Browsing Category

Featured

ଅପହରଣ ନାଟକର ପର୍ଦ୍ଦାଫାସ, ସ୍ୱିଗି ବୟ ଚିକୁନକୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫୁଡ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅପହରଣ ନାଟକ ରଚିଥିବା ‘ସ୍ୱିଗି’ ବୟ ଚିକୁନକୁ ଧଉଳି ଥାନା ପୋଲିସ ଆଜି ଗିରଫ କରିଛି । ମିଛ…

ସେଣ୍ଟ୍ରାଲ ଭିଷ୍ଟାକୁ ନେଇ ବିରୋଧୀଙ୍କୁ ମୋଦୀଙ୍କ ଜବାବ- ଯେଉଁ କାମ ସ୍ୱାଧୀନତା ପରେ ହେବାର ଥିଲା, ତାହା ଆଜି ଆମେ କରୁଛୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଆଧାରରେ ନିର୍ମିତ ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରର ଉଦଘାଟନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଣ୍ଟ୍ରାଲ…

ଭିଜିଲାନ୍ସ ଜାଲରେ ଫସିଲେ ଇଞ୍ଜିନିୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଇଞ୍ଜିନିୟର । ଆସ୍କା ସବଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଶ୍ୱର ଦାସକୁ ଧରିଛି ଭିଜିଲାନ୍ସ । ୫୦ ଜହାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଠା ଜଳସେଚନର ଆସିଷ୍ଟାଣ୍ଟ…

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ରଦ୍ଦ, ସାମ୍ନାକୁ ଆସିଲା ବଡ କାରଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ଆଇସିସି ଟି-୨୦ ବିଶ୍ୱ କପ୍ ପରେ ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତରେ ଭାରତ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି-୨୦ ଅନ୍ତର୍ଜାତୀୟ ମୁକାବିଲା…

ଗୁଜରାଟ କ୍ୟାବିନେଟ୍ ବିସ୍ତାର: ନୂତନ ସରକାରରେ ରୂପାନୀଙ୍କ ଟିମ୍ ବାହାର, ବିଜେପି ଖେଳିଲା ‘ନୋ ରିପିଟ୍’ କାର୍ଡ

ନୂଆଦିଲ୍ଲୀ : ଗୁଜରାଟର ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ସରକାରର ନୂତନ ମନ୍ତ୍ରୀ ଆଉ କିଛି ସମୟ ପରେ ଗାନ୍ଧିନଗର ସ୍ଥିତ ରାଜଭବନରେ ଶପଥ ନେବେ । କ୍ୟାବିନେଟ ଗଠନକୁ ନେଇ ଏ ପର୍ଯ୍ୟନ୍ତ ଯେଉଁ ଚିତ୍ର ସାମ୍ନାକୁ ଆସିଛି,…

ଦୁଷ୍କର୍ମ ମାମଲାରେ ଶୀର୍ଷରେ ରାଜସ୍ଥାନ, ଦ୍ୱିତୀୟରେ ଯୋଗୀଙ୍କ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ବୁଧବାର ଦିନ ୨୦୨୦ର ତଥ୍ୟ ପ୍ରକାଶ କରିଛି । ଏହି ଆକଳନ ଅନୁସାରେ, ସବୁଠାରୁ ଅଧିକ ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଟପ୍ ରେ ରହିଛି ।…

ଇତିହାସ ରଚିଲା Space X ; ୪ ଜଣ ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ଅନ୍ତରୀକ୍ଷକୁ ପଠାଇଲା, ଦେଖନ୍ତୁ ଭିଡିଓ

ୱାଶିଂଟନ: ଆମେରିକୀୟ ବ୍ୟବସାୟୀ ଏଲୋନ୍ ମସ୍କଙ୍କ କମ୍ପାନୀ Space X ଇତିହାସ ରଚିଛି । Space X  ପ୍ରଥମ ଥର ପାଇଁ ଭାରତୀୟ ସମୟ ୫:୩୩ରେ ଚାରି ସାଧାରଣ ଲୋକଙ୍କୁ ମହାକାଶକୁ ପଠାଇଛି । ଏହି ମିଶନକୁ ଇନ୍ସପିରେସନ ୪ ଭାବେ…

ହଲିଉଡର ରେଖା: ରୂପ ଯୌବନକୁ ଛୁଇଁ ପାରିନି ବୟସର ଗାର

ନୂଆଦିଲ୍ଲୀ:ଗୁରୁବାର ୪୬ ବର୍ଷରେ ପାଦ ଦେଇଛନ୍ତି ହଲିଉଡ ଅଭିନେତ୍ରୀ ଚାର୍ଲିଜ ଥେରନ । ୪୬ ବର୍ଷରେ ପାଦ ଦେଇଥିଲେ ହେଁ ନିଜର ସୌନ୍ଦର୍ଯ୍ୟରେ କୋଟି କୋଟି ଫ୍ୟାନଙ୍କୁ କିମିଆ କରୁଛନ୍ତି ଚାର୍ଲିଜ । ସାଉଥ ଆଫ୍ରିକାରେ…

ଉଚ୍ଚତାରୁ ଜଣାପଡ଼ିବ ଶରୀରରେ ଥିବା ରୋଗ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ମଣିଷର ଉଚ୍ଚତା ଶରୀରରେ ଥିବା ବିଭିନ୍ନ ପ୍ରକାରର ରୋଗ ସମ୍ପର୍କରେ ଅନେକ କିଛି କହିପାରେ । ୱେବମେଡ୍ ର ଏକ ରିପୋର୍ଟ ଅନୁସାରେ, ଯଦି କୌଣସି ବ୍ୟକ୍ତିର ଉଚ୍ଚତା ହାରାହାରି ଠାରୁ କମ୍ କିମ୍ବା ବେଶି ହେଲେ ତାର…

ପୁଣି ଚାଲିଛି ପୁରୀ ଏମାର ମଠର ଯାଞ୍ଚ

ପୁରୀ(ଓଡିଶା ଭାସ୍କର): ପୁରୀ ପ୍ରଶାସନ ପକ୍ଷରୁ ପୁରିଥରେ ଏମାର ମଠର ଯାଞ୍ଚ ଚାଲିଛି । ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି । ମଠରେ ଆଉ ରୁପା ଇଟା ଅଛି କି ନାହିଁ, ସେନେଇ ଯାଞ୍ଚ…