Browsing Category

Featured

ଆଜିଠାରୁ ହ୍ୱାଟ୍ସଆପରେ ଯିବ ଟଙ୍କା

ନୂଆଦିଲ୍ଲୀ,୬ ।୧୧: ହ୍ୱାଟ୍ସ ଆପ୍ ବ୍ୟବହାରକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆଜିଠୁ ଦେଶରେ ହ୍ୱାଟ୍ସ ଆପ୍ ଜରିଆରେ ପଠାଇ ହେବ ଟଙ୍କା । ଏ ନେଇ ଭାରତୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିବା ସୂଚନା ମିଳିଛି ।…

ଭାରତରେ ପୁଞ୍ଜିନିବେଶ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ନୂଆଦିଲ୍ଲୀ,୬ ।୧୧: ଭାରତ-ଓପେକ୍ ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଭାରତରେ ପୁଞ୍ଜିନିବେଶ ପାଇଁ ଓପେକ୍ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିବା ସହ ଶକ୍ତି…

ବିଧାନସଭା ହେବ ପେପରଲେସ୍

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): କରୋନା ସଂକ୍ରମଣ ପାଇଁ ବିଧାନସଭା ହେବ ପେପରଲେସ୍ । ଆଜିଠାରୁ ଏନେଇ ଆରମ୍ଭ ହେବ ଇ-ବିଧାନସଭା ତାଲିମ । ପ୍ରଥମ ପର୍ଯ୍ୟାୟରେ କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏପ୍ରିଲ ମାସରେ…

ପିଏନବି ଏଟିଏମରୁ ଲୁଟ ଘଟଣାର ପର୍ଦ୍ଦାଫାସ୍

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର):ଭୁବନେଶ୍ୱର ପଟିଆ ସ୍ଥିତ ପିଏନବି ବ୍ୟାଙ୍କରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି ।…

ରାଜ୍ୟରେ ଆଜି ୧୫ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…

ରାଜ୍ୟର ୩୦ ଜିଲ୍ଲାରୁ ୧୪୯୪ ପଜିଟିଭ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କେତେ ?

ଭୁବନେଶ୍ୱର,୬।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୪୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…