fbpx
Browsing Category

Featured

ଦେଶ ପାଇଁ ଆଶ୍ୱସ୍ତିକର ଖବର: ଆମେରିକାରୁ ଆସିଲା ରେମଡେସିଭରର ୨୫୬୦୦ ଡୋଜ୍

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ଆତଙ୍କ ଖେଳାଇଦେଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ଦେଶ ବାହାରୁ ଅନେକ ସାହାଯ୍ୟ ଆସି ପହଞ୍ଚୁଛି ।…

ଯୁକ୍ତଦୁଇ ନାମଲେଖା ପାଇଁ ଦଶମ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ ନା ନାହିଁ, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୮ା୫ (ଓଡିଶା ଭାସ୍କର): 'ରାଜ୍ୟରେ ଯୁକ୍ତଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ପଢ଼ିବା ନେଇ ସରକାରୀ ସ୍ତରରେ ଯୋଜନା କରାଯାଉଛି ।' ତେବେ ଏଭଳି…

ବ୍ରିଟେନ୍ ବଢ଼ାଇଲା ସହଯୋଗର ହାତ: ଦୁନିଆର ସବୁଠାରୁ ବଡ ବିମାନରେ ଭାରତକୁ ଆସୁଛି ଅକ୍ସିଜେନ୍ ଜେନେରେଟର୍ ଏବଂ ଭେଣ୍ଟିଲେଟର୍

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର): କରୋନା ମାମଲା ଦିନକୁ ଦିନ ଭାରତରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ଭୟାନକ ସ୍ଥିତିରେ ରହିଛି । ତେଣୁ ଦେଶର ଏପରି ଘଡିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ଦେଶ ସହଯୋଗର ହାତ ବଢ଼ାଉଛନ୍ତି…

ମିଜୋରାମରେ ଲାଗୁହେଲା ୭ ଦିନିଆ ଲକଡାଉନ୍

ନୂଆଦିଲ୍ଲୀ, ୮ା୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଜୋରାମରେ ୭ ଦିନିଆ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୪ଟାରୁ ଏହା ଲାଗୁହୋଇ ମେ ୧୭ ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟରେ…

କଙ୍ଗନା ରନାୱତ କରୋନା ପଜିଟିଭ୍

ମୁମ୍ବାଇ, ୦୮/୦୫(ଓଡିଶା ଭାସ୍କର) : କରୋନା ସଂକ୍ରମଣ ଦିନକୁ ଦିନ ତୀବ୍ର ରୁପ ନେଉଛି । ଦେଶରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଭିତରେ ଅନେକ ବଲିଉଡ୍ ସେଲେବ୍ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା…

କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍ ଓଲଟିଲା: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଦଶପଲ୍ଲା, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସତେଯେମିତି କାଳଭାବେ ଉଭା ହୋଇଛି । ଯୁଆଡ଼େ ଗଲେ କେବଳ କରୋନାର ତାଣ୍ଡବ । ଗୋଟିଏ ପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଅନ୍ୟ ପଟେ କୋଭିଡ୍ ଡ୍ୟୁଟି ପାଇଁ…

ବୋହୂର ଏକାଦଶ ଦିନ ଆଖିବୁଜିଲେ ଶ୍ୱଶୁର: କରୋନାରେ ଦୈତାରୀ ପଣ୍ଡାଙ୍କ ପିତାଙ୍କ ଦେହାନ୍ତ

ବାଲେଶ୍ୱର,୮ ।୫(ଓଡିଶା ଭାସ୍କର): କରୋନା ଯୋଗୁଁ ଦୁନିଆରେ ଅନେକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । କେଉଁଠି ସ୍ତ୍ରୀ ଆଗରେ ସ୍ୱାମୀ ଜୀବନ ଚାଲିଯାଉଛି ତ ଆଉ କେଉଁଠି ମା ଆଗରେ ଜୀବନ ହାରୁଛନ୍ତି ସନ୍ତାନ । ଏହାରି…

ଦେଶରେ ବଢ଼ିଲା ମୃତ୍ୟୁ ସଂଖ୍ୟା: ଆଜି ୪୧୮୭ ମୃତ, ୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୮ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୭୦କୁ ବୃଦ୍ଧି…

ତାମିଲନାଡ଼ୁରେ ପରିସ୍ଥିତି ଅଣାୟତ୍ତ: ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୮ା୫: ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା…

ସାପ କାମୁଡ଼ାରେ ଭାଇ ଓ ଭଉଣୀ ମୃତ

ଆଳି, ୮ା୫ (ଓଡିଶା ଭାସ୍କର): ଆଳିରେ ଏକ ଦୁଃଖଦ ଘଟଣା ଘଟିଛି । ସାପ କାମୁଡ଼ାରେ ଭାଇ ଓ ଭଉଣୀ ପ୍ରାଣ ହରାଇଛନ୍ତି । ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ…