Browsing Category

Featured

ସକାଳୁ ଉଠିବା ପରେ ଚା’ ଖୋଜୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଏପରି ଭୁଲ୍ କରୁଥିଲେ ସୁଧୁରି ଯାଆନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: କିଛି ଲୋକଙ୍କ ଅଭ୍ୟାସ ରହିଛି ଯେ, ସେମାନେ ସକାଳୁ ସକାଳୁ ଉଠିବା ପରେ ଚା' ଖୋଜିଥାନ୍ତି । ଚା' ନ ପିଇଲେ ସେମାନଙ୍କ ଦିନ ଭଲରେ କଟେନି । ଆଉ ଯଦି ଏହା ଆପଣଙ୍କର ଅଭ୍ୟାସରେ ପରିଣତ ହୋଇଯାଇଚି…

AAPରେ ସାମିଲ ହେଲେ କି ସୋନୁ ସୁଦ୍? ଜାଣନ୍ତୁ କ’ଣ ଉତ୍ତର ଦେଲେ ଅଭିନେତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ଅଭିନେତା ସୋନୁ ସୁଦ । ଏହି ସାକ୍ଷାତ ପରେ ଆଜି ମୁଖ୍ୟମନ୍ତ୍ରୀ ଓ ସୋନୁ ସୁଦ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ।…

ତାଲିବାନିଙ୍କ ପାଖରେ ଦେଶ ଚଳାଇବା ପାଇଁ ନାହିଁ ଟଙ୍କା

କାବୁଲ: ଆଫଗାନିସ୍ତାନ ମାଡି ବସିବା ପରେ ଏବେ ଦେଶରେ ଘୋର ଆର୍ଥିକ ସଂକଟ ଦେଖାଦେଇଛି । ତେଣୁ ତାଲିବାନ ଏବେ ସହାୟତା ମାଗିବା ଆରମ୍ଭ କରିଛି । ଦ୍ଵିତୀୟ ଥର କ୍ଷମତାକୁ ଆସିଥିବା ତାଲିବାନ ଆଫଗାନିସ୍ତାନର ପୁନର୍ଗଠନ ପାଇଁ…

ବୋହୁକୁ ନେଇ ଶ୍ୱଶୁର ଫେରାର୍, ଅନେକ ବର୍ଷ ପରେ ଛୁଆକୁ ନେଇ ଉଭୟ ଘରକୁ ଫେରିଲେ

ଲକ୍ଷ୍ନୌ: ଆପଣ ମାନେ ପ୍ରେମକୁ ନେଇ ସମାଜ ସହିତ ଲଢ଼ୁଥିବା ଅନେକ ଯୋଡ଼ିକୁ ଦେଖିଥିବେ । ହେଲେ ଉତ୍ତରପ୍ରଦେଶର ବଦାୟୁରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଶ୍ୱଶୁରକୁ ତାର ବୋହୁ ଏତେ ପସନ୍ଦ…

ରାଜ୍ୟରେ ଆଜି ପୁଣି ଚାଲିଗଲା ୬୯ ଜୀବନ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

କନଷ୍ଟେବଲ ପ୍ରିୟଙ୍କା ମିଶ୍ରଙ୍କ ଭିଡିଓ ଭାଇରାଲ, ନିଆଗଲା ଏପରି ପଦକ୍ଷେପ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ପିସ୍ତଲ ସହିତ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏସଏସପି ମହିଳା କନଷ୍ଟେବଳଙ୍କୁ…

ଆପଣଙ୍କ Aadhaar ସହିତ କେତେ ସିମ୍ କାର୍ଡ ଜାରି ହୋଇଛି ଜାଣିଛନ୍ତି କି? ଏବେ ଘରେ ବସି ଜାଣନ୍ତୁ ଏହି ଉପାୟରେ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କର ଆଧାର କାର୍ଡରେ ପଞ୍ଜିକୃତ ସମସ୍ତ ମୋବାଇଲ୍ ନମ୍ବର ଯାଞ୍ଚ କରିପାରିବେ? ହଁ .. ଟେଲିକମ୍ ବିଭାଗର ନୂତନ ୱେବସାଇଟ୍ (DOT) ରୁ ଆପଣ ଏହି ଫୋନ୍ ନମ୍ବର ଗୁଡ଼ିକୁ ଯାଞ୍ଚ…

ପୁଣି ବାହାରିଲେ ୮୧୬ ଆକ୍ରାନ୍ତ, ଆଜି ୧୦୬ ଶିଶୁ ପଜିଟିଭ୍

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଏହି ରାଜ୍ୟରେ ଦୈନିକ ଚିହ୍ନଟ ହେଉଛି ୩୦ ହଜାର କୋଭିଡ୍ ମାମଲା, ଆକ୍ଟିଭ୍ କେସ୍ ୨ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କା ମଧ୍ୟରେ ପୁଣିଥରେ ନୁତନ କେସ୍ ବଢ଼ିବାରେ ଲାଗିଛି । ଏହା ଭିତର କେରଳରୁ ଚିହ୍ନଟ ହେଉଥିବା କୋଭିଡ୍ ମାମଲା ଏବେ ଚିନ୍ତାର କାରଣ ପାଲଟିଛି । କାରଣ ଗତ ଦୁଇ ଦିନ…

ଶରୀରରୁ ଅଦରକାରୀ କେଶକୁ ବାହାର କରିବାକୁ ଆପଣାନ୍ତୁ ଏହି ଟିପ୍ସ

ସମସ୍ତେ ନିଜ ମୁଣ୍ଡରେ ଘନ ଓ ମୋଟା କଳା କେଶ ଚାହାନ୍ତ, ଯାହାକି ଦେଖିବାକୁ ବି ବହୁତ ଭଲ ହୋଇଥାଏ । କିନ୍ତୁ ଆପ ଶରୀରର ଅନେକ ଭାଗରେ କେଶ ରହିଥାଏ, ଯାହା ଆମକୁ ଦରକାର ନଥାଏ । କେଉଁମାନଙ୍କଠାରେ ଏହା ଅଧିକ ଥାଏ, ଯାହାକି…