fbpx
Browsing Category

Featured

ସୁଶାନ୍ତ ସିଂ ରାଜପୁତଙ୍କ ଡାକ୍ତର କଲେ ଖୁଲାସା, କହିଲେ- ସେ ଅଙ୍କିତାଙ୍କୁ ଭୁଲି ପାରୁ ନଥିଲେ, କିନ୍ତୁ..

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ନୂଆ ନୂଆ ଖୁଲାସା ହୋବରେ ଲାଗିଛି । ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପଛରେ ଲାଗିପଡିଛି ଓ ଏନେଇ ତାଙ୍କ ଅତି ଘନିଷ୍ଠ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାର

ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।  ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ୬୦…

ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦ା୬: ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା…

ବାପାକୁ ମାରିଦେଲେ ଦୁଇ ପୁଅ

ଗଞ୍ଜାମ, ୨୦ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ପୋଲସରା ଥାନା କଳମ୍ବ ବଡ଼ସାହିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଦୁଇପୁଅ ନିଜ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି । ଦୁଇପୁଅଙ୍କ ଆକ୍ରମଣରେ ବାପାଙ୍କ…

ବଡ଼ ଖବର: ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୫ଜିଲ୍ଲାରୁ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୯…

ଦେଶରେ ୨୪ଘଣ୍ଟାରେ ସର୍ବାଧିକ ୧୪ହଜାର ୫୧୬ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୦ା୬: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯୫ହଜାର ୪୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ହଜାର ୯୪୮ରେ…

ଶାନ୍ତିରେ ବିବାଦର ସମାଧାନ ଚାହୁଁ : ବାୟୁସେନା ମୁଖ୍ୟ

ହାଇଦ୍ରାବାଦ, ୨୦ା୬: ହାଇଦ୍ରାବାଦରେ ବାୟୁସେନା ପକ୍ଷରୁ ପାସିଂ ଆଉଟ ପରେଡ଼ ହୋଇଛି । ସେହି ପାସିଂ ଆଉଟ ପରେଡ଼ରେ ବାୟୁସେନା ମୁଖ୍ୟ ବକ୍ତବ୍ୟ ଦେଇ କହିଛନ୍ତି ଯେ ସୀମାରେ ଚୀନର ଗତିବିଧି ଉପରେ ଆମର ନଜର ରହିଛି । ଜବାବ…

ଆଜି ପୁଣି ରାଜ୍ୟର ୧୧ ଟି ଜିଲ୍ଲାରେ ସଟଡ଼ାଉନ୍

ଭୁବନେଶ୍ୱର,୨୦/୬(ଓଡିଶା ଭାସ୍କର): ସର ରାଜ୍ୟରେ କରୋନା ହୁ ହୁ ହୋଇ ମାଡିଚାଲିଥିବା ବେଳେ ଏହା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ସରକାର। ଏନେଇ ଆଜି ପୁଣି ରାଜ୍ୟର ୧୧ ଟି ଜିଲ୍ଲାରେ ସଟଡ଼ାଉନ୍…

ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୨୦/୬(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରଷ୍କାର ପାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।…

ଦୁଃଖ ଓ ଟେନସନକୁ ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ..

ଆଜିକାଲି ଦୁନିଆରେ ଲୋକମାନେ ନିଜ କ୍ୟାରିୟରକୁ ନେଇ ଟେନସନ ଓ ଦୁଃଖରେ ରହିଆସୁଛନ୍ତି । ଯଦି ଆପଣ ବି ଏହିପରି ସମସ୍ୟା ଭୋଗ କରୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ.. -ମେଡିଟେସନ ବା ଧ୍ୟାନ ସମୟରେ ଗଭୀର ନିଶ୍ୱାସ…