Browsing Category

କରୋନା

ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ସମ୍ବୋଧନ, କୋଭିଡ୍ ପରିଚାଳନା ନେଇ କରିବେ ନୂଆ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ସେ ଜୁଲାଇ ମାସର କୋଭିଡ୍ ପରିଚାଳନା ନେଇ ଘୋଷଣା କରିବେ । ଅପରାହ୍ନ ୨.୩୦ ମଧ୍ୟରେ…

ଆଜି ଆଂଶିକ ଲକଡାଉନର ଶେଷ ଦିନ, କରୋନା କଟକଣା ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଲକଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ସକାଳ ୬ଟାରେ ସରିବ ଲକଡାଉନର ଅବଧି । ତେଣୁ ଜୁଲାଇ ମାସରେ ଗାଇଡଲାଇନ କ’ଣ ରହିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆସନ୍ତାକାଲି…

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୩୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଆଜି ୩ ହଜାର ଉପରକୁ ବଢ଼ିଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ…

ଆଜି ପୁଣି ରାଜ୍ୟରେ ୪୮ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୫୩ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୫୩ ହଜାର ୮୪୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୫ ଲକ୍ଷ ୮୦…

ମଡ଼ର୍ଣ୍ଣା ଟିକା ଆମଦାନୀ ପାଇଁ ସିପ୍ଲାକୁ ଡିସିଜିଆଇ ଅନୁମତି, କୋଭିଡ୍ ଲଢ଼େଇରେ ଗେମ୍‌ ଚେଞ୍ଜର ହେବ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : କୋଭାକ୍ସିନ, କୋଭିସିଲ୍ଡ ଏବଂ ସ୍ପୁଟନିକ୍‌- ଭି ପରେ ଏବେ ଭାରତରେ ଉପଲବ୍ଧ ହେବ ମଡ଼ର୍ଣ୍ଣା କରୋନା ଟିକା । ଆମେରିକାର ଏହି ଟିକାର ଆମଦାନୀ ପାଇଁ ସି୍ଲାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ…

କୋଭିଡ ଯୁଦ୍ଧରେ ହାରିଗଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧା, ଆୟୁଷ ଡାକ୍ତର ସ୍ନେହାଶୀଷ ଗିରିଙ୍କ ପରଲୋକ

ଫୁଲବାଣୀ(ଓଡ଼ିଶା ଭାସ୍କର) : କୋଭିଡ ଯୁଦ୍ଧରେ ଆଖିବୁଜିଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧାର। ଗତକାଲି ଜକନ୍ଧମାଳ ଜିଲ୍ଲା ଖଜୁରୀପଡାଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି କଟକ ଏସ୍ସିବି ମେଡିକାଲରେ ଶେଷ…

କୋଭିଡ଼୍‌-୧୯ ଟେଷ୍ଟ କଲେ ମିଳିବ ପିଜା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସିଡ୍‌ନୀରେ ଥିବା ଏକ ପିଜା ଦୋକାନ କୋଭିଡ଼୍‌ ପରୀକ୍ଷା କରିବାକୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଲୋକଙ୍କୁ ମାଗଣାରେ ପିଜା ପ୍ରଦାନ କରୁଛି । ସିଡନୀରେ ଥିବା ଏହି ପିଜା…

ବ୍ଲାକ୍ ଫଙ୍ଗସ୍ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ପଠାଗଲା ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ…

ଗର୍ଭବତୀମାନେ କେବେ କରୋନା ଟିକା ନେବା ଉଚିତ୍, ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱର ସବୁଠାରୁ ଅଧିକ ଟିକାକରଣ ଦେଶ ମଧ୍ୟରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ଏହାରି ମଧ୍ୟରେ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ନେଇ…