fbpx
Browsing Category

ସ୍ୱାସ୍ଥ୍ୟ

ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର,  ୭ା୫ (ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା । ଏହାକୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକଙ୍କୁ ଦିଆଯିବ । ଏହି ଟିକାକୁ ୨ୟ ଡୋଜ୍ ନେବାକୁ ଥିବା ନାଗରିକ ମାନଙ୍କୁ…

କରୋନା କାଳର ଦେବଦୂତ ଅଧ୍ୟାପକ ତାପସ, ମାଗଣାରେ ଘରେ ଘରେ ପହଞ୍ଚାଉଛନ୍ତି ଖାଦ୍ୟ

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର) : କରୋନା ମହାମାରୀ ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେଉଁ ଠାରେ କି ନିଜ ଲୋକ ମଧ୍ୟ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଏହି ଅସମୟରେ ସହଯୋଗର ମାଧ୍ୟମ ସାଜିଛନ୍ତି…

କରୋନା କରିଦେଲା ପର: ଛୁଇଁଲେନି ଘରଲୋକେ, ଶବ ସତ୍କାର କଲେ ବିଡିଓ ଓ ଡାକ୍ତର

ଆସିକା, ୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଶିଖରରେ ପହଞ୍ଚିଛି । ଦିନକୁ ଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି…

ଏଭରେଷ୍ଟ ଶିଖର ଛୁଇଁଲା କରୋନା, ଅନେକ ପର୍ବତାରୋହୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ, ୭/୫(ଓଡିଶା ଭାସ୍କର) : ମହାମାରୀ କରୋନା ସାରା ଦୁନିଆରେ କାୟା ମେଲାଇଛି । ବିଶ୍ୱର କୋଣ ଅନୁକୋଣରେ ବ୍ୟାପିଛି ଏହି ଘାତକ ମହାମାରୀ । ବର୍ତ୍ତମାନ ଦୁନିଆର ସର୍ବୋଚ୍ଚ ଶିଖରରେ ମଧ୍ୟ ପହଞ୍ଚିଯାଇଛି କରୋନା ।…

ଗୋଟିଏ ମାସରେ କରୋନା ନେଲାଣି ୧୩୯ ସାମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ, ୭ା୫: କରୋନାର ଦ୍ୱିତୀୟ ଲହର ଆଜି ସମଗ୍ର ଦେଶ ପାଇଁ କାଳ ସାଜିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର୍ କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମୁନାହିଁ । ତେବେ ମୃତକଙ୍କ ମଧ୍ୟରେ ଅନେକ ସାମ୍ବାଦିକ…

କରୋନାର ନୂଆ ରୂପ ‘ମିକୋର ମାଇକୋସିସ୍’, ଯାହାର ପ୍ରଭାବରେ ୧୫ ଦିନରେ ଆଖି ହରାଇଲେଣି ୮ ରୋଗୀ

ନୂଆଦିଲ୍ଲୀ, ୭ା୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଦୈନିକ ପଜିଟିଭ୍ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ କରୋନାକୁ ନେଇ ଏକ ନୂଆ ସମସ୍ୟା ଉଭା ହେଉଛି । ଠିକ୍ ସମୟରେ…

କୋଭିଡ୍ ଆକ୍ରାନ୍ତଙ୍କୁ ଔଷଧ ପାଇଁ ଏସଓପି ଜାରି

ଭୁବନେଶ୍ୱର, ୦୭/୦୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେଉଥିବା ଔଷଧ ପାଇଁ ଆଜି ଏସଓପି ଜାରି ହୋଇଛି । ତେବେ ଆଜି କରୋନା ପାଇଁ ନୁଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ ଏସଓପି ଜାରି ହୋଇଛି । ତେବେ…

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର, ୦୭/୦୫(ଓଡିଶା ଭାସ୍କର) : କରୋନା ଏବେ ସାରା ରାଜ୍ୟକୁ ଗ୍ରାସ କରିବାରେ ଲାଗିଛି । ଏହାର ପ୍ରଭାବରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନେକ ସାମ୍ବାଦିକ ମାନେ ମଧ୍ୟ…

ଅସମ୍ଭାଳ ହେଲାଣି ଦେଶର ସ୍ଥିତି: ଆଜି ୩୯୧୫ ମୃତ, ୪.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୭ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧି…