Browsing Category
Featured
ପୁନୀତଙ୍କ ମୃତ୍ୟୁକୁ ଭୁଲାଇପାରୁନାହାନ୍ତି ଫ୍ୟାନ: ଆଖିଦାନ ପାଇଁ କରୁଛନ୍ତି ଆତ୍ମହତ୍ୟା
ନୂଆଦିଲ୍ଲୀ: କନ୍ନଡ଼ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତକୁ ଏକ ସପ୍ତାହରୁ ଅଧିକ ସମୟ ହୋଇଥିଲେବି ଫ୍ୟାନମାନେ ଏହି ଦୁଃଖରୁ ନିଜକୁ ଭୁଲାଇପାରିନାହାନ୍ତି । କର୍ଣ୍ଣାଟକରେ ଏବେ ପୁନୀତଙ୍କ ଫ୍ୟାନ ପୁନୀତଙ୍କ ମୃତ୍ୟୁ…
ଶନିବାର ଠାରୁ ଲାଗୁହେବ ସଂଶୋଧିତ ତେଲ ଦର
ଭୁବନେଶ୍ୱର: ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ । ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍ । ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରୁ…
ଆର୍ୟନ ଖାନ୍ ଗିରଫ ଘଟଣା: ତଦନ୍ତ କରିବେନି ସମୀର ୱାଙ୍ଖଡ଼େ
ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲା ଓ ଆର୍ୟନ ଖାନ୍ ଗିରଫ ଘଟଣା । ଆର୍ୟନ ଖାନ୍ ମାମଲାର ତଦନ୍ତ ଭାରରୁ ହଟିଲେ ସମୀର ୱାଙ୍ଖଡ଼େ । ଏନିସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ଏନସିବି ମୁଖ୍ୟାଳୟକୁ ବଦଳି ।…
ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି
ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ମୁଖ୍ୟ କିରାଣି । ବିଲ୍ ପାଇଁ କଣ୍ଟ୍ରାକ୍ଟରଙ୍କଠାରୁ ନେଉଥିଲେ ସାଢ଼େ ୩ ହଜାର ଟଙ୍କା । ମୁଖ୍ୟ କିରାଣି ପ୍ରଣୟ କୁମାର ପଟ୍ଟନାୟକଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ୱର ଆର ଆଣ୍ଡ ବି…
ଜନ୍ମ ଦିନରେ ଟସ୍ ଜିତିଲେ କୋହଲି; ଭାରତର ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡକପ୍ ୨୦୨୧ରେ ନିଜର ଚତୁର୍ଥ ମୁକବିଲାରେ ଆଜି ଟିମ୍ ଇଣ୍ଡିଆ ସ୍କଟଲାଣ୍ଡର ସାମ୍ନା କରିବାକୁ ଯାଉଛି । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖୋଳଯିବ ଏହି ମ୍ୟାଚ । କିଛି ସମୟ ମଧ୍ୟରେ…
ମାନସିକ ବିକୃତ ବ୍ୟକ୍ତିଙ୍କୁ ପଥରରେ ଛଚି ହତ୍ୟା, ପୋଲିସର ତଦନ୍ତ ଜାରି
କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ବ୍ୟକ୍ତିଙ୍କୁ କେହି ପଥରରେ ଛେଚି ହତ୍ୟା କରିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିବାବେଳେ ପଦ୍ମପୁର ଅଞ୍ଚଳରେ ବୁଲୁଥିବା ସମୟରେ ଗତକାଲି ତାଙ୍କୁ…
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନର ଫୁ’: ଥଇଥାନ ନକରି ଭାଙ୍ଗିଲା ବିସ୍ଥାପିତଙ୍କ ଘର
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡାଇ ଦେଲା ଜିଲ୍ଲା ପ୍ରଶାସନ । ଥଇଥାନ ନକରି ଭାଙ୍ଗିଲା ବିସ୍ଥାପିତଙ୍କ ଘର । ଅଭିଯୋଗ ପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ କଲେ ସ୍ଥିତି ଅନୁଧ୍ୟାନ ।
ସୂଚନା ଅନୁଯାୟୀ,…
କୁଚ୍ ବିହାର ପାଇଁ ୧୯ ବର୍ଷରୁ କମ୍ ଓଡ଼ିଶା ଟିମ୍ ଘୋଷିତ: ବିଦର୍ଭ ସହ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର: କୁଚ୍ ବେହାର ଟ୍ରଫି କ୍ରିକେଟ ପାଇଁ ୧୯ ବର୍ଷରୁ କମ ଓଡ଼ିଶା ଟିମ୍ ଘୋଷିତ ହୋଇଛି । ଘୋଷିତ ୨୨ ଜଣିଆ ଟିମରେ ଶ୍ରେଷ୍ଠ ସିଂହଙ୍କୁ ଅଧିନାୟକ ଦାୟିତ୍ୱ । ନଭେମ୍ବର ୨୯ରୁ ଇନ୍ଦୋରରେ ଆରମ୍ଭ ହେବ କୁଚ୍ ବେହାର…
ଶସ୍ତା ହେବ ଖାଇବା ତେଲ, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦିନକୁ ଦିନ ରୋଷେଇ ଘରକୁ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ପରେ ଖାଇବା ତେଲ ଦର ବି ଆକାଶ ଛୁଆଁ ହେବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ସାଧାରଣ ବର୍ଗ ଲୋକଙ୍କ ଆସିଛି ଖୁସି ଖବର ।…
ସୁସ୍ଥ ପରେ ବି କରୋନା ଟେଷ୍ଟ ପଜିଟିଭ୍ ଆସିଲେ କିପରି କରିବେ ଯାତ୍ରା? ସରକାର ଖୋଜିଲେ ରାସ୍ତା
ବେଙ୍ଗାଲୁରୁ: କରୋନା ମହାମାରୀ ଯେତେ ଜଟିଳ ସେତେ ବ୍ୟାପକ, ଏହାର ଲକ୍ଷଣ ବି ସେପରି ରହିଛି । ମହାମାରୀ ସହ ଜଡ଼ିତ ଏକ ସମସ୍ୟା ହେଉଛି କି, କରୋନାରୁ ସୁସ୍ଥ ହେବା ପରେ ବି ଲୋକଙ୍କର ଆରଟି-ପିସିଆର ରିପୋର୍ଟ ପଜିଟିଭ୍ ଆସୁଛି…