fbpx
Browsing Category

Featured

ରାଜ୍ୟରେ ଆଜି ୨୩୪ ପଜିଟିଭ୍ ଚିହ୍ନଟ, ୩ ମୃତ

ଭୁବନେଶ୍ୱର,୨୮।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୬ ଜଣ ଓ ସ୍ଥାନୀୟ…

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର, ୨୮ ।୧୨(ଓଡିଶା ଭାସ୍କର) : CBI ଅଫିସ ସାମ୍ନାରେ ହଠାତ ଅସୁସ୍ଥ ହୋଇପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇସାରିବା ପରେ ନରସିଂହ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ ।…

ବିନା ଚାଳକରେ ଗଡିଲା ଟ୍ରେନ୍

ନୂଆଦିଲ୍ଲୀ,୨୮ ।୧୨: ନୂଆ ଦିଲ୍ଲୀ ମେଟ୍ରୋର ମାଜେଣ୍ଡା ଲାଇନରେ ଗଡିଲା ଚାଳକ ବିହୀନ ଟ୍ରେନ୍ । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟରେ, ଚାଳକ…

ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି,୨୮ ।୧୨(ଓଡିଶା ଭାସ୍କର): କଳାହାଣ୍ଡି ଥୁଆପଦର ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବାଲେଶ୍ୱର ନାଏକଙ୍କ ଭେଲା ଗାଁ ପୈତୃକ ଘର, ଗୋଦାମପଡ଼ା ଘର ଓ ଥୁଆପଦର ପଞ୍ଚାୟତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।…

ରାଜ୍ୟର ୬ ସହର ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୨୮ା୧୨ (ଓଡିଶା ଭାସ୍କର): ଆଜି ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ରାଜ୍ୟର ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫.୫…

ଗଛ ପକାଇ ମାଓବାଦୀଙ୍କ ରାସ୍ତାରୋକ

କନ୍ଧମାଳ, ୨୮ା୧୨ (ଓଡିଶା ଭାସ୍କର): କନ୍ଧମାଳରେ ମାଓବାଦୀଙ୍କ ଉତ୍ପାତ ଆରମ୍ଭ ହୋଇଛି । ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି । କୋଟଗଡ଼-ମୁନିଗୁଡ଼ା ରାସ୍ତାର ବଣ୍ଡା…