Browsing Category

ଜୀବନଚର୍ଯ୍ୟା

ଶୋଇବା ସମୟରେ ତକିଆ ଜମାରୁ ବ୍ୟବହାର କରନ୍ତୁ ନାହିଁ, ମାଡ଼ିଆସିବ ଏହିସବୁ ରୋଗ

କିଛି ଲୋକ ଶୋଇବା ସମୟରେ ତକିଆର ବ୍ୟବହାର କରିଥାନ୍ତି । ବିନା ତକିଆରେ ଅନେକଙ୍କୁ ନିଦ ଆସେ ନାହିଁ । କିନ୍ତୁ ଏହି ତକିଆର ବ୍ୟବହାର ଦ୍ୱାରା ଆପଣ ବହୁ ରୋଗର ଶିକାର ହୋଇ ପାରନ୍ତି । ଯଦି ଆପଣ ନିୟମିତ ଶୋଇବା ସମୟରେ ତକିଆ…

ପତ୍ନୀଙ୍କର ଏମିତି କିଛି ଭୁଲ ପତିଙ୍କ ଅଧପତନର କାରଣ ସାଜିଥାଏ, ଜାଣନ୍ତୁ କଣ ସେସବୁ

ହିନ୍ଦୁ ଧର୍ମରେ ବିବାହ ରୀତିନୀତି ଅନୁଯାୟୀ କରାଯାଇଥାଏ । ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହିତ ଜୀବନସାରା ରହିଥାନ୍ତି । ପରସ୍ପରର ସହଯୋଗ ଓ ବୁଝାମଣା ଫଳରେ ଘର ସ୍ୱର୍ଗ ପାଲଟିଥାଏ । ଅପରପକ୍ଷେ ଅନେକ…

ରୋଷେଇ ଘରୁ ଏହିସବୁ ଜିନିଷକୁ ସରିବାକୁ ଦିଅନ୍ତୁ ନାହିଁ, ସୁଖ-ସମୃଦ୍ଧିରେ ହାନି ଘଟିପାରେ

ଓଡ଼ିଶା ଭାସ୍କର ବ୍ୟୁରୋ: ସମସ୍ତେ ଚାହାଁନ୍ତି ତାଙ୍କ ଉପରେ ମା' ଲକ୍ଷ୍ମୀଙ୍କ କୃପା ରହିଥାଉ । ତେଣୁ ଘରେ ଅନେକ ପ୍ରକାରର ପୂଜା କରିଥାନ୍ତି । ଯାହାଫଳରେ ମା' ଲକ୍ଷ୍ମୀଙ୍କ କୃପା ସେମାନଙ୍କୁ ମିଳିପାରିବ ହେଲେ ଅନେକ…

ଶରୀରରେ ଆୟୋଡିନର ଅଭାବ ହେଲେ ଦେଖାଦେଇଥାଏ ଏହିସବୁ ଲକ୍ଷଣ, ଏହାକୁ କଦାପି ଅଣଦେଖା କରନ୍ତୁ ନାହିଁ

ଶରୀରର ବିକାଶରେ ଆୟୋଡିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଖ୍ୟତଃ ଆମ ଶରୀରରେ ଥାଇରଏଡ୍ ହରମୋନ୍ ତିଆରି ପାଇଁ ଆୟୋଡିନ ଆବଶ୍ୟକ ହୋଇଥାଏ । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥର ସୂଚନା ଅନୁଯାୟୀ, ଜଣେ…

ଏହି ସବୁ ରୋଗୀ ଖାଇ ପାରିବେନି ଡାଳିମ୍ବ; ଜାଣନ୍ତୁ କଣ ରହିଛି କାରଣ

ଡାଳିମ୍ବ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ। ତେବେ କ’ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା। ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ।…

ମେଦ ବହୁଳତା ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକ ଲୋକଙ୍କଠାରେ ବଡପେଟ ସମସ୍ୟା ଦେଖାଦେଇଥାଏ । ବଡପେଟ ଆଜିକାଲି ଅନେକ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଏଥିରୁ ମୁକ୍ତି ପାଇବା…

ଲକଡାଉନରେ ଚନ୍ଦା ହେଇଗଲା ୮ ବର୍ଷର ବାଳିକା; କାରଣ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ କରୋନା ଏହାର ପ୍ରଭାବ ବିସ୍ତାର କରିଥିବା ବେଳେ ପ୍ରାୟତଃ ସମସ୍ତ ରାଷ୍ଟ୍ର ଲକଡାଉନ ଜାରି କରିଛନ୍ତି । ଲକଡାଉନରେ ରହିବା ଦ୍ୱାରା ଘର ମଧ୍ୟରେ ରହିବା ଦ୍ୱାରା ମାନସିକ ଅବସାଦ ମଧ୍ୟ ବୃଦ୍ଧି…

ଚାଟିଂରେ ଅଧିକ ବ୍ୟବହାର କରାଯାଏ ଏହି ୧୨ଟି ଇଂରାଜୀ ସର୍ଟ ୱାର୍ଡସ୍, ଆପଣ ମାନେ ବି ଜାଣନ୍ତୁ

ନୂଆଦିଲ୍ଲୀ: ଯେଉଁ ସମୟରେ ସ୍ମାର୍ଟଫୋନ୍ ନଥିଲା, କେବଳ ସେଟ୍ ମୋବଇଲ ଅଧିକ ଦେଖିବାକୁ ମିଳୁଥିଲା ସେହି ସମୟରେ ବି ଲୋକମାନେ ଚାଟିଂ କରୁଥିଲେ । ହେଲେ ସେ ସମୟରେ ଚାଟିଂ ଶବ୍ଦଟି ଅଧିକ ପ୍ରଚଳନ ହେଉ ନଥିଲା । ଆଉ ଏବେ…

ଆପଣ ଲୋ ବ୍ଲଡପ୍ରେସରର ଶିକାର ହୋଇଛନ୍ତି କି, ତେବେ ଆଜିଠାରୁ ଏହିସବୁ ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ

ହାଇ ବ୍ଲଡପ୍ରେସର ହେଉ ବା ଲୋ ବ୍ଲଡପ୍ରେସର ଶରୀର ପାଇଁ ଉଭୟ ବହୁତ କ୍ଷତିକାରକ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ଫଳରେ ହୃଦରୋଗ, ମସ୍ତିଷ୍କ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କରେ ରକ୍ତ ପ୍ରବାହରେ ବହୁତ ସମସ୍ୟା…

ମୋବାଇଲକୁ ରାତି ସାରା ଚାର୍ଜ ବସାଇବା କେତେ ଭଲ, କେତେ ଖରାପ? ଜାଣନ୍ତୁ ଏହି ଖବର ଜରିଆରେ

ଓଡ଼ିଶା ଭାସ୍କର ବ୍ୟୁରୋ: ମୋବାଇଲ୍ ଫୋନର ବ୍ୟବହାର ଏବେ ଖୁବ୍ ବଢ଼ିଯାଇଛି । ପ୍ରତିଟି ଛୋଟ କାମ ପାଇଁ ମୋବାଇଲର ବ୍ୟବହାର କରାଯାଉଛି । ତେବେ ଏହାର ବ୍ୟବହାର ଲୋକଙ୍କ ପାଇଁ ଯେତେ ଭଲ ସେତିକି ଖରାପ ମଧ୍ୟ । ଆଜିକା ସମୟରେ…