fbpx
Browsing Category

Featured

ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (୯ା୬ା୨୦୨୦, ମଙ୍ଗଳବାର)

ମେଷ -ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ । ବୃଷ -ଆପଣଙ୍କ ଆଶା ଏବଂ…

କଟକରୁ ଆଉ ୫୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୮/୬(ଓଡିଶା ଭାସ୍କର): କଟକରେ ଆଉ ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ମୁଣ୍ଡଳୀ NDRF କ୍ୟାମ୍ପରୁ ୪୯, ବଡ଼ମ୍ବା ରୁ ୨ଜଣ, ନିଶ୍ଚିତ କୋଇଲି ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

NDRF କ୍ୟାମ୍ପର ୫୦ ଜଣ ସଦସ୍ୟ କରୋନା ଆକ୍ରାନ୍ତ 

କଟକ, ୮/୬(ଓଡିଶା ଭାସ୍କର): କଟକ ମୁଣ୍ଡୁଳି ସ୍ଥିତ NDRF କ୍ୟାମ୍ପର ୫୦ ଜଣ ସଦସ୍ୟ କରୋନା ଆକ୍ରାନ୍ତ  ହୋଇଥିବା ଜଣାପଡିଛି। କିଛି ସମୟ ପୂର୍ବରୁ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ୩ ଦିନ…

ଅର୍ଜୁନ ସେଠୀଙ୍କ ପରଲୋକ

ଭୁବନେଶ୍ୱର,୮/୬(ଓଡିଶା ଭାସ୍କର): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡିଛି । ବାଜପେୟୀଙ୍କ…

କାର୍ଯ୍ୟକାରୀ ହେଲା ଏସଏମଏସ ଜରିଆରେ ନିଲ ଜିଏସଟି ରିଟର୍ଣ୍ଣ ଦାଖଲ ସୁବିଧା

ନୂଆଦିଲ୍ଲୀ, ୮ା୬: ଟିକସଦାତାମାନଙ୍କୁ ଅଧିକ ସୁବିଧା ଦେବା ନେଇ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଏସଏମଏସ ଜରିଆରେ ଫର୍ମ ଜିଏସଟିଆର-୩ବିରେ ମାସିକ ନିଲ ଜିଏସଟି ରିଟର୍ଣ୍ଣ…

ଘୁଞ୍ଚିଲା ରମାଦେବୀ ପରୀକ୍ଷା

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ଘୁଞ୍ଚିଲା ରମାଦେବୀ ବିଶ୍ୱିବଦ୍ୟାଳୟ +୩ ସେମିଷ୍ଟର ପରୀକ୍ଷା । ଷଷ୍ଠ ସେମିଷ୍ଟର ପରୀକ୍ଷା ଘୁଞ୍ଚିଥିବା ସୂଚନା ମିଳିଛି । ଜୁନ ୨୫ ତାରିଖରେ ହେବାକୁ ଥିବା ଷଷ୍ଠ ସେମିଷ୍ଟର ଜୁଲାଇ…

ବଜ୍ରପାତ ନେଲା ୮ ଜୀବନ

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । କିନ୍ତୁ ଏବେ ବଜ୍ରାଘାତରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୮ଜଣଙ୍କ ମଧ୍ୟରେ ଜଗତସିଂହପୁର ସ୍ଥିତ…

ପ୍ରବଳ ବର୍ଷା ନେଇ ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ସବୁ ଜିଲ୍ଲାପାଳଙ୍କୁ ସ୍ୱତିନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ଲଘୁଚାପ ବର୍ଷା ନେଇ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଜୁନ ୧୧ରେ ୮ଜିଲ୍ଲାରେ…