fbpx
Browsing Category

Featured

ଏମ୍ସରେ ବି ହେବ ଟିକାକରଣ

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): ଭୁବନେଶ୍ୱରର ୬ଟି ସ୍ଥାନରେ ଟିକାକରଣ ହେବ । ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା…

ମାହାଙ୍ଗା ହତ୍ୟା ଘଟଣା: କୁଳମଣିଙ୍କ ପୁଅଙ୍କୁ ଧମକପୂର୍ଣ୍ଣ ଚିଠି

ମାହାଙ୍ଗା, ୧୫ା୧ (ଓଡିଶା ଭାସ୍କର): କିଛିଦିନ ପୂର୍ବରୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା କୁଳମଣି ପ୍ରଧାନଙ୍କ ପୁଅଙ୍କ ପାଖକୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି । ଏହି ଚିଠିକୁ ନେଇ କୁଳମଣିଙ୍କ ପରିବାରରେ ଭୟର ବାତାବରଣ…

ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ

ବ୍ରହ୍ମଗିରି, ୧୫ା୧ (ଓଡିଶା ଭାସ୍କର): ଚିଲିକାରେ ଉଦ୍ଦିଦ ଓ ପ୍ରାଣୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ)ର ଏକ ୧୮ ଜଣିଆ ଟିମକୁ ଏହି କାର୍ଯ୍ୟର ଦାୟିତ୍ୱ ପ୍ରଦାନ କରାଯାଇଛି ।…

ଦେଶବ୍ୟାପି ସୈନିକ ଦିବସ ପାଳିତ

ନୂଆଦିଲ୍ଲୀ, ୧୫ା୧: ଆଜି ହେଉଛି ୭୩ତମ ସେନା ଦିବସ । ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ସାରା ଦେଶରେ ପରେଡ ଓ ବିଭିନ୍ନ ପ୍ରକାର ରଣକୌଶଳ ମାଧ୍ୟମରେ ସୈନିକମାନଙ୍କୁ…

ଫେରିଲା ଶୀତ: ୫ ଡିଗ୍ରୀ ଖସିଲା ପାରଦ

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ରାଜ୍ୟରେ ପୁଣି ଥଣ୍ଡା ଅନୁଭୂତ ହୋଇଛି । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରାରେ ହ୍ରାସ ଘଟିଛି । ୧୨ଟି ସହରର…

ରାଶିଫଳ (ଶୁକ୍ରବାର, ୧୫ ଜାନୁଆରୀ ୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…

କିଡନି ନାଁରେ ୧୮ ଲକ୍ଷ ଟଙ୍କାର ଠକେଇ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ବଢିଛି । କିଡନୀ ଦେବାକୁ କହି ୧୮…

ନୂଆ ମୋଟରଯାନ ଆଇନକୁ ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା, ଲାଗିଗଲା ୧ ଲକ୍ଷ ୧୩ ହଜାରର ଜୋରିମାନା

ନୂଆ ମୋଟର ଯାନ ଆଇନକୁ ଉଲ୍ଲଙ୍ଘନ କରିବାକୁ ଜଣେ ଯୁବକଙ୍କୁ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡିଛି । ଭୋପାଳର ରାୟଗଡ ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜଣେ ବ୍ୟକ୍ତିଙ୍କ ଉପରେ ଅଧିକ ଜୋରିମାନା ଲାଗିଛି ।…