fbpx
Browsing Category

କରୋନା

ସରକାରଙ୍କ ଦ୍ୱାରା ଜାରି ହେଲା ଲଟେରି ଟିକେଟ୍: ଭ୍ୟାକ୍ସିନ ନେଲେ ଜିତିପାରିବେ ୧୦ କୋଟି, ଜାଣନ୍ତୁ ଓଡ଼ିଶାରେ ଏହା ଉପଲବ୍ଧ ହେବ ନା ନାହିଁ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ଜାରି ରହିଛି । ଏହି ଭାଇରସକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନର ଯୁଦ୍ଧ ଚାଲିଛି । ଆମେରିକା, ୟୁରୋପ ସହ ଭାରତରେ ମଧ୍ୟ ଟିକାକରଣ ବଡ଼ ଆକାରରେ…

‘ପ୍ୟାଡ୍ ଓମେନ୍’ ସମ୍ପର୍କରେ ଜାଣନ୍ତୁ, ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍

ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ଭୟରେ ରହିଛି ସାରା ଦେଶ । ସବୁ ପ୍ରାଣୀଙ୍କ ଜୀବନ ସୁରକ୍ଷା ନେଇ ମଧ୍ୟ ଉପୁଜିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରାଜ୍ୟରେ ଲାଗିଛି…

କମ୍ ସମୟରେ ଚଢ଼ିଲେ ଏଭରେଷ୍ଟ୍, ୪୪ ବର୍ଷ ବୟସରେ କଲେ ରେକର୍ଡ, ଜାଣନ୍ତୁ ପୂରା ରିପୋର୍ଟ

ସାଙ୍ଗ୍ ପୂର୍ବରୁ ୨୦୧୭ରେ ଏଭରେଷ୍ଟ୍ ଶିଖର ଛୁଇଁବାରେ ପ୍ରଥମ ହଂକଂ ମହିଳା । ଗତ ରବିବାର କରିଥିବା ରେକର୍ଡକୁ ମିଶାଇ ସାଙ୍ଗ ତୃତୀୟଥର ପାଇଁ ଏଭରେଷ୍ଟ୍ ଆରୋହଣ କରିଛନ୍ତି ।

ଦେଢ଼ମାସ ପରେ ମହାମାରୀ କରୋନାରୁ ମିଳିଲା ବଡ଼ ଆଶ୍ୱସ୍ତି, ଦେଶରେ ସୁସ୍ଥ ହେଲେ ଅଢ଼େଇ ଲକ୍ଷ ବ୍ୟକ୍ତି

ଦେଶରେ ଅଦ୍ୟାବଧି ୨୦.୫୭ କୋଟି ଲୋକ ଟିକା ନେଇସାରିଲେଣି । ଏଥିସହ ଦୈନିକ କରୋନା ପରୀକ୍ଷଣ ପ୍ରାୟ ୨୦ ଲକ୍ଷ ରହିଛି । କ୍ରମାଗତ ପରୀକ୍ଷଣ ଓ ଟିକାକରଣ ଦ୍ୱାରା କରୋନା ସଂକ୍ରମଣରେ ନିୟନ୍ତ୍ରଣ ଆସିଥିବା କୁହାଯାଉଛି ।

ଭାରତରେ ଆଜି ୩୬୬୦ କରୋନା ରୋଗୀଙ୍କ ମୃତ୍ୟୁ, ୧.୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ :ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି ।  ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୬୦ ଜଣଙ୍କ ମୃତ୍ୟୁ…

କରୋନାରେ ଆଜି ଓଡ଼ିଶାର ୩୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଆଜି ରାଜ୍ୟରେ ୩୩ ଜଣଙ୍କର…

କରୋନା ଭ୍ୟାକ୍ସିନକୁ ନେଇ ଉଠିଲା ପ୍ରଶ୍ନ: ଦୁଇଟି ଯାକ ଡୋଜ୍ ନେବା ପରେ ବି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଏହା ପଛର କାରଣ କ’ଣ ହୋଇପାରେ

ନୂଆଦିଲ୍ଲୀ: ଦେଶରେ କରୋନା ବହୁଦିନ ଧରି ନିଜର ଆସ୍ଥାନ ଜମାଇ ସାରିଲାଣି । ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । କିଛି ଲୋକ ଭ୍ୟାକ୍ସିନର ଦୁଇଟି…

କରୋନା ଟିକାକୁ ଡର: ଡାକ୍ତରଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଜାରି ରହିଥିବାରୁ ବର୍ତ୍ତମାନ ଚାରିଆଡ଼େ ଟିକାକରଣ ଚାଲିଛି । ସରକାର ସମସ୍ତ ରାଜ୍ୟକୁ ଆବଶ୍ୟକ ମୁତାବକ ଟିକା ଠିକଭାବେ ଯୋଗାଇ ପାରୁନାହାନ୍ତି । ଟିକା ପାଇଁ ଲୋକମାନେ ବ୍ୟାକୁଳ…

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୨୪ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୨୪ ହଜାର ୪୯୦ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୯୬ ଲକ୍ଷ ୧୫…

ବାତ୍ୟା ଯିବା ପରେ ବିଢ଼ିଲା କରୋନା ଟେନ୍‌ସନ୍ : ବାତ୍ୟା ଆଶ୍ରୟସ୍ଥଳ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖ ପାଇଁ ୧୨ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ବାତ୍ୟା ଚାଲିଯିବା ପରେ  ଏବେ ପୁଣି କରୋନା ଚିନ୍ତା ଫେରି ଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯାଇଥିବା ହଜାର…