Browsing Category

କରୋନା

ପୁଣି ଫେରଲା କି ମହାମାରୀ? ୧୦ ହଜାର ଟପିଲା ପଜିଟିଭ କେସ୍, ଗୋଟିଏ ସ୍କୁଲରୁ ୩୭

ନୂଆଦିଲ୍ଲୀ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଦେଶରେ ୧୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୪୯ ଦିନ ଭିତରେ ଏହା ସର୍ବାଧିକ ବୋଲି ରେକର୍ଡ…

୧୩୪ ଦିନରେ ୧୦ ହଜାରରୁ ଅଧିକ ଟପିଲା କରୋନାର ସକ୍ରିୟ ମାମଲା, ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ କରିବେ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର କ୍ରମାଗତ ଷଷ୍ଠ ଦିନ ପାଇଁ ଏକ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସନ୍ଧ୍ୟାରେ ରାଜ୍ୟ…

ତିନି ବର୍ଷ ପରେ ପୁଣି କଡ଼ ଲେଉଟାଇଲା କରୋନା! ୨୪ ଘଣ୍ଟାରେ ବଢ଼ିଲା ସଂକ୍ରମଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୮ଟି ନିୟମ ମାନନ୍ତୁ

ନୂଆଦିଲ୍ଲୀ: ତିନି ବର୍ଷ ପରେ ପୁଣି ଥରେ କରୋନା ଭାଇରସ ଦେଶବାସୀଙ୍କୁ ଡରାଇବା ଆରମ୍ଭ କରିଦେଲାଣି । ସାରା ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ ବୃଦ୍ଧି ପାଇ ୧.୩୩…

ନୂଆ ଭାରିଆଣ୍ଟ XBB1.16କୁ ନେଇ ଭାରତରେ ଚିନ୍ତା ବଢ଼ିଲା: ବିଶ୍ୱର ୧୨ଟି ଦେଶକୁ ବ୍ୟାପିଲା ସଂକ୍ରମଣ, ଆସିଲା WHO ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନୂଆ ମାମଲା ଗତ କିଛିଦିନ ଧରି ବଢ଼ୁଥିବା ଦେଖାଯାଉଛି । ତେବେ ଏହି ନୂଆ ମାମଲା ବୃଦ୍ଧିର କାରଣ ଏକ୍ସବିବି୧.୧୬ ଭାରିଆଣ୍ଟ ବୋଲି କୁହାଯାଉଛି । ଏହା ମଧ୍ୟରେ ଏହି ଭାରିଆଣ୍ଟ ବିଶ୍ୱର…

Kirron Kher Corona Positive ; ତିନି ବର୍ଷ ପୂର୍ବେ ରକ୍ତ କର୍କଟରେ ପୀଡ଼ିତ ଥିଲେ, ଜାଣନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା କିପରି ଅଛି

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢାଇଲାଣି କରୋନା । ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ କିରନ୍ ଖେର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏକ…

COVID-19 : ଦେଶରେ ପୁଣି ବଢିଲା କରୋନା କେଶ୍‌, ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ : ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । H3N2 ଇନଫ୍ଲୁଏଜା ସହ କୋଭିଡ-୧୯ ମଧ୍ୟ ତୀବ୍ର ଭାବେ ବୃଦ୍ଧି ପାଇଛି । ଅନେକ ରାଜ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଲାଣି । ଏହାକୁ ନେଇ ସରାକରଙ୍କ…

ଗର୍ଭବତୀ ମହିଳାମାନେ ଭୁଲରେ ବି ନିଅନ୍ତୁ ନାହିଁ ଏହି ୬ଟି ଟିକା, ନଚେତ୍‌ ହୋଇପାରେ ଅସୁବିଧା

ଯେକୌଣସି ମହିଳାଙ୍କ ପାଇଁ ଗର୍ଭଧାରଣ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବା ଏମିତି ବି କହି ପାରିବା ସୁଖଦ ସମୟ । ଏହି ସମୟର ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଗର୍ଭାବସ୍ଥାରେ କେଉଁ କାର୍ଯ୍ୟ କରିବା ଉଚତ୍ ଏବଂ ଅନୁଚିତ୍…

Inluenza Virus: H3N2 ଭୂତାଣୁ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ଡାଏଟ୍ ରେ ସାମିଲ କରନ୍ତୁ ଏହି ଖାଦ୍ୟ

ନୂଆଦିଲ୍ଳୀ : କରୋନା ମହାମାରୀ ପରେ ବର୍ତ୍ତମାନ ଇନ୍‌ଫ୍ଲୁଏଞ୍ଜା ଭୂତାଣ H3N2 ଭାରତର ଲୋକଙ୍କ ଚିନ୍ତା ବଢାଇ ଦେଇଛି। କରୋନା ପରେ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଐ୩ଘ୨ ଦେଶରେ ଦ୍ରୁତ ଗତିରେ ବ୍ୟାପିଛି । ଏହାର ଲକ୍ଷଣ ମଧ୍ୟ…

Coronavirus Source : ବାଦୁଡି ନୁହେଁ, ଏହି ପ୍ରାଣୀ ଠାରୁ ବ୍ୟାପିଥିଲା କରୋନା! ଚୀନ୍ ବୈଜ୍ଞାନିକଙ୍କ ବଡ ଦାବି, ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । କେଉଁ ଦେଶ ଏବଂ କେଉଁ ପ୍ରାଣୀ ଠାରୁ କରୋନା ଭୂତାଣୁ ବିସ୍ତାର ହୋଇଛି ସେନେଇ ବିତର୍କ ଜାରି ରହିଛି। ଏହା ପୂର୍ବରୁ ବାଦୁଡି…

୧୦୯ଦିନ ପରେ ଦେଶକୁ ଫେରିଛି କରୋନା, ଗୋଟିଏ ଦିନରେ ପାରିକଲା ୭୯୦ ମାମଲା!

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ କରୋନା ଭାଇରସ ସଂକ୍ରମଣର ୭୯୬ ନୂଆ ମାମଲା ଆସିବା ପରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା ବଢି ୪,୪୬,୯୩,୫୦୬ ହୋଇଯାଇଛି । ସେହିପରି ୫,୦୨୬ ଲୋକ…