fbpx
Browsing Category

Featured

ଲକଡାଉନରେ ଗାଁକୁ ଫେରିଲା ପରିବାର, ଆଲମିରା ଝାଡୁ ଝାଡୁ ବାହାରିଲା ସୁନା ବିସ୍କୁଟ୍

ଭାଗ୍ୟ କେତେବେେଳେ ଯେ କାହାର ବଦଳିଯିବ, ତାହା କାହାକୁ ବା ଜଣାଥାଏ । କରୋନା ସଙ୍କଟରେ କିଛି ଲୋକଙ୍କର ଆର୍ଥିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଆଉ କିଛି ଲୋକଙ୍କ ଭାଗ୍ୟ ଚମକିବାରେ ଲାଗିଛି । ଏପରି ଏକ ମାମଲା…

ପୁଣି ନକଲି ଘିଅ କମ୍ପାନୀ ଠାବ ,ଲକ୍ଷାଧିକ ଟଙ୍କାର ଘିଅ ଜବତ

କଟକ, ୩୦ା୧୧ (ଓଡିଶା ଭାସ୍କର): କଟକ ଜିଲ୍ଲା , ନକଲି ଘିଅ କମ୍ପାନୀର ପେଣ୍ଠସ୍ଥଳ ପାଲଟିଛି । ପୂର୍ବରୁ ଜଗତପୁର ଅଞ୍ଚଳରୁ ନକଲି ଘିଅ କମ୍ପାନୀକୁ ଠାବ କରାଯାଇଥିବା ବେଳେ ଆଜି ପୁଣି ଏକ ନକଲି ଘିଅ କମ୍ପାନୀରେ ସିଏମସି…

ଏବେ ବିବାହ ଉତ୍ସବ ରେ ଯୋଗ ଦେଇ ପାରିବେ 100 ରୁ ଅଧିକ ଲୋକ , ବ୍ୟାଣ୍ଡ ବାଜା କୁ ବି ମିଳିଲା ଅନୁମତି

ବିହାର ର ପାଟନା ରେ ଏବେ ବିବାହ ଉତ୍ସବ ରେ ଏବେ 150 ଲୋକ ଯୋଗ ଦେଇ ପାରିବେ ଏହା ସହ ବ୍ୟାଣ୍ଡ ବାଜା କୁ ମଧ୍ୟ ଅନୁମତି ଦେଇଛି ପାଟନା ଜିଲ୍ଲା ପ୍ରଶାସନ। ଏହା ପୂର୍ବରୁ ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ…

ପରୀକୁ ମିଳିବ ନ୍ୟାୟ ,ଏନସିପିସିଆରଙ୍କୁ ଭେଟିଲେ ସମ୍ବିତ

ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ଏକ ଭିନ୍ନ ମୋଡ଼ ନେଇଛି । ସୂଚନାଯୋଗ୍ୟ, ପୂର୍ବରୁ ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି ତରଫରୁ ବାରମ୍ବାର ଆନ୍ଦୋଳନ…

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୪୧୮କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୫ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଆଜି  ୩୦ ଜିଲ୍ଲାରୁ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭ଜଣ ଚିହ୍ନଟ…

ଡ଼ିସେମ୍ବର ମାସରେ ଏହି ସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ , ଜଣାନ୍ତୁ କେଉଁ ଜିଲ୍ଲା ସାମିଲ

କରୋନା ଭାଇରସର ଦ୍ୱିତୀୟ ଲହର ଅନେକ ଦେଶକୁ କବଳିତ କରିଛି । ଭାରତରେ ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳି ନାହିଁ । କରୋନା ଭାଇରସର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ…

୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହର

ଭୁବନେଶ୍ୱର,,୩୦/୧୧(ଓଡିଶା ଭାସ୍କର):ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି  । ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୧ଟି ସହରର ତାପମାତ୍ରା।  ୯ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ।…