ତ କରିଦେଇଛି । ତେବେ ଏହାର ପ୍ରଭାବରେ ଆଜି ରାତି ଯାଏଁ ୧୨୦-୧୩୦ କିମି…

ଜୋତା ଓ ସାନିଟାରୀ ପ୍ୟାଡରେ ପରଷା ହୋଇଛି ଖାଦ୍ୟ, ଦେଖନ୍ତୁ କିଛି ଅଜବ ପ୍ଲେଟିଂ ଫଟୋ

ନୂଆଦିଲ୍ଲୀ: ସାଧାରଣତଃ ଆମେ ବିଭିନ୍ନ ନାମୀଦାମୀ ରେଷ୍ଟୁରାଣ୍ଟରେ ଦେଖିଛେ ଯେ ସେଠାକାର ଡାଇନିଂ ଠାରୁ ଆରମ୍ଭ କରି ପ୍ଲେଟିଂ ପର୍ଯ୍ୟନ୍ତ ସବୁ କିଛି ବହୁତ ସୁନ୍ଦର ଭାବରେ ସଜା ହୋଇଥାଏ । ସେମାନେ ଗ୍ରାହକ ମାନଙ୍କୁ ଖୁସି…

ୟଶ ମୁକାବିଲା ପାଇଁ ବିଜେପିର ପ୍ରସ୍ତୁତି, ଗଢ଼ିଲା ସମନ୍ୱୟ କମିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ପୂର୍ବାହ୍ଣ  ୯ଟାରୁ ବାତ୍ୟା ସ୍ଥଳଭାଗ ଛୁଇଁଥିବାବେଳେ ଏହା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ତାଣ୍ଡବ ରଚିବ ବୋଲି…

କୃଷକ ଆନ୍ଦୋଳନକୁ ପୁରିଲା ଛଅ ବର୍ଷ, ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ

ନୂଆଦିଲ୍ଲୀ : ତିନି କୃଷିି ଆଇନ ବିରୋଧରେ ଗତ ବର୍ଷଠୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଅର୍ଥାତ ମେ ୨୬ରେ ଛଅ ମାସ ପୁରିଛି । ଏହି ଅବସରରେ କୃଷକ ସଂଗଠନ ବୁଧବାର କଳା ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । କୃଷି ଆଇନ…

ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସହ ରାଜ୍ୟ ସମବାୟ ବ୍ୟାଙ୍କର ହେବ ମିଶ୍ରଣ: ଆରବିଆଇ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ମୁମ୍ବାଇ: ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ସହ ରାଜ୍ୟ ସମବାୟ ବ୍ୟାଙ୍କ ଏସସିବି)ର ମିଶ୍ରଣ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ବ୍ୟାଙ୍କିଙ୍ଗ…

ବାତ୍ୟା ପ୍ରକୋପ ଭିତରେ ବେଙ୍ଗଲରେ ଟର୍ଣ୍ଣାଡୋର ହୁଙ୍କାର

କୋଲକାତା: ଓଡିଶା ତଥା ପଶ୍ଚିମବଙ୍ଗ ଉପରେ ବାତ୍ୟାର ପ୍ରକୋପ ଜାରି ରହିଛି । କିନ୍ତୁ ବାତ୍ୟା ସହିତ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି । ଏହି ଟର୍ଣ୍ଣାଡୋ ସମୁଦ୍ର ଭିତରୁ ସ୍ଥଳ ଭାଗକୁ…

ସରକାରଙ୍କ ବିରୋଧରେ ହାଇକୋର୍ଟ ପହଂଚିଲା ହ୍ୱାଟ୍ସଆପ୍‌, ନୂଆ ନିୟମରେ ଲୋକଙ୍କ ଗୋପନୀୟତା ବିପଦରେ ପଡିଯିବ !

ନୂଆଦିଲ୍ଲୀ : ଭାରତ ସରକାରଙ୍କ ନୂତନ ଆଇଟି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲା ହ୍ୱାଟ୍ସଆପ୍ । ହ୍ୱାଟ୍ସଆପ ନିଜ ଅଭିଯୋଗରେ ସରକାରଙ୍କୁ ବୁଧବାରଠୁ ଜାରି ହେଉଥିବା ନିୟମକୁ ଲାଗୁ ନକରିବାକୁ ଦାବି କରିଛି।…

ବିପଦ ଟଳିନି; ସନ୍ଧ୍ୟା ଯାଏଁ ରହିବ ବାତ୍ୟା ପ୍ରଭାବ

ନୂଆଦିଲ୍ଲୀ: ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ସକାଳ ୯ଟାରୁ ଆରମ୍ଭ କରିଛି । ଧାମରା ଓ ବାଲେଶ୍ୱର ସହରର ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ୍ କରିଛି । ତେବେ ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ଯାଏଁ ଲାଗି…

ବେକାର ଭାବି ଲଟେରି ଟିକେଟକୁ ଫିଙ୍ଗିଦେଇଥିଲେ: ସଚ୍ଚୋଟ ଦୋକାନୀଙ୍କ ପାଇଁ ମହିଳା ଜିତିଲେ ୭ କୋଟିର ପୁରସ୍କାର

ନ୍ୟୁୟର୍କ: ବର୍ତ୍ତମାନର ସମୟରେ ଆମେରିକାରେ ଜଣେ ଭାରତୀୟ ପରିବାରଙ୍କ ପ୍ରଶଂସା ଜୋରଦାର ହେଉଥିବା ଦେଖାଯାଇଛି । ଗୋଟିଏ ଲଟେରି ଟିକେଟକୁ ଜଣେ ମହିଳା ବେକାର ଭାଙ୍ଗି ଫିଙ୍ଗିଦେଇ ଚାଲିଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ…

ଦେଶରେ ବଢ଼ିଲା ମୃତ୍ୟୁ: ପୁଣି ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ପୁଣି ବୃଦ୍ଧି ପାଇଥିବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ବୃଦ୍ଧି ପାଇଥିବା ଜଣାପଡ଼ିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୫୭ ଜଣଙ୍କ ମୃତ୍ୟୁ…