Browsing Category
ଜୀବନଚର୍ଯ୍ୟା
କମ ବୟସରେ ପାଚିଯାଉଛି କି କେଶ! ଏହି ଉପାୟରେ କରନ୍ତୁ ସମାଧାନ, ମିଳିବ ଲାଭ
ଆଜିକାଲି କେଶ ଧଳା ହେବା ଏକ ସାଧାରଣ ସମସ୍ୟା । ଏକ ସମୟ ଥିଲା ଯେତେବେଳେ କେଶ ଧଳା ହେବାକୁ ବୟସାଧିକ୍ୟର ଲକ୍ଷଣ ଭାବେ ଦେଖାଯାଉଥିଲା । କିନ୍ତୁ ବର୍ତ୍ତମାନ ଲୋକମାନଙ୍କର କେଶ ଅଳ୍ପ ବୟସରେ ଧଳା ହେଉଛି । ଏପରିକି…
ଝାଳର ଦୁର୍ଗନ୍ଧ ଭୟଙ୍କର ବିମାରୀର ସଙ୍କେତ: କିଡନୀ, ଯକୃତ, ମଧୁମେହ ରୋଗ ହିଁ ଏହା ପଛର କାରଣ ହୋଇପାରେ
ସାଧାରଣତଃ ଗରମ ସିଜିନରେ ପ୍ରାୟତଃ ସମସ୍ତଙ୍କ ଦେହରୁ ଝାଳ ବାହାରିଥାଏ । ତେବେ କିଛି ଲୋକଙ୍କ ଠାରୁ ଖରା, ବର୍ଷା, ଶୀତ ସବୁ ସିଜିନରେ ଝାଳ ବାହାରିଥାଏ । ତେବେ କିଛି ଲୋକଙ୍କ ଠାରୁ ନିର୍ଗତ ହେଉଥିବା ଝାଳର ଦୁର୍ଗନ୍ଧ…
ମେଣ୍ଟାଲ ହେଲଥକୁ ଖରାପ କରେ ଈର୍ଷା ଭାବନା, ଜାଣନ୍ତୁ ନିଜଠାରୁ ଏହି ଗୁଣକୁ କିପରି କରିବେ ଦୂର
ଈର୍ଷା ବା ଜେଲସ ଏପରି ଭାବନା ଯାହା ପାରସ୍ପରିକ ସମ୍ପର୍କକୁ ନଷ୍ଟ କରେ। କେବଳ ଏତିକି ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ, ସୃଜନଶୀଳତା ମଧ୍ୟ ପ୍ରଭାବିତ ହୁଏ। ଏପରି…
ଘରର ଏହି ଦିଗରେ ପଇସା ରଖିବା ଅଶୁଭ, ଯେତେ ରୋଜଗାର କଲେ ବି ଅଣ୍ଟିବନି
ବାସ୍ତୁ ଶାସ୍ତ୍ରରେ ଘରର ସବୁ ଦିଗ ଲାଗି ଅଲଗା ଅଲଗା ନିୟମ ରହିଛି । ଯଦି ବାସ୍ତୁ ନିୟମ ଅନୁସାରେ ଘରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଜିନିଷ ରଖାଯିବ ତେବେ ବଡ ଲାଭ ମିଳିବ । ଘରେ ଧନର ଆଗମନ ଲାଗି ରହିବା ସହ ସୁଖ ସମୃଦ୍ଧି…
କାର୍ତ୍ତିକ ପୂର୍ଣ୍ଣିମାରେ ଘଟିବାକୁ ଯାଉଛି ଏହି ଦୂର୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ
କାର୍ତ୍ତିକ ମାସରେ ବିଶେଷକରି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଏ । ଏହା ସହିତ ସବୁ ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମାକୁ ବି ଅଧିକ ସ୍ୱତନ୍ତ୍ର ମନେ କରାଯାଏ । କାରଣ ଏହିଦିନ ଗଙ୍ଗାସ୍ନାନ…
କାର୍ତ୍ତିକ ମାସରେ ପୂର୍ଣ୍ଣ ହେବ ଆପଣଙ୍କର ମନସ୍କାମନା: କେଉଁ ରାଶିର ଲୋକଙ୍କୁ ମିଳିବ ଫାଇଦା
କାର୍ତ୍ତିକ ମାସ ହେଉଛି ଏକ ଧର୍ମର ମାସ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ନାନ, ଦାନ ସହିତ ଅନ୍ୟ କିଛି ଉପାୟ କରିବା ଫଳରେ ଜଣଙ୍କୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ଏଥିସହିତ ମୋକ୍ଷ ମଧ୍ୟ ମିଳିଥାଏ । ଏହି ଦିନରେ…
କିଡନୀକୁ ଦୁର୍ବଳ କରିପାରନ୍ତି ଏହି ସବୁ ଜିନିଷ: ଆଜି ହିଁ ବଦଳାନ୍ତୁ ନିଜର ଖାଦ୍ୟ ଅଭ୍ୟାସ
କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ କିଛି ବଦଅଭ୍ୟାସ କାରଣରୁ ଆମ କିଡନୀ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ, ଆପଣ…
ପାଦ ଫୁଲିଯିବା ଏହି ଗମ୍ଭୀର ରୋଗର ବଢ଼ାଇଥାଏ ଆଶଙ୍କା, ତୁରନ୍ତ ଦିଅନ୍ତୁ ଧ୍ୟାନ
ଅନେକ ଲୋକଙ୍କର ପାଦରେ ଫୁଲିଯିବା ସମସ୍ୟା ଥାଏ। କିନ୍ତୁ ସାଧାରଣତଃ ଆମେ ବିଶ୍ୱାସ କରୁ ଯେ, ଏହା ପଛରେ ଅନେକ ସାଧାରଣ କାରଣ ଅଛି ଯେପରିକି ଥକ୍କା, ଅତ୍ୟଧିକ ଚାଲିବା, ଆଘାତ, ଭାରୀ ଭାର ଉଠାଇବା ଇତ୍ୟାଦି। ତଥାପି,…
ଏକ୍ସରସାଇଜ ସ୍ନାକିଂ କ’ଣ? ଜାଣନ୍ତୁ ଲୋକପ୍ରିୟ ହେଉଥିବା ଏହି ବ୍ୟାୟାମର ପ୍ରଭାବ
ସମୟ ନ ପାଇବାର ବାହାନା କରି ଅନେକ ବ୍ୟାୟାମରୁ ଦୂରେଇ ରୁହନ୍ତି । ନିଜର ଦୈନନ୍ଦିନ କାର୍ୟ୍ୟରେ ବ୍ୟସ୍ତତା କାରଣରୁ ଅନେକ ଲୋକ ବ୍ୟାୟାମ କରିବାକୁ ସମୟ ପାଆନ୍ତି ନାହିଁ । ତେବେ ବର୍ତ୍ତମାନ ଆପଣଙ୍କର ଏହି ସମସ୍ୟାର ମଧ୍ୟ…
ବିଶ୍ୱକପ ଦେଇଗଲା ୮ଟି ବଡ଼ ଶିକ୍ଷା: ଆପଣ ବି ଜଣେ ଯୋଦ୍ଧା ହୋଇ ପାରିବେ, ଆପଣ ବି ଜୀବନରେ ଜିତିପାରିବେ
ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗତ ୧୯ ତାରିଖରେ ଖେଳାଯାଇଥିବା ବିଶ୍ୱକପର ଫାଇନାଲ ମ୍ୟାଚକୁ ନେଇ ଏବେ ବି କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । କ୍ରମାଗତ ୧୦ଟି ମ୍ୟାଚରେ ଜବରଦସ୍ତ…