Browsing Category
Astrology
ରାଶିଫଳ (ରବିିବାର, ୨୮ ଫେବୃୟାରୀ ୨୦୨୧)
ମେଷ : ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା ନେଇ ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।…
ରାଶିଫଳ (ଶନିବାର , ୨୭ ଫେବୃୟାରୀ ୨୦୨୧)
ମେଷ : ଅଯଥା ଭୟଯୋଗୁ ନିଜର ମାନସିକ ଅବସ୍ଥାକୁ ବିବ୍ରତ କରନ୍ତୁ ନାହିଁ । ବିନା କାରଣରେ ଭୟଭୀତ ହୁଅନ୍ତୁ ନାହିଁ । ଦୁଃଶ୍ଚିନ୍ତାକୁ ଆପଣେଇବା ଦରକାର ନାହିଁ, ଯେଉଁଥିପାଇଁ ଆପଣ ଏତେ ଚିନ୍ତାଗ୍ରସ୍ତ ତାହା ଭିତ୍ତିହୀନ ।…
ରାଶିଫଳ (ଶୁକ୍ରବାର, ୨୬ ଫେବୃୟାରୀ ୨୦୨୧)
ମେଷ : ଆପଣଙ୍କ ଦୃଢ଼ତା ଏବଂ ଧୈର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କ ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।
ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିଶିବାର ସମ୍ଭାବନା…
ରାଶିଫଳ (ଗୁରୁବାର, ୨୫ ଫେବୃୟାରୀ ୨୦୨୧ )
ମେଷ: ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନେର ସଫଳତାର ସ୍ୱାଦ ଉପେଭାଗ କରେିବ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖେର କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।…
ରାଶିଫଳ (ବୁଧବାର,୨୪ ଫେବୃୟାରୀ ୨୦୨୧)
ମେଷ : ଆଜି ଆପଣ କୌଣସି ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ନିଅନ୍ତୁ ।
ବୃଷ :…
ରାଶିଫଳ (ମଙ୍ଗଳବାର,୨୩ ଫେବୃୟାରୀ-୨୦୨୧)
ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସିପୂର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।
4,000 virtual universes to solve Big Bang mystery
The goal is to paint a picture of the immediate aftermath of the Big Bang when the observable universe suddenly expanded 1 trillion times in size in the tiniest sliver of a…
ରାଶିଫଳ (ସୋମବାର ,୨୨ ଫେବୃୟାରୀ ୨୦୨୧)
ମେଷ : ଆଜି କିଛି ଦୁର୍ବଳ ଅନୁଭବ କରିବେ, ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ, ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।
ବୃଷ : ଭାଗ୍ୟ…
ରାଶିଫଳ (ରବିବାର, ୨୧ ଫେବୃୟାରୀ ୨୦୨୧)
ମେଷ : ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ନିଜ ଲକ୍ଷ୍ୟରେ ପହଞ୍ôଚବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇପାରେ ।ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନଟି ବିତିଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…
ରାଶିଫଳ (ଶନିବାର, ୨୦ ଫେବୃୟାରୀ ୨୦୨୧)
ମେଷ -ଦିନଟି ସେନ୍ତାଷଜନକ ଆଜିର କାର୍ଯ୍ୟାବଳୀ ମନେର ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପେଭାଗ କରେିବ । କୌଣସି ଦ୍ୱିଧୋବାଧନ ନ କରି ସୁଫଳକୁ ବନ୍ଧୁମାନଙ୍କ ସହିତ ମିଳି ଉପେଭାଗ କରନ୍ତୁ ।
ବୃଷ…