fbpx
Browsing Category

Featured

ଘୂର୍ଣ୍ଣିଝଡ ଓ ବଜ୍ରପାତ ନେଇ ଏସଆରସିଙ୍କ ସତର୍କତା

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ସର୍ତକତା କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ସର୍ତକ କରାଇଛନ୍ତି । ସନ୍ଧ୍ୟା ସାଢେ ୬ଟା ଯାଏଁ ସତର୍କ…

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଣ୍ଟାଯାଉଥିଲା ସିଙ୍ଗଡା ଓ ଜିଲାପି

ଉତ୍ତରପ୍ରଦେଶ, ୧୧ା୪(ଓଡିଶା ଭାସ୍କର) : ବର୍ତ୍ତମାନ ଅନେକ ରାଜ୍ୟରେ ନିର୍ବାଚନ ଜାରି ରହିଛି । ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଭୋଟର୍ ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ପ୍ରସାର ଜୋରଦାର କରୁଛନ୍ତି । ହେଲେ ଏହା ଭିତରେ…

ଆଣ୍ଟିଲିଆ ମାମଲାରେ ଆଉ ଜଣକୁ ଗିରଫ କଲା ଏନଆଇଏ

ମୁମ୍ବାଇ , 11/4: ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସି (NIA) ଆଣ୍ଟିଲିଆ ମାମଲାରେ ରବିବାର ମୁମ୍ବାଇ ପୋଲିସର ଆସିଷ୍ଟାଣ୍ଟ ପୋଲିସ ଇନସ୍ପେକ୍ଟର  ରିୟାଜ କାଜିଙ୍କୁ ଗିରଫ କରିଛି । ଗିରଫ କାଜି ସଚିନ ୱାଜେର ଘନିଷ୍ଠ…

ମଧ୍ୟପ୍ରଦେଶରେ ଭୂମିକମ୍ପର ତୀବ୍ରତା ୩.୯

ମଧ୍ୟପ୍ରଦେଶ ୧୧ା୪(ଓଡିଶା ଭାସ୍କର) : ଦେଶରେ ଆଜି କରୋନା ଟିକା ଉତ୍ସବ ପାଳନ କରାଯାଉ ଥିବା ବେଳ ମଧ୍ୟପ୍ରଦେଶରେ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ ଅନୁସାରେ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା ।…

ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ରାଜ୍ୟରେ ଲାଗିଲା ଲକଡାଉନ୍, ୧୪ ଏପ୍ରିଲରୁ ୭ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ

ରାୟପୁର,୧୧ ।୪: କରୋନା ମାମଲା ଧିରେ ଧିରେ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଛତିଶଗଡରେ ଲକଡାଉନ୍ ଲାଗୁ ହୋଇଛି । ପରିସ୍ଥିତି ବିଗିଡିବାରୁ ୩ ଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରିବାକୁ ରାଜ୍ୟ ସରକାର…

ନୁଆ ଫଟୋ ସୁଟ୍ ପାଇଁ ଟ୍ରୋଲ୍ ହେଉଛନ୍ତି ରୁବିନା, କିଏ କହୁଛି ପତ୍ରକୋବି ତ ଆଉ କିଏ କହୁଛି ଗାରବେଜ୍

ନୁଆଦିଲ୍ଲୀ, ୧୧ା୪(ଓଡିଶା ଭାସ୍କର) : 'ବିଗ୍ ବସ୍-୧୪'ର ୱିନର୍ ରୁବିନା ଦିଲୈକ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାନ୍ତି । ତାଙ୍କର ସବୁ ଭିଡିଓ ଏବଂ ଫଟୋ, ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସେ । ତେଣୁ ସେ ଏବେ…

୨ଟି ମୁଣ୍ଡ, ୩ଟି ହାତ,୪ଟି ଆଖି ଏବଂ ୪ଟି କାନ ସହିତ ଜନ୍ମ ହୋଇଛି ନିଆରା ଶିଶୁକନ୍ୟା

କେନ୍ଦ୍ରାପଡା ୧୧ା୪(ଓଡିଶା ଭାସ୍କର) : ଜନ୍ମ ହୋଇଛି ନିଆରା ଶିଶୁକନ୍ୟା । କେନ୍ଦ୍ରପଡାର ଏକ ଘରୋଇ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଛି । ଯାହାର ଦୁଇଟି ମୁଣ୍ଡ, ୩ଟି ହାତ,୪ଟି ଆଖି ସହିତ ୪ଟି କାନ ମଧ୍ୟ ରହିଛି । ସୂଚନା…

ମା’ ବୁଢୀ ଠାକୁରାଣୀ ପୀଠରେ ଲାଗିଲା ୧୪୪ ଧାରା

ବ୍ରହ୍ମପୁର,୧୧ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ…

ଟିକାର ଅଭାବ! ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ଟିକାକରଣ ସାଜିଛି ମାଧ୍ୟମ । ଏହାରି ମଧ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ…

ଟିକାକରଣ ଉପରୁ ବୟସ ସୀମା ହଟାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ

ନୂଆଦିଲ୍ଲୀ ୧୧ା୪(ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଚିନ୍ତାରେ ରହିଛନ୍ତି । ଏପଟେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ…