Browsing Category
ସ୍ୱାସ୍ଥ୍ୟ
କ୍ୟାପିଟାଲ ହସ୍ପିଟାଲରେ ବହିର୍ବିଭାଗ ଚିକିତ୍ସା ପାଇଁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ୍ରେ ପ୍ରତିଦିନ ହଜାର ହଜାର ଲୋକେ ବହିର୍ବିଭାଗରେ ପଞ୍ଜିକରଣ କରି ଚିକିତ୍ସା କରିଥାନ୍ତି । ତେବେ ଏହି ସେବାକୁ ଅହୁରି ଟିକିଏ ସୁବିଧାଜନକ କରିବା ପାଇଁ ଏବେ…
ଅକ୍ଷର ଓ ସଂଖ୍ୟାଗୁଡ଼ିକୁ ଚିହ୍ନିବାରେ ଆପଣଙ୍କ ପିଲା ଏଭଳି ଭୁଲ କରୁଛି କି,ତେବେ ହେଇପାରେ ଏହା ଏକ ରୋଗର ଲକ୍ଷଣ
ପଢିବା ସମୟରେ ହେଉଥିବା ସମସ୍ୟାର ଏହା ଏକ ରୂପ । ନୂଆ ନୂଆ ପାଠ ପଢୁଥିବା ପିଲାଙ୍କୁ ପ୍ରାରମ୍ଭିକ ସମୟରେ ପ୍ରାୟତଃ ସଠିକ୍ ଭାବରେ ଅକ୍ଷର ଚିହ୍ନିବାରେ ସମସ୍ୟା ହୁଏ । ଏହି ସମସ୍ୟା କିଛି ସମୟ ପର୍ଯ୍ୟନ୍ତ ରହେ ଓ ବୟସ…
ସକାଳେ ଖାଲି ପେଟରେ ଖାଆନ୍ତୁ ପୋଦିନା ପତ୍ର; ଦୂର ହେବ ଏହି ୪ ସମସ୍ୟା
ସମସ୍ତେ ନିଜ ଘରେ ପୋଦିନା ପତ୍ର ଲଗାଇବା ଜରୁରୀ । ଏହାର କାରଣ ହେଉଛି ଘରେ ପୋଦିନା ଗଛ ଲଗାଇଥିଲେ ଆପଣ ଯେତେବେଳେ ଆବଶ୍ୟକ କରିବେ ଏହାକୁ ଆରାମରେ ବ୍ୟବହାର କରିପାରିବେ । ବାସ୍ତବରେ, ସକାଳେ ଖାଲି ପେଟରେ ପୋଦିନା ପତ୍ର…
ପାଟି ଦୁର୍ଗନ୍ଧ ସମସ୍ୟାକୁ ଦୂର କରିବେ କିପରି? ଜାଣନ୍ତୁ ଏହାର କାରଣ ଓ ପ୍ରତିକାର
ସାଧାରଣତଃ ଆମ ପାଟିରୁ ଯଦି ଦୁର୍ଗନ୍ଧ ଆସେ ତେବେ ତାହା ଲଜ୍ଜା ଜନକ ପରିସ୍ଥିତି ସୃଷ୍ଟି କରେ । ଯେତେବେଳେ ଆପଣ କାହା ସହ କଥା ହେଉଛନ୍ତି ସେତେବେଳେ ସାମ୍ନା ଲୋକ ଅପଣଙ୍କୁ କହୁଛି ଯେ, ତୁମ ପାଟି ଗନ୍ଧାଉଛି ତେବେ ସେଠାରେ…
କେବଳ ଚିକିତ୍ସା ନୁହେଁ ରୋଗରୁ ରକ୍ଷା କରିବ କ୍ୟାନ୍ସର ଭ୍ୟାକ୍ସିନ; ଜାଣନ୍ତୁ କିପରି କରିବ କାମ
ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭାରତ ମଧ୍ୟ ଏଥିରେ ସାମିଲ ଅଛି । ଏହି ରୋଗ ଉପରେ ନିରନ୍ତର ଅନୁସନ୍ଧାନ ଚାଲିଛି । ବୈଜ୍ଞାନିକମାନେ ବର୍ତ୍ତମାନ ଏହି ଦିଗରେ ବହୁତ…
ଭୃସଙ୍ଗ ପତ୍ର ଦୂର କରିଥାଏ ଏହି ୫ଟି ସମସ୍ୟା; ଜାଣନ୍ତୁ କେବେ ଓ କିପରି କରିବେ ବ୍ୟବହାର
ଅନେକ ଭାରତୀୟ ଖାଦ୍ୟରେ ଭୃସଙ୍ଗ ପତ୍ର ସାମିଲ କରିଥାନ୍ତି । ଭୃସଙ୍ଗ ପତ୍ର ଗୁଡିକ ସାମ୍ବର, ଉପମା, ଉତ୍ତପମ, ପକୋଡ଼ି, କାଢା, ଫେସ୍ ମାସ୍କ, ହେୟାର ମାସ୍କ ଏବଂ ଅନ୍ୟାନ୍ୟ କେତେକେ ଜିନିଷରେ ବ୍ୟବହାର କରାଯାଇପାରିବ ।…
ଷ୍ଟିଲ ବାସନ ବ୍ୟବହାର କରୁଥିଲେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ; ନଚେତ୍ ଦେଖାଦେଇପାରେ ସମସ୍ୟା
ଆଜିକାଲିର ଅବ୍ୟବସ୍ତ ବହୁଳ ଜୀବନଶୈଳୀ ଏବଂ ଆଧୁନିକରଣ ମଣିଷ ସମାଜକୁ ବହୁମାତ୍ରାରେ ପରିବର୍ତ୍ତନ କରିଛି । ଯାହାର ଫଳ ସ୍ୱପୂପ ମଣିଷ ସମାଜ ଆଜି ତାର ପ୍ରାଚୀନ ପରମ୍ପରା ଏବଂ ଜୀବନ ଶୈଳୀକୁ ମମ୍ପୂର୍ଣ୍ଣ ଭାବରେ ଭୁଲିଯାଇଛି…
ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କ ପାଇଁ ଏହି ରୋଗ ଅଧିକ ବିପଜ୍ଜନକ: ତେଣୁ ଏବେଠୁ ସାବଧାନ
ପୁରୁଷ ଓ ମହିଳାଙ୍କ ଶରୀର ଅନେକ କ୍ଷେତ୍ରରେ ଅଲଗା, ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଭିନ୍ନ ହୋଇପାରେ। ରୋଗ ଯେତେ ଦୂର, ଏହି ଉଭୟ ଲିଙ୍ଗକୁ ନିଜ ନିଜ ଉପାୟରେ ସତର୍କ ରହିବାକୁ ପଡିବ ନଚେତ୍…
କରୋନା ପଜିଟିଭ ହୋଇଥିବା ପୁରୁଷମାନଙ୍କ ପାଇଁ ଆସିଲା ଖରାପ ଖବର ! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ଚୀନରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ଭାରତରେ ମଧ୍ୟ ଏହା ବ୍ୟାପିବାର ସମ୍ଭାବନା ରହିଛି । ଏହି ସମୟରେ ଆନ୍ଧ୍ରର ପାଟନା, ଦିଲ୍ଲୀ ଏବଂ ମଙ୍ଗଳାଗିରିର ଅନୁସନ୍ଧାନକାରୀଙ୍କ ଦ୍ୱାରା…
ବିମାନରେ ବସିଥିବା ଯାତ୍ରୀଙ୍କୁ ଦୁଇଥର ଆସିଲା ହୃଦଘାତ, ପାଖରେ ବସିଥିବା ବ୍ୟକ୍ତି ଏପରି କରିଲେ ଜୀବନ ରକ୍ଷା
ମୁମ୍ବାଇ: କିଛି ଦିନ ପୂର୍ବରୁ ଜଣେ ସପିଂ ମଲରେ ଜଣେ ବ୍ୟକ୍ତିଙ୍କ ହୃଦଘାତ ହୋଇଥିଲା, ସେହି ଦିନ ମଲରେ ଉପସ୍ଥିତ ଥିବା ଜଣେ ଡାକ୍ତର ତାଙ୍କ ଜୀବନ ରକ୍ଷା କରିଥିଲେ। ସେହିପରି ବିମାନ ଚାଲୁଥିବା ସମୟରେ ଏଭଳି ଏକ ଘଟଣା…