fbpx
Browsing Category

Featured

ତାମିଲ ସୁପରଷ୍ଟାର ପବନ କଲ୍ୟାଣ କୋଭିଡ୍ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ତାମିଲ ସୁପରଷ୍ଟାର ପବନ କଲ୍ୟାଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା…

ରଙ୍ଗିଲା ହାଇଦର୍ : ୩ ପ୍ରେମିକା ପାଇଁ ଧରାପଡିଲା ଗ୍ୟାଙ୍ଗଷ୍ଟାର୍

ଭୁବନେଶ୍ୱର , ୧୬ା୪ (ଓଡିଶା ଭାସ୍କର): ହାଇଦର୍ ଫେରାର୍ ଘଟଣାରେ ଆଉ ଏକ ବଡ ଖୁଲାସା ହୋଇଛି । ଗତ ୧୦ ତାରିଖରେ ହାଇଦର୍ କଟକ ଏସସିବିରୁ ଫେରାର୍ ହୋଇଯାଇଥିଲା । ହେଲେ ତେଲେଙ୍ଗାନାରୁ ତାକୁ ପୋଲିସ୍ ଧରିବାରେ ସଫଳ…

ନୀରବ ମୋଦୀଙ୍କର ଭାରତ ଫେରିବା ନେଇ ହେଲା ପଥ ପରିସ୍କାର

ନୁଆଦିଲ୍ଳୀ, ୧୬ା୪ (ଓଡିଶା ଭାସ୍କର) : ପଳାନ୍ତକ ନୀରବ ମୋଦୀ ଖୁବ୍ ଶୀଘ୍ର ଭାରତ ଫେରିବ । ଇଂଲଣ୍ଡର ଗୃହ ମନ୍ତ୍ରଣାଳୟ ନୀରବ ମୋଦୀ ଫେରିବା ନେଇ ମଞ୍ଜୁରୀ ଦେଇଛନ୍ତି । ଶୁକ୍ରବାର ଦିନ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି…

କୋଭିଡ୍ ପାଇଁ ସ୍ଥଗିତ ହେବ ନାହିଁ ଅଲିମ୍ପିକ୍ସ

ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ଚଳିତ ବର୍ଷ ଅନୁଷ୍ଠିତ ହେବ ଟୋକିଓ ଅଲିମ୍ପିକ୍ସ । ଜାପାନରେ ସଂକ୍ରମଣ ବଢ଼ୁଥିବାରୁ ଗତବର୍ଷ ଭଳି ଏବର୍ଷ ବି ଅଲିମ୍ପିକ୍ସକୁ ସ୍ଥଗିତ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।…

କର୍ଫ୍ୟୁ ବେଳେ କଣ ବନ୍ଦ ରହିବ ଓ କଣ ଖୋଲା ରହିବ ?

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସ୍ଥିତି ଦେଖି ସରକାର ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୧୭ ତାରିଖରୁ ରାଜ୍ୟର ଛତିଶଗଡ ସୀମାନ୍ତ ୧୦…

ରାଜ୍ୟରେ ଏପ୍ରିଲ୍ ୧୯ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ; ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ୧୬ ।୪ (ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ…

ବ୍ୟାନ୍ ପରେ ପୁଣି ଚାଲିଲା ସୋସିଆଲ ମିଡିଆ ପ୍ଲାଟଫର୍ମ

ନୂଆଦିଲ୍ଲୀ,୧୬।୪ (ଓଡିଶା ଭାସ୍କର): ପାକିସ୍ତାନରେ ଟୁଇଟର, ଫେସବୁକ୍, ୟୁଟ୍ୟୁବ୍, ହ୍ବାଟସଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନ୍ ପରେ ପୁଣି ଥରେ ଲାଗୁ କରାଯାଇଛି । ଆଜି ସକାଳ ୧୧ଟାରୁ ମଧ୍ୟାହ୍ନ ୩ଟା…

ଏପ୍ରିଲ୍ ୧୯ ରୁ ରାଜ୍ୟର ସମସ୍ତ କ୍ରୀଡା ହଷ୍ଟେଲ୍ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର ୧୬ ।୪ (ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡା ବିଭାଗ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ କ୍ରୀଡା ହଷ୍ଟେଲ୍ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ୍ ୧୯ ତାରିଖରୁ ରାଜ୍ୟର…

କରୋନା ପ୍ରଭାବ: ଶ୍ମଶାନରେ ଲାଗିଛି ଶବର ଧାଡି, ପୋଡିବାକୁ ସ୍ଥାନ ମିଳୁନି

ବାରଣାସୀ,୧୬ା୪ (ଓଡିଶା ଭାସ୍କର) : ଶ୍ମଶାନରେ ଲାଗିଛି ଶବର ଧାଡି ହେଲେ ପୋଡିବାକୁ ସ୍ଥାନ ମିଳୁନି । ଶବସତ୍କାର କରିବା ପାଇଁ ୫ରୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସେପଟେ ପୋଡା ହେବାକୁ ଥିବା କାଠ ମଧ୍ୟ ମିଳୁନି ।…

ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଫାଇନ୍ !

ଉତ୍ତରପ୍ରଦେଶ ୧୬ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏନେଇ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ସହିତ  ନିଜ ନିଜ ରାଜ୍ୟରେ ଲକଡାଉନ୍ ଲାଗୁ କରିବା ଆରମ୍ଭ କରି ଦେଇଛନ୍ତି ।…