Browsing Category
ସ୍ୱାସ୍ଥ୍ୟ
ଶରୀରରେ ଭାତୁଡ଼ି କରୁଛି କି ସମସ୍ୟା ? ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଟିପ୍ସ
ମୁହଁରେ, ବେକରେ ଓ ହାତରେ ଅନେକ ଲୋକଙ୍କର ଭାତୁଡ଼ି ହୋଇଥାଏ, କେତେକ ଲୋକଙ୍କୁ ଏହା ବଂଶାନୁକ୍ରମିକ ଭାବେ ମିଳିଥାଏ । ଆଉ କେତେକ ଲୋକ ଅଧିକ ସମୟରେ ଖରାରେ ରହିବା କାରଣରୁ ମଧ୍ୟ ଭାତୁଡ଼ି ହୋଇଥାଏ । ତେବେ ଭାତୁଡ଼ି ହେବାର…
ଡିପ୍ରେସନକୁ ଦୂରେଇ ଥାଏ ଭୋଡକା ! ଜାଣିଛନ୍ତି କି ଏହାର ଫାଇଦା
ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ମାନସିକ ଅଶାନ୍ତି ହେଲେ ବ୍ୟକ୍ତିର ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଅନ୍ୟପଟେ ଭୋଡକାକୁ ଆପଣ ମଦ ବୋଲି…
କରୋନା ପରେ ମୁଣ୍ଡ ଟେକଲିଲାଣି ଏହି ଭାଇରସ ,ରାଜଧାନୀରେ ବଢିବାର ଲାଗିଲାନି ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୩୦ ବର୍ଷୀୟ ନାଇଜେରିଆ ମହିଳା ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ସୂଚନାମିଳିଛି । ଏହା ହେଉଛି ଦିଲ୍ଲୀରେ ଅଷ୍ଟମ ଏବଂ ଦେଶରେ ୧୩ ତମ ସଂକ୍ରମଣ। ସୂତ୍ରରୁ ପ୍ରକାଶ ଯେ ମହିଳାଙ୍କୁ ଚିକିତ୍ସା…
ରାଜଧାନୀରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ନାଇଜେରିଆରୁ ଫେରିଥିଲେ ସଂକ୍ରମିତ ମହିଳା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ । ନାଇଜେରିଆରୁ ଫେରି ଜଣେ ମହିଳା ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ପରେ ତାଙ୍କୁ ଏଲଏନଜିପି ହସ୍ପିଟାଲରେ…
କରୋନା ପାଇଁ ଆବଶ୍ୟକ ହେବନି ଔଷଧ: ଏହି ମେଡିସିନକୁ ନେଇ ସୂଚନା ଦେଲା WHO
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଏଣ୍ଟ ଅସ୍ଥିର କରି ଦେଇଛି । ଏହି ମହାମାରୀ ଭିତରେ ଏକ ବଡ ସୂଚନା ଜାରୀ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଣ୍ଟିବଡି ଔଷଧକୁ ନେଇ ଏକ ନୂଆ ଅପଡେଟ ଦେଇଛି…
ଗଳାର ଥାଇରଏଡ୍ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି କି ? ଆପଣାନ୍ତୁ ଏହି ଟିପ୍ସ
ଆଜିକାଲି ଅନେକ ଲୋକ ଥାଇରଏଡ୍ ସମସ୍ୟାର ଶିକାର ହେଉଛନ୍ତି । ରୋଗ ମଧ୍ୟରେ ଥାଇରଏଡ ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ଥାଇରଏଡ ବା ଗଳଗ୍ରନ୍ଥି ଏକ ହର୍ମୋନାଲ ରୋଗ । ଗଳାର ଉଭୟ…
କାନରେ ତେଲ ପକାଇବା ଭୁଲ ନା ଠିକ୍ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
କାନରେ ଯନ୍ତ୍ରଣା ବା କିଛି ପ୍ରକାରର ସମସ୍ୟା ହେଲେ ବୟସ୍କଲୋକମାନେ କାନରେ ତେଲ ପକାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ କାନରେ ତେଲ ପକାଇବା ଠିକ୍ କି ? ଖାସକରି ଯେବେ କାନରେ ମଳି ଜମା ହୋଇଥାଏ, ତେବେ ତେଲ ପକାଇବା…
ସୁଗାର ଫ୍ରି ଟାବଲେଟ୍ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ, ଅତ୍ୟଧିକ ବ୍ୟବହାର ହେତୁ ବ୍ରେନ୍ ଷ୍ଟ୍ରୋକ୍, ହୃଦୟ ରୋଗ ହୋଇପାରେ-ରିସର୍ଚ୍ଚ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ସୁଗାର ଫ୍ରି ବ୍ୟବହାର କରିବା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ଏବଂ ହୃଦ୍ ରୋଗ ହୋଇପାରେ। ବ୍ରିଟିଶ ମେଡିକାଲ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ପ୍ରାୟ ଏକ ଲକ୍ଷ…
ଦେଶରେ ପାଞ୍ଚ ବର୍ଷରେ କର୍କଟ ରୋଗ ୧୨ ପ୍ରତିଶତ ବୃଦ୍ଧି ପାଇବ, ଏହା ହେଉଛି କାରଣ
ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ କର୍କଟ ରୋଗ ବଢି ଚାଲିଛି। କେବେଳ ସେତିକି ନୁହେଁ ୬୦ ପ୍ରତିଶତରୁ ଅଧିକ କର୍କଟ ଚିହ୍ନଟ ହୋଇ ବିଳମ୍ବରେ ଚିହ୍ନଟ ହେଉଛି, ଯାହାଦ୍ୱାରା ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। କର୍କଟ…
ଟାଟୁ ପାଇଁ ହୋଇପାରେ ସ୍କିନ୍ କ୍ୟାନ୍ସର
ଯୁବପିଢ଼ିଙ୍କ ମଧ୍ୟରେ ଏବେ ଟାଟୁ ଏକ ବଡ଼ ଫେସନ୍ରେ ପରିଣତ ହୋଇଛି। କିଏ ହାତର କଚଟି ପାଖେ ତ’ କିଏ ଗୋଡ଼ ବଳାଗଣ୍ଠି ଉପରେ ଟାଟୁ କରୁଛନ୍ତି। ତେବେ ଏଥିପାଇଁ ବ୍ୟବହୃତ ରଙ୍ଗ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ…