Browsing Category

ଜୀବନଚର୍ଯ୍ୟା

୭ ଦିନ ପାଇଁ ସୋସିଆଲ ମିଡିଆଠାରୁ ଦୂରେଇ ରହିଲେ କ’ଣ ହେବ ? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କେତେ ପକାଇବ ପ୍ରଭାବ

ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ସୋସିଆଲ ମିଡିଆ ହେଉଛି ଏହି ଯୁଗର ସବୁଠାରୁ ବଡ ନିଶା । କିଛି ଲୋକ ଅନେକ ଘଣ୍ଟା ଧରି ସୋସିଆଲ ମିଡିଆର ଜାଲରେ ଫସି ରହିଛନ୍ତି ଏବଂ ଅନ୍ୟ କିଛି କାମ କରିବାକୁ ଭୁଲିଯାଆନ୍ତି ।…

ଚା’ ପିଉଥିଲେ ସାବଧାନ ! ବିଶେଷଜ୍ଞମାନେ କହିଲେ ଏହାର ଅସୁବିଧା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା' କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା' ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳିି ମତବ୍ୟକ୍ତ କରିଛନ୍ତି…

ଏହି ଗାଁରେ ଜୋତା ଏବଂ ଚପଲ ପିନ୍ଧିବା ଉପରେ ନିଷେଧାଦେଶ, ନମାନିଲେ କଠୋର ଦଣ୍ଡ: ଜାଣନ୍ତୁ ଭାରତର କେଉଁଠି

ଭାରତରେ ଲୋକମାନେ ସାଧାରଣତଃ ଘରେ ଜୋତା ଏବଂ ଚପଲ ବ୍ୟବହାର କରନ୍ତି ନାହିଁ। ଲୋକମାନେ ଘର ଭିତରକୁ ଯିବା ପୂର୍ବରୁ ଜୋତା ଏବଂ ଚପଲ ବାହାର କରିଦିଅନ୍ତି । ଲୋକମାନେ ଘର ଭିତରେ ଖାଲି ପାଦରେ ରୁହନ୍ତି । କିନ୍ତୁ ଭାରତରେ…

ସାବଧାନ୍! ଭୂତ-ପ୍ରେତରେ ବିଶ୍ୱାସ କରନ୍ତି କି? ଏହି ବାଟ ଦେଇ ଶରୀରକୁ ପ୍ରବେଶ କରନ୍ତି ଅତୃପ୍ତ ଆତ୍ମା,

ଓଡ଼ିଶା ଭାସ୍କର: ସତରେ ଦୁନିଆରେ କଣ ଭୁତ, ପ୍ରେତ ଅଛନ୍ତି । କିଛି ଲୋକ ମାନନ୍ତି ଦୁନିଆରେ ଭୂତ ପ୍ରେତ କିଛି ନାହାନ୍ତି । ଏ ସବୁ ମନଗଢା କାହାଣୀ । କିନ୍ତୁ ପୁରାଣ ଶାସ୍ତ୍ର କୁ ଅନୁମାନ କଲେ କେତେକ ଧାର୍ମିକ ଲୋକ…

ଡିନର କରିବାର ଠିକ୍ ସମୟ କେତେବେଳେ, ଯାହାଦ୍ଵାରା ନିୟନ୍ତ୍ରଣ ରହିବ ଓଜନ

ଆପଣମାେନ ତ ଜାଣଇଥିେବ ଯେ ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ରାତିର ଡିନର ହେଉ କରିବାର ଏକ ସଠିକ୍‌ ସମୟ ରହିଥାଏ । ଯାହା ଫଳରେ ଆପଣ ଫିଟ ରହିଥାନ୍ତି ଏବଂ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇନଥାଏ । ବିଶେଷକରି…

ଗର୍ଭାବସ୍ଥାରେ କାହିଁକି ହୁଏ ବାନ୍ତି, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ। କିଛି ବି ଖାଇବା ପରେ ବାନ୍ତି ଆରମ୍ଭ ହୁଏ। ଯଦିଓ…

ଏଲୋଭେରା ଜେଲରେ ମିଶାଇ ଲଗାନ୍ତୁ ଏହି ଜିନିଷ, ଦୂରେଇ ଯିବ ଡାର୍କ ସର୍କଲ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଅନିୟମିତ ଜୀବନଶୈଳୀ ଏବଂ ଷ୍ଟ୍ରେସ୍ ଯୋଗୁଁ ଚେହେରା ଝାଉଁଳିଯିବା ସାଧାରଣ କଥା । ବିଶେଷ କରି କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଅଧିକ ସମୟ ସ୍କ୍ରିନ୍ ସାମ୍ନାରେ ବସିବା ଏବଂ ଅନିଦ୍ରତା କାରଣରୁ…

ଆସନ୍ତାକାଲି ବୁଦ୍ଧାଦିତ୍ୟ ଯୋଗ, ମାଲାମାଲ ହେବେ ୫ଟି ରାଶିର ଲୋକେ !

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୦୮ ସେପ୍ଟେମ୍ୱର ରବିବାର ଦିନ କନ୍ୟା, ମକର, କୁମ୍ଭ ସମେତ ୫ଟି ରାଶିକୁ ଶୁଭଫଳ ମିଳିବ । କେଉଁ କ୍ଷେତ୍ରରେ କିଏ ଶୁଭଫଳ ପାଇବେ ଆସନ୍ତୁ ଜାଣିବା । ବୃଷ ରାଶି ଆପଣଙ୍କ ପାଇଁ…