Browsing Category

Featured

୫୨ ବର୍ଷରେ ପଦାର୍ପଣ କଲେ ଏହି ଭାରତୀୟ ଦ୍ରୁତ ବୋଲର, ତାଙ୍କ ନାଁରେ ରହିଛି ସବୁଠୁ ଅଧିକ ବିଶ୍ୱ କପ୍ ଖେଳିବାର ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଜଭାଗଲ ଶ୍ରୀନାଥ ମଙ୍ଗଳବାର ନିଜର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୬୯ ଅଗଷ୍ଟ ୩୧ରେ କର୍ଣ୍ଣାଟକର ମହୀଶୂରରେ ଜନ୍ମିତ ଶ୍ରୀନାଥ ଭାରତ ପକ୍ଷରୁ ୬୨ ଟେଷ୍ଟ, ୨୨୯…

ଅପରାହ୍ନରେ ଆସିବ ସେପ୍ଟେମ୍ବର ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ କିଛିଦିନ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ମାସ ପାଇଁ ଆଜି ଅପରାହ୍ନରେ ଆସିବ କରୋନା ଗାଇଡଲାଇନ୍ । ଦିନ ୨ଟାରୁ ୩ଟା ଭିତରେ ଆସିପାରେ…

ଏବେ ଦହି ହାଣ୍ଡିକୁ ନେଇ ବିଜେପି-ଶିବସେନା ମୁହାଁମୁହିଁ, ବିଧାୟକଙ୍କ ଘରେ ପହଞ୍ଚିଲା ପୋଲିସ

ମୁମ୍ବାଇ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଦହି ହାଣ୍ଡି କାର୍ଯ୍ୟକ୍ରମକୁ ନେଇ କଳହ ଆରମ୍ଭ ହୋଇ ଯାଇଛି । ବିଜେପି ବିଧାୟକ ରାମ କଦମଙ୍କୁ ମଙ୍ଗଳବାର ଦହି ହାଣ୍ଡି ପାଳନ ରୋକିବା ପାଇଁ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲକ୍ଷାଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର । ଭାରତ ସରକାର ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବଢ଼ାଇବାକୁ ଯୋଜନା କରୁଛନ୍ତି । ତେବେ ନିକଟରେ ସରକାର କର୍ମଚାରୀଙ୍କ ପାଇଁ…

IPL 2022 : ବିସିସିଆଇକୁ ଦୁଇଟି ଦଳରୁ ମିଳିପାରେ ୫ ହଜାର କୋଟି ଟଙ୍କା, ଆଗାମୀ ସିଜିନରେ ଖେଳାଯିବ ୭୪ ମ୍ୟାଚ୍

ନୂଆଦିଲ୍ଲୀ : ବିସିସିଆଇ ଘରୋଇ ଟି-୨୦ ଲିଗ୍ ଆଇପିଏଲକୁ ନେଇ ବଡ ପ୍ରସ୍ତୁତି କରୁଛି । ଆଗାମୀ ସଂସ୍କରଣରୁ ଅ।ଇପିଏଲରେ ୮ ବଦଳରେ ୧୦ ଦଳ ମଇଦାନକୁ ଓହ୍ଲାଇବେ । ବୋର୍ଡ ଗୋଟିଏ ଦଳର ମୂଳ ଦର ପ୍ରାୟ ୨ ହଜାର କୋଟି ଟଙ୍କା…

ଜାଲିଆନାୱାଲା ବାଗର ପୁନଃନିର୍ମାଣକୁ ନେଇ କ୍ଷୁବ୍ଧ ରାହୁଲ ଗାନ୍ଧୀ, କହିଲେ- ମୁଁ ସହିଦର ପୁଅ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଜାଲିଆନାୱାଲା ବାଗ ସ୍ମାରକୀ ସ୍ଥଳର ପୁନଃନିର୍ମାଣ କରାଯିବା ପରେ ଏହାର ଭବ୍ୟତାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶ୍ନ ଉଠିଛି । ଏହି ସବୁ ପ୍ରଶ୍ନକୁ ନେଇ…

ଯାଉ ଯାଉ ତାଲିବାନକୁ ବଡ ଯନ୍ତ୍ରଣା ଦେଇ ଚାଲିଗଲା ଆମେରିକା, ଅକାମୀ କରି ଦେଲା ଶତାଧିକ ବିମାନ ଓ ଅସ୍ତ୍ର ଶସ୍ତ୍ର

ନୂଆଦିଲ୍ଲୀ : ଆମେରିକା ସେନା ନିଜର ସମୟ ସୀମା ପୂର୍ବରୁ ଆଫଗାନିସ୍ତାନ ଛାଡି ଚାଲିି ଯାଇଛି । କାବୁଲରୁ ଆମେରିକାର ଶେଷ ବିମାନ ଉଡାଣ ଭରିବା ପରେ ତାଲିବାନ ଉତ୍ସବ ପାଳନ ଆରମ୍ଭ କରି ଦେଇଛି । ହେଲେ ଯାଉ ଯାଉ ଆମେରିକା…

କରୋନା ସାଜୁଛି କାଳ, ପୁଣି ନେଲା ଆଉ ଏକ ଶିଶୁର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ଚିନ୍ତା ବଢ଼ାଇଛି । ପ୍ରତିଦିନ ପାଖାପାଖି ୧୦୦ ଜଣ ଶିଶୁ ପଜିଟିଭ୍ ହୋଉଥିବା ବେଳେ ଏହାର ତୃତୀୟ ଲହରର ସଙ୍କେତ ବୋଲି କହୁଛନ୍ତି ବିଶେଷଜ୍ଞ । ଏହାରି ମଧ୍ୟରେ…

ଟୋକିଓ ପାରାଅଲିମ୍ପିକ୍ସ ସୁଟିଂରେ ସିଂହରାଜ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରାଅଲିମ୍ପିକ୍ସ ସୁଟିଂରେ ବ୍ରୋଞ୍ଜ ହାତେଇଛନ୍ତି ସିଂହରାଜ ଅଧନା । ୧୦ ମିଟର ଏୟାର ପିସ୍ତଲରେ ତାଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଏହି କ୍ରମରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି…

ମାଗଣାରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ କିଣିବାର ସୁଯୋଗ ଦେଉଛି Flipkart ! ଜାଣନ୍ତୁ କେଉଁ ଗ୍ରାହକଙ୍କୁ ମିଳିବ ଏହାର ଫାଇଦା

ଫୋନ୍ କିଣିଲା ବେଳେ ଆମେ ନିଜର ବଜେଟ୍ ଦେଖିଥାଉ । ଫୋନର ଫିଚର୍ସ ଦେଖିବା ସହିତ ଫୋନରେ କ’ଣ କ’ଣ ଅଫର ରହିଛି ଓ କିପରି ଶସ୍ତାରେ ଆମେ ଏହାକୁ କିଣିପାରିବା, ତାହା ଉପରେ ଧ୍ୟାନ ଦେଉ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ…