Browsing Category
ଜୀବନଚର୍ଯ୍ୟା
ଲକ୍ଷ୍ମୀ ନାରାୟଣ ଯୋଗ: ଏହି ଦୁଇ ଶୁଭ ଗ୍ରହଙ୍କ ମିଳନ, ଧନ ଲାଭ ସହ ଚାକିରିରେ ହେବ ପ୍ରମୋସନ
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିଜ ନିର୍ଦ୍ଧାରିତ ସମୟରେ ପରିକ୍ରମା କରିଥାନ୍ତି। ଅକ୍ଟୋବରରେ ବୁଧ ଓ ଶୁକ୍ର ଗ୍ରହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ…
କାହିଁକି ମଶା କାମୁଡିଲେ, କାହାର ଅଧିକ କୁଣ୍ଡେଇ ହୁଏ, ପୁଣି କାହାର କମ
ନୂଆଦିଲ୍ଲୀ: ଆମେ ସବୁ ଜାଣୁ ମଶା କାମୁଡିଲେ ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ ପରି ଅନେକ ପ୍ରକାରର ଜ୍ୱର ହୋଇଥାଏ । ହେଲେ ମଶା କାମୁଡିଲେ କିଛି ଲୋକଙ୍କ ଦେହ ବହୁତ କୁଣ୍ଡେଇ ହେବା ବେଳେ ଅନେକ ମଶାର ଚୁମ୍ବନ ସମ୍ପର୍କରେ…
ବାସନ ମାଜି ମାଜି ହାତ ଶୁଷ୍କ ହୋଇଯାଇଛି କି ? ହାତର କୋମଳତା ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
ଓଡ଼ିଶା ଭାସ୍କର: ସାଧାରଣତଃ ଶୀତ ଦିନେ ତ୍ୱଚାର ଯତ୍ନ ନେବା ଆବଶ୍ୟକ ହୋଇଥାଏ । କିନ୍ତୁ ଖରା, ପ୍ରଦୂଷଣ ଇତ୍ୟାଦି କାରଣରୁ ମଧ୍ୟ ତ୍ୱଚା ରୁକ୍ଷ ହୋଇଥାଏ । ବେଳେ ବେଳେ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେ ସ୍ୱାସ୍ଥ୍ୟର ଯତ୍ନ…
ସିଲ୍ମରା ପ୍ଳାଷ୍ଟିକ୍ ବୋତଲରେ ରହିଛି ପଲିଇଥିଲିନ୍ ଟେରିଅଫ୍ଥାଲେଟ୍ , ଯାହାକି ଆଣିଥାଏ ପ୍ରଜନନ ସମସ୍ୟା
ଦୀର୍ଘକାଳୀନ ଯାତ୍ରାରେ ବା ଭୀଷଣ ଖରା ବେଳେ ଶୋଷ ଲାଗିଲେ ଆଖପାଖ ଦୋକାନରେ ସହଜରେ ମିଳୁଥିବା ସିଲ୍ମରା ପାଣି ବୋତଲ କିଣି ପିଇଦେଲେ ତୃଷା ମେଣ୍ଟିବା ସହ ଶରୀରର ଆର୍ଦ୍ରତା ଠିକ୍ ହୋଇଯାଇଥାଏ। ମାତ୍ର ଖାଲି ଆଖିକୁ…
କ’ଣ ଅସୁରକ୍ଷିତ ଯୌନ ସମ୍ପର୍କ Mpox ର ବିପଦକୁ ବଢ଼ାଉଛି କି? ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛି ଏହି ମାରାତ୍ମକ ଭାଇରସ
ନୂଆଦିଲ୍ଲୀ: ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଆଉ ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା। ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ…
ଆଜି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ, ଜୀବନ ଯିବାରୁ କିଭଳି ରୋକି ହେବ ଜାଣନ୍ତୁ..
ନୂଆଦିଲ୍ଲୀ: ସାରା ବିଶ୍ବରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୈଶ୍ବିକ ସ୍ତରରେ ଏହା ଏକ ଚିନ୍ତାର ବିଷୟ ଅଟେ। ଲକ୍ଷଲକ୍ଷ ଲୋକ ଜୀବନ ହାରୁଛନ୍ତି । ଏକ ରିପୋର୍ଟ ଅନୁସାରେ, ଭାରତରେ ଛାତ୍ର…
ବହୁତ ଦିନର ଚାକିରି ପରେ ବି ବଢ଼ୁନି କି ଦରମା ? ତେବେ ଆପଣାନ୍ତୁ ଏହି ଟିପ୍ସ, ପଦୋନ୍ନତି ସହ ଦରମା ହେବ ବୃଦ୍ଧି
ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କ୍ୟାରିୟର୍କୁ ନେଇ କିଛି ନା କିଛି ଚିନ୍ତା କରନ୍ତି। ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ସମୟରେ ନିଜ ନିଜ କ୍ୟାରିୟର୍କୁ ନେଇ କିଛି ନା କିଛି ଚିନ୍ତା କରନ୍ତି। ଏଥିରେ ବ୍ୟକ୍ତିଗତ…
Tight Jeans ପିନ୍ଧିବା ଅଭ୍ୟାସ ହୋଇପାରେ ଭୟଙ୍କର: ଶରୀରରେ ସୃଷ୍ଟି ହୁଏ ବିଭିନ୍ନ ରୋଗ, ହୁଏ ଏହିସବୁ କ୍ଷତି
ଓଡ଼ିଶା ଭାସ୍କର: ଆଜିକାଲି ଟାଇଟ୍ ଡ୍ରେସ ପିନ୍ଧିବା ଏକ ଟ୍ରେଣ୍ଡ ହୋଇଗଲାଣି । ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା…
ଜୀବନ ଦାନ ଆଉ କ’ଣ କି? ୪୪୦ କିଲୋମିଟର ଯାଇ କରିଲେ ରକ୍ତଦାନ, ରୋଗୀଙ୍କର ହେଲା ପୁନର୍ଜନ୍ମ, ହ୍ୱାଟ୍ସଆପରୁ ପାଇଥିଲେ ସୂଚନା
ମୁମ୍ୱାଇ: ଜଣେ ୩୦ ବର୍ଷୀୟା ମହିଳାଙ୍କ ଜୀବନ ବଞ୍ଚାଇଲେ ମହାରାଷ୍ଟ୍ରର ଶିରିଡିର ଜଣେ ଫୁଲ ବ୍ୟବସାୟୀ। ୪୪୦ କିଲୋମିଟର ଯାତ୍ରା କରି ଦେଲେ ରକ୍ତ। ଶିରିଡିରେ ହୋଲସେଲ ଫୁଲ ବ୍ୟବସାୟ କରୁଥିବା ରବୀନ୍ଦ୍ର ଅଷ୍ଟେକର ଶନିବାର…
ସ୍ୱପ୍ନରେ ପରିବାରର ମୃତ ବ୍ୟକ୍ତିଙ୍କୁ ଦେଖିବା ଦିଏ ଏହି ସବୁ ସଙ୍କେତ
ନୂଆଦିଲ୍ଲୀ: ଆମେ ନିଦରେ ଶୋଇବା ସମୟରେ ଅନେକ ସ୍ୱପ୍ନ ଦେଖିଥାଉ । ଅନେକ ସମୟରେ ଆମେ ଆମ ପରିବାରର କୌଣସି ମୃତ ବ୍ୟକ୍ତିଙ୍କୁ ମଧ୍ୟ ନିଘୋଡ ନିଦରେ ଦେଖୁ । ଏହି ସ୍ୱପ୍ନକୁ ନେଇ ହେତୁବାଦୀଙ୍କ ମତ, ଏଥିରେ କୌଣସି ସଙ୍କେତ…